ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା – ପହଣ୍ଡି ଆରମ୍ଭ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=b9Otsr0CVDg] ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହୋଇଯାଇଛି ଭକ୍ତଙ୍କ ସମାବେଶ। ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା। କିଛି ସମୟ ତଳେ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଛି। ସୁଦର୍ଶନଙ୍କ ପଛକୁ ବଡ଼ ଭାଇ ବଳଦେବ...

ଆଜି ବାହୁଡ଼ା – ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ ମହାପ୍ରଭୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=b9Otsr0CVDg] ଆଉ ମାତ୍ର କେତେ ଘଣ୍ଟାର ପ୍ରତୀକ୍ଷା ପରେ ଆଡ଼ପ ମଣ୍ଡପରୁ ପହଣ୍ଡି ବିଜେ ହୋଇ ତିନି ରଥରେ ବିରାଜମାନ କରିବେ ମହାପ୍ରଭୁ। ଭାଇ, ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିର ଅଭିମୁଖେ...
Bahuda Yatra

ଆଜି ବାହୁଡ଼ିବେ ମହାବାହୁ – ସନ୍ଧ୍ୟା ଦର୍ଶନ ପରେ ଗୁଣ୍ଡିଚା ମନ୍ଦିରରେ ଚାଲିଛି ବାହୁଡ଼ା ପ୍ରସ୍ତୁତି

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=k0hOvcQv8U4] ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ତିନି ରଥରେ ଶ୍ରୀମନ୍ଦିର ଅଭିମୁଖେ ଆଜି ବାହୁଡ଼ିବେ ମହାପ୍ରଭୁ ଜଗନ୍ନାଥ। ଆଡ଼ପମଣ୍ଡପରେ ଶନିବାର ଭକ୍ତମାନେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ...

ସକାଳ ୭ଟା ୩୦ରୁ ଓଡ଼ିଶାଲାଇଭରେ ଦେଖନ୍ତୁ ବାହୁଡ଼ାଯାତ୍ରାର ସିଧାପ୍ରସାରଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ[youtube https://www.youtube.com/watch?v=k0hOvcQv8U4] ରାତି ପାହିଲେ ଶ୍ରୀକ୍ଷେତ୍ର ପୁରୀରେ ବାହୁଡ଼ାଯାତ୍ରା। ମହାପ୍ରଭୁ ଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ। ପୁରୀରେ ଏଥିପାଇଁ ଆରମ୍ଭ...

ଓଡ଼ିଶାଲାଇଭରେ ବାହୁଡ଼ାର ସିଧାପ୍ରସାରଣ ସକାଳ ୭ଟା ୩୦ରୁ

ଓଡ଼ିଶାଲାଇଭ୍‍ ବ୍ୟୁରୋ[youtube https://www.youtube.com/watch?v=k0hOvcQv8U4] ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ୨୨ ଜୁଲାଇ ରବିବାର ଦିନ ଅନୁଷ୍ଠିତ ହେବାକୁ ଯାଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା। ଓଡ଼ିଶାଲାଇଭ୍‌ର ନ୍ୟୁଜ୍‍ ପୋର୍ଟାଲ (www.odisha.live) ସହିତ ଫେସବୁକ ପେଜ୍‍...

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା

ଭାସ୍କର ମିଶ୍ର ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ପାଳିତ ସମସ୍ତ ପର୍ବ, ଯାନିଯାତ୍ରା, ଉତ୍ସବ ମଧ୍ୟରେ ଶ୍ରୀଜୀଉମାନଙ୍କ ରଥଯାତ୍ରା ପ୍ରଧାନ ଓ ମୁଖ୍ୟ ଉତ୍ସବ। ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟାଠାରୁ ଦଶମୀ ତିଥି ପର୍ଯ୍ୟନ୍ତ...

ବାହୁଡ଼ା ପ୍ରସ୍ତୁତି – ନାକଚଣା ଦ୍ୱାରରେ ଲାଗିଲା ତିନି ରଥ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଉ ଦୁଇ ଦିନ ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଏବଂ ମା' ସୁଭଦ୍ରା ଶ୍ରୀଗୁଣ୍ଡିଚା ମନ୍ଦିରରୁ ସିଂହଦ୍ବାର ଅଭିମୁଖେ ବାହୁଡ଼ିବେ। ଏଥିପାଇଁ ଆଜିଠାରୁ ସେବାୟତ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ...

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପହଣ୍ଡିବିଜେ

ଭାସ୍କର ମିଶ୍ର ମହାପ୍ରଭୁମାନଙ୍କର ୬ ଗୋଟି ପହଣ୍ଡି ମଧ୍ୟରୁ ତିନିଥର ଗୋଟି ପହଣ୍ଡି ଓ ତିନିଥର ଧାଡ଼ି ପହଣ୍ଡି ହୋଇଥାଏ। ଶ୍ରୀଜୀଉମାନଙ୍କ ସମସ୍ତ ବିଜେ ସମୟରେ ଧାଡ଼ି ପହଣ୍ଡି ଓ ବାହୁଡ଼ା ବିଜେଗୁଡ଼ିକ...

ତିନି ରଥରେ ଛଅ ଠାକୁର

ଶୁଭ୍ରାଂଶୁ ପଣ୍ଡା ତିନି ରଥରେ ବିଜେ କରି ତିନି ଠାକୁର ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି। କିନ୍ତୁ ଏହି ରଥରେ ଆଉ ତିନି ଦିଅଁ ମଧ୍ୟ ବିରାଜମାନ କରିଥାନ୍ତି। ତେବେ ଏହି ତିନି ରଥରେ...

ଶ୍ରୀମନ୍ଦିରରେ ୨୦ ବିଲୁପ୍ତ ସେବା

ଶୁଭ୍ରାଂଶୁ ପଣ୍ଡା ଶ୍ରୀମନ୍ଦିରର ସେବାଗୁଡ଼ିକ ସମ୍ବନ୍ଧରେ ବହୁ ଆଲେଖ, ଆଲୋଚନା ଉପଲବ୍ଧ ଥିବା ବେଳେ ବିଲୁପ୍ତ ସେବା ବିଷୟରେ ଆସନ୍ତୁ ଜାଣିବା। ପ୍ରାତରୁତ୍‌ଥାୟ ନିର୍ମାଲ୍ୟ ମାନୟାମି ଦିନେ ଦିନେ ବନ୍ଧୁଭିଃ ଜ୍ଞାତିଭିଃ ସାର୍ଦ୍ଧଂ ଜୀବାମ୍ୟେତେନ ସର୍ବଦା ଇତି ବିଶ୍ବାବସୋର୍ବାଣୀଂ...