ଆଜି ଶେଷ ଟି-୨୦ : କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟି-୨୦ ସିରିଜର ଆଜି ଶେଷ ମ୍ୟାଚ୍ ଖେଳାଯିବ। ବର୍ତ୍ତମାନ ସିରିଜରେ ୪-୦ରେ ଆଗୁଆ ଥିବା ଟିମ୍ ଇଣ୍ଡିଆ ବର୍ତ୍ତମାନ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ରହିଛି।
ପ୍ରଥମ...
କ୍ରିକେଟ୍ ପରାମର୍ଶଦାତା କମିଟିର ନୂଆ ସଦସ୍ୟ ବାଛିଲା ବିସିସିଆଇ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିସିସିଆଇ ଶୁକ୍ରବାର ତା’ର ତିନିଜଣିଆ କ୍ରିକେଟ୍ ପରାମର୍ଶଦାତା କମିଟିର ନୂଆ ସଦସ୍ୟଙ୍କ ନାଁ ଘୋଷଣା କରିଛି। ଏହି କମିଟିରେ ବିସିସିଆଇ ପୂର୍ବତନ ଖେଳାଳି ମଦନ ଲାଲ, ଆର ପି ସିଂହ ଓ...
ବିରାଟ ବାହିନୀର କିୱି ଶିକାର – ସୁପରଓଭରରେ ପୁଣି ଜିତିଲା ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁପରଓଭରରେ ପୁଣି ଜିତିଲା ଟିମ୍ ଇଣ୍ଡିଆ। ହାମିଲଟନ ପରେ ୱିଲିଙ୍ଗଟନରେ ମଧ୍ୟ ସୁପରଓଭରରେ ସୁପର ବିଜୟ ହାସଲ କରିଛି ଭାରତୀୟ କ୍ରିକେଟ୍ ଦଳ।
ଶୁକ୍ରବାର ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜର ଚତୁର୍ଥ ମ୍ୟାଚ୍ ଖେଳାଯାଉଥିଲା।...
ଚତୁର୍ଥ ଟି-୨୦: ପ୍ରଥମେ ବ୍ୟାଟିଂ କରିବ ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟି-୨୦ରେ ପ୍ରଥମେ ବ୍ୟାଟିଂ କରିବ ଭାରତ। ନ୍ୟୁଜିଲାଣ୍ଡ ଅଧିନାୟକ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏହି ମ୍ୟାଚ ପାଇଁ ଦୁଇ ଦଳରେ କିଛିଟା ପରିବର୍ତ୍ତନ...
ଆଜି ଚତୁର୍ଥ ଟି-୨୦ – ସିରିଜ ଜିତିବା ପରେ ଏବେ ୪-୦ ଲକ୍ଷ୍ୟରେ ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ଭାରତ ପାଇଁ ଏତେ ଗୁରୁତ୍ଵପୂର୍ଣ୍ଣ ନୁହେଁ। କାରଣ ଭାରତ ୩-୦ରେ ମ୍ୟାଚ ଜିତି ସିରିଜ ଅକ୍ତିଆର କରି ସାରିଛି।...
ରଣଜୀ ମ୍ୟାଚ – ଆସାମ ବିପକ୍ଷରେ ଓଡ଼ିଶାର ଇଂନିସ ବିଜୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ରଣଜୀ ଟ୍ରଫି ମ୍ୟାଚରେ ପୁଣି ଚମକିଲା ଓଡ଼ିଶା। ଟ୍ରଫିର ସପ୍ତମ ମ୍ୟାଚରେ ଆସାମକୁ ଗୋଟିଏ ଇଂନିସ ଓ ୩ ରନ୍ରେ ପରାସ୍ତ କଲା ଓଡ଼ିଶା। ଇଂନିସ ବିଜୟ ପାଇଁ ଓଡ଼ିଶାକୁ ୭...
ସୁପରଓଭରରେ ସିରିଜ୍ ହାତେଇଲା ଟିମ୍ ଇଣ୍ଡିଆ, ନ୍ୟୁଜିଲାଣ୍ଡରେ ପ୍ରଥମ ଟି-୨୦ ସିରିଜ ବିଜୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁପରଓଭରର ଶେଷ ଦୁଇ ବଲରେ ଦୁଇଟି ଛକା ସହ ତୃତୀୟ ଟି-୨୦ରେ ଜିତାପଟ ହାସଲ କରିଛି ଟିମ୍ ଇଣ୍ଡିଆ। ଏଥିସହିତ ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମ ଟି-୨୦ ସିରିଜ ବିଜୟର ସ୍ୱାଦ ଚାଖିଛି...
୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ଵକପ – ଅଷ୍ଟ୍ରେଲିଆକୁ ହରାଇ ସେମିରେ ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ଵକପ୍ ସେମିଫାଇନାଲରେ ଭାରତ। କ୍ଵାର୍ଟର ଫାଇନାଲରେ ଅଷ୍ଟ୍ରେଲିଆକୁ ୭୪ ରନ୍ରେ ହରାଇ ସେମିରେ ପ୍ରବେଶ କରିଛି ଭାରତ। ଭାରତ ପକ୍ଷରୁ ସର୍ବାଧିକ ୪ଟି ଓ୍ଵିକେଟ ନେଇଥିବ...
ଆଉ ୨୫ ରନ୍ କଲେ ଧୋନୀଙ୍କ ଏହି ରେକର୍ଡକୁ ଭାଙ୍ଗିବେ ବିରାଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ଏକ ରେକର୍ଡ ଅପେକ୍ଷାରେ ଟିମ୍ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି। ଟି-୨୦ରେ ଆଉ ୨୫ ରନ୍ କଲେ ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀଙ୍କ ରେକର୍ଡକୁ ଭାଙ୍ଗିବେ ବିରାଟ। ଅଧିନାୟକ...
ତୃତୀୟ ଟି-୨୦ ଜିତିଲେ ନ୍ୟୁଜିଲାଣ୍ଡ ମାଟିରେ ଇତିହାସ ରଚିବ ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ନ୍ୟୁଜିଲାଣ୍ଡ ମାଟିରେ ଇତିହାସ ରଚିବା ଲକ୍ଷ୍ୟରେ ଭାରତ। ଆଉ ଗୋଟିଏ ମ୍ୟାଚ ଜିତିଲେ ଏହି ଇତିହାସ ରଚିବ ଭାରତ। ଯଦି ଭାରତ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ ଜିତି ଯାଏ,...




















