ଶ୍ରୀଜୀଉମାନଙ୍କ ବିଭିନ୍ନ ବେଶ

ଭାସ୍କର ମିଶ୍ର ଶ୍ରୀଜଗନ୍ନାଥଙ୍କ ମହିମା ଯେପରି ସୁଦୂର ପ୍ରସାରୀ, ତାଙ୍କର ରୀତି, ନୀତି, ବେଶ, ଭୋଗ ମଧ୍ୟ ଅତୁଳନୀୟ ତଥା ଅବର୍ଣ୍ଣନୀୟ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୈନନ୍ଦିନ ନୀତି ବ୍ୟତୀତ ବର୍ଷର କେତେକ ନିର୍ଦ୍ଦିଷ୍ଟ ତିଥିରେ...

ଓଡ଼ିଶାଲାଇଭ୍ ସୋସିଆଲ୍ ମିଡିଆ ଚ୍ୟାନେଲରେ ୧୦ ଲକ୍ଷ ଲୋକ ଦେଖିଲେ ଶ୍ରୀଗୁଣ୍ଡିଚାର ସିଧାପ୍ରସାରଣ

ଓଡ଼ିଶାଲାଇଭ୍ ପ୍ରମୁଖ ପ୍ରତିନିଧି ୟୁଟ୍ୟୁବ୍ ଓ ଫେସବୁକ୍‌ରେ ଶ୍ରୀଗୁଣ୍ଡିଚାର ସିଧାପ୍ରସାରଣ କରି ବିଶେଷ ଲୋକପ୍ରିୟତା ହାସଲ କରିଛି ଓଡ଼ିଶାର ଡିଜିଟାଲ୍ ପ୍ଲାଟଫର୍ମ ଓଡ଼ିଶାଲାଇଭ୍‌ ଓଡ଼ିଶାଲାଇଭ୍ ଫେସବୁକ୍‌ରେ ପ୍ରାୟ ୮ ଲକ୍ଷ ଲୋକ ଦେଖିଲେ ରଥଯାତ୍ରା ...

ଭାବ, ଭକ୍ତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁ ଟାଣିଲେ ରଥ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେବଳ ପୁରୀରେ ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସର ସହ ରଥଯାତ୍ରା ପାଳିତ ହୋଇଛି। ରାଜଧାନୀ ଭୁବନେଶ୍ୱର, ବାରିପଦା, କୋରାପୁଟର ସାବରଶ୍ରୀକ୍ଷେତ୍ର ଏବଂ କଟକ ଆଦି ସ୍ଥାନରେ ଆନନ୍ଦ ଉଲ୍ଲାସର...

ବିଶାଖାପାଟଣାରେ ଗଡ଼ିଲା ମହାପ୍ରଭୁଙ୍କ ରଥ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶାଖାପାଟଣା, (ଯଶୋବନ୍ତନାରାୟଣ ପାଢ଼ୀ): ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ଉପଲକ୍ଷେ ଚଳଚଞ୍ଚଳ ହୋଇଉଠିଛି ବିଶାଖାପାଟଣା ସହର। ଚଳିତବର୍ଷ ବିଶାଖାପାଟଣା ସହରରେ ୫ଟି ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇଛି ପବିତ୍ର ଘୋଷଯାତ୍ରା। ବିଶାଖାପାଟଣାର ଦଶପଲ୍ଲା ହିଲ୍‌ସଠାରେ...

ଆଜି ହେଉଛି ଓଡ଼ିଶା ପାଇଁ ସୌଭାଗ୍ୟର ଦିନ: ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ସାମିଲ୍ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରଥାରୂଢ଼ ଜଗନ୍ନାଥ, ବଳଭଦ୍ର ଏବଂ ମା' ସୁଭଦ୍ରାଙ୍କୁ ଦର୍ଶନ କରିବା ସହ ପୁରୀ ଗୋବର୍ଦ୍ଧନ ପୀଠରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ।...

ଘୋଷଯାତ୍ରାରେ ମହାପ୍ରଭୁ: ବଡ଼ଦାଣ୍ଡରେ ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭକ୍ତଙ୍କ ଗହଣରେ ମହାପ୍ରଭୁ। ରତ୍ନବେଦୀ ଛାଡ଼ି ଶ୍ରୀଜୀଉ ୯ ଦିନ ପାଇଁ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥିବାରୁ ଆଜି ବଡ଼ଦାଣ୍ଡରେ ଦେଖିବାକୁ ମିଳିଥିଲା ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନ। ଗୁଣ୍ଡିଚା ମନ୍ଦିରରେ ଲାଗିଲା...

ଶରଧାବାଲିରେ ଲାଗିଲା ଦୁଇ ରଥ, ବଳଗଣ୍ଡି ଛକରେ ଅଟକିଲା ନନ୍ଦିଘୋଷ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିର୍ଦ୍ଧାରିତ ସମୟ ପୂର୍ବରୁ ଶରଧାବାଲିରେ ଲାଗିଲା ରଥ। ପ୍ରଥମେ ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଶରଧାବାଲିରେ ପହଞ୍ଚିବା ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଲାଗିଥିଲା। ପଛରେ ଆସୁଥିବା ଜଗନ୍ନାଥଙ୍କ ରଥ...

‘ଜୟ ଜଗନ୍ନାଥ’ ସିନେମାର ସ୍ମୃତି ବଖାଣିଲେ କଳାକାର

ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ‘ଜୟ ଜଗନ୍ନାଥ’ ହେଉଛି ସବୁଠାରୁ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର, ଯାହା ‘ଜଗନ୍ନାଥ’, ‘ବଳଭଦ୍ର’ ଓ ‘ଲକ୍ଷ୍ମୀ’ଙ୍କ ଉପରେ ଆଧାରିତ। ଏଥିରେ ଏହି ତିନି ପ୍ରମୁଖ ଭୂମିକା ନିଭାଇଥିବା କଳାକାରଙ୍କ ଅନୁଭୂତିର...

ବଳଦେବଜୀଉଙ୍କ ଘୋଷଯାତ୍ରା, ଭକ୍ତଙ୍କ ଗହଳ ଚହଳରେ ଉଛୁଳିଲା ତୁଳସୀକ୍ଷେତ୍ର

କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ରଥାରୂଢ଼ ହେଲେ ଶ୍ରୀବଳଦେବଜୀଉ ଧାଡ଼ି ପହଣ୍ଡିରେ ଆସିଲେ ତିନି ଠାକୁର ରାଜପୁରୋହିତ କଲେ ଛେରା ପହଁରା ବ୍ରହ୍ମତାଳଧ୍ୱଜ ରଥକୁ ଟାଣିଲେ ଶ୍ରଦ୍ଧାଳୁ ରବିବାର...

ପ୍ରତୀକ୍ଷାର ଅନ୍ତ, ଗଡ଼ିଲା ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=UzlhjuBP3cM]ପ୍ରତୀକ୍ଷାର ଅନ୍ତ ଘଟିଛି। ଆରମ୍ଭ ହୋଇଛି ମହାପ୍ରଭୁ ଜଗନ୍ନାଥଙ୍କ ରଥଟଣା। ବର୍ଷାରେ ଭିଜିଭିଜି ଭକ୍ତମାନେ ନନ୍ଦିଘୋଷ ରଥକୁ ଟାଣିନେଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ...