ହକିର ଯାଦୁଗର ଧ୍ୟାନଚାନ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ  ଭାରତର ଜାତୀୟ ଖେଳ ‘ହକି’ର ଜନ୍ମଦାତା ହେଉଛନ୍ତି ମେଜର ଧ୍ୟାନଚାନ୍ଦ।  ଆଜି ତାଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆସନ୍ତୁ ଜାଣିବା ଧ୍ୟାନଚାନ୍ଦଙ୍କ ବିଷୟରେ କିଛି ଅଜଣା କଥା। ଭାରତୀୟ ହକିକୁ ଗୋଟିଏ ନୂଆ...

ଅଣ୍ଡର-୧୯ ବିଶ୍ୱକପ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ – ଦଳର ନେତୃତ୍ୱ ନେବେ ପ୍ରିୟମ୍ ଗର୍ଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଗାମୀ ଅଣ୍ଡର-୧୯ ବିଶ୍ୱକପ୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆର ୧୫ ଜଣିଆ ଦଳ। ସୋମବାର ବିସିସିଆଇ ପକ୍ଷରୁ ଏହି ବିଶ୍ୱକପ୍ ଦଳ ଘୋଷଣା କରାଯାଇଛି। ଏହି ଦଳରେ ପ୍ରିୟମ ଗର୍ଗଙ୍କୁ...

ଦକ୍ଷିଣୀ ଅଭିନେତ୍ରୀ ଆଶ୍ରିତାଙ୍କୁ ବିବାହ କଲେ କ୍ରିକେଟର ମନୀଷ ପାଣ୍ଡେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଟିମ୍‌ ଇଣ୍ଡିଆର ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ୩୦ ବର୍ଷିୟ କ୍ରିକେଟର ସୋମବାର ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଆଶ୍ରିତା ସେଟ୍ଟୀଙ୍କୁ ବିବାହ କରିଛନ୍ତି। ପୂର୍ବରୁ ଆଶ୍ରିତା...

ଆଗାମୀ ରଣଜୀ ଋତୁ ପାଇଁ ଓଡ଼ିଶା ଦଳ ଘୋଷଣା – ଶୁଭ୍ରାଂଶୁ ଅଧିନାୟକ, ଅଙ୍କିତ ଯାଦବ ନୂଆ ମୁହଁ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ରଣଜୀ ସିଜନ୍ ପାଇଁ ରବିବାର ଓଡ଼ିଶା ତା’ର ଦଳ ଘୋଷଣା କରିଛି। ଶୁଭ୍ରାଂଶୁ ସେନାପତିଙ୍କୁ ଦଳର ଅଧିନାୟକ ଭାବେ ଦାୟିତ୍ୱ ମିଳିବା ସହ ନୂଆ ମୁହଁ ଭାବେ ଅଙ୍କିତ ଯାଦବ...

ଡେଭିଡ ଓ୍ଵାର୍ନରଙ୍କ ଭବିଷ୍ୟବାଣୀ – ‘ଲାରାଙ୍କ ରେକର୍ଡ ଭାଙ୍ଗିବେ ରୋହିତ ଶର୍ମା’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଟେଷ୍ଟରେ ଲାରାଙ୍କ ବିଶ୍ଵ ରେକର୍ଡ ରହିଛି। ଓ୍ଵେଷ୍ଟଇଣ୍ଡିଜର ବ୍ରାଏନ ଲାରା ଗୋଟିଏ ଇଂନିସରେ ୪୦୦ ରନ୍‌ କରିଥିଲେ। ତାଙ୍କ ଏହି ରେକର୍ଡ ଭାଙ୍ଗିବା ଏକ ପ୍ରକାର ଅସମ୍ଭବ। ହେଲେ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ...

ବାରବାଟୀ ଦିନିକିଆ ଆଉ ୨୦ ଦିନ – ଡିସେମ୍ଵର ୫ରୁ ଅନଲାଇନ୍‌ ଟିକେଟ ବିକ୍ରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାରବାଟୀରେ ହେବାକୁ ଥିବା ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ପାଇଁ ଆସନ୍ତା ଡିସେମ୍ବର ୫ ତାରିଖରୁ ଅନଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହେବ। ସେହିପରି ଅଫଲାଇନରେ ଦର୍ଶକ ଡିସେମ୍ବର ୧୯ରୁ ଟିକେଟ୍ କିଣିପାରିବେ। ଆସନ୍ତା...

ବାରବାଟୀ ଦିନିକିଆ ଆଉ ୨୧ ଦିନ – ୨୦୦୭ ମ୍ୟାଚରେ ଦିନେଶ କାର୍ତ୍ତିକ ଥିଲେ ହିରୋ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ ବାରବାଟୀରେ ଭାରତ-ଓ୍ଵେଷ୍ଟଇଣ୍ଡିଜ୍‌ ମଧ୍ୟରେ ଡିସେମ୍ଵର ୨୨ ତାରିଖରେ ଦିନିକିଆ ମ୍ୟାଚ ଖେଳାଯିବ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ତେବେ ପୂର୍ବରୁ ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ବାରବାଟୀରେ ୩ଟି...

ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳରେ ଓଡ଼ିଆ ପୁଅ କାଳିଆ ପ୍ରଧାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳରେ ସ୍ଥାନ ପାଇଲେ ଓଡ଼ିଆ ପୁଅ କାଳିଆ ପ୍ରଧାନ। ନେପାଳ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ୍ ପାଇଁ ସେ ଭାରତୀୟ ଦୃଷ୍ଟିହୀନ ଦଳରେ ସ୍ଥାନ ପାଇଛନ୍ତି। ଦଳରେ ସ୍ଥାନ...

ଦୂତି ଚାନ୍ଦଙ୍କ ଉପରେ ଫିଲ୍ମ କରିବେ ହିମାଂଶୁ ଖଟୁଆ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଧାବିକା ଦୂତି ଚାନ୍ଦଙ୍କ ଉପରେ ଫିଲ୍ମ ହେବ। ଅନ୍ୟ କେହି ନୁହଁନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ହିମାଂଶୁ ଖଟୁଆ ଏହି ଚିତ୍ରଟି ନିର୍ମାଣ କରୁଛନ୍ତି। ହିନ୍ଦୀରେ ହେବାକୁ...

ଭାରତ ଗସ୍ତ ପାଇଁ ଦଳ ଘୋଷଣା କଲା ୱେଷ୍ଟଇଣ୍ଡିଜ୍, କିରଣ ପୋଲାର୍ଡଙ୍କୁ ଅଧିନାୟକ ଦାୟିତ୍ୱ

ଓଡ଼ିଶାଲାଇଭ୍ ବ୍ୟୁରୋ ଡିସେମ୍ବର ୬ ତାରିଖରୁ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ କ୍ରିକେଟ୍ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଗୁରୁବାର ବୋର୍ଡ ପକ୍ଷରୁ ୱେଷ୍ଟଇଣ୍ଡିଜ୍ ଦିନିକିଆ ଓ ଟ୍ୱେଣ୍ଟି ଟ୍ୱେଣ୍ଟି ଦଳର ଘୋଷଣା...