ଆଇସିସି ଟେଷ୍ଟ ମାନ୍ୟତା – ଖସିଲେ ରୋହିତ, ଟପ୍‌ ଟେନରେ ମୟଙ୍କ ଅଗ୍ରଓ୍ଵାଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନ ମାନ୍ୟତାର ଟପ୍‌ ଟେନରେ ସ୍ଥାନ ପାଇଲେ ମୟଙ୍କ ଅଗ୍ରଓ୍ଵାଲ। ମୟଙ୍କ ୭୦୦ ପଏଣ୍ଟ ସହ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ପୂର୍ବରୁ ଟପ୍‌ ଟେନ୍‌ରେ ଥିବା ରୋହିତ...

ଭାରତ-ଓ୍ଵେଷ୍ଟଇଣ୍ଡିଜ ବାରବାଟୀ ଦିନିକିଆ – ଷ୍ଟାଡିୟମକୁ ପଲିଥିନ ମନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡିସେମ୍ଵର ୨୨ରେ ଭାରତ-ଓ୍ଵେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚରେ ଷ୍ଟାଡିୟମକୁ ପଲିଥିନ ନେଇ ପାରିବେନି ଦର୍ଶକ। ଏନେଇ ମଙ୍ଗଳବାର ଜିଲ୍ଲା ପ୍ରଶାସନ ଓ ଓସିଏର ମିଳିତ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଷ୍ଟାଡିୟମକୁ ଯିବା ପୂର୍ବରୁ...

ଓସିଏ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଜାମିନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ମିଳିଲା ଜାମିନ। ଓଡ଼ିଶା ହାଇକୋର୍ଟ ଆଶୀର୍ବାଦଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଦେଢ଼ ଲକ୍ଷ ଟଙ୍କା ଏବଂ ଦୁଇ ଜାମିନଦାରଙ୍କ ବଦଳରେ...

୭ ଭାରତୀୟ ଖେଳାଳିଙ୍କୁ ମାଗିଲା ବାଂଲାଦେଶ କ୍ରିକେଟ୍ ବୋର୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ କ୍ରିକେଟ୍ ଟିମର ୭ ଜଣ ଖେଳାଳିଙ୍କୁ ମାଗିଛି ବାଂଲାଦେଶ କ୍ରିକେଟ୍ ବୋର୍ଡ। ଆସନ୍ତା ମାର୍ଚ୍ଚ ୧୮ ଓ ୨୧ ତାରିଖରେ ହେବାକୁ ଥିବା ୱାର୍ଲଡ ଇଲେଭେନ୍ ଓ ଏସିଆ ଇଲେଭେନ୍...

କୋଲକାତା ପିଙ୍କ୍ ବଲ୍ ଟେଷ୍ଟ – ଶେଷ ଦୁଇ ଦିନର ଟିକେଟ୍ ଟଙ୍କା ଫେରିପାଇବେ ଦର୍ଶକ

ଓଡ଼ିଶାଲାଇଭ୍ ବ୍ୟୁରୋ କୋଲାକାତା ପିଙ୍କ୍ ବଲ୍ ଟେଷ୍ଟର ଶେଷ ଦୁଇ ଦିନର ଟିକେଟ୍ ଟଙ୍କାକୁ ଫେରି ପାଇବେ ଦର୍ଶକ। ଏନେଇ କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ୍ ନିଷ୍ପତ୍ତି ନେଇଛି। ଟେଷ୍ଟର ଚତୁର୍ଥ ଓ ପଞ୍ଚମ...

ବାରବାଟୀରେ ଦିନିକିଆ ପାଇଁ ସାଢ଼େ ୬ କୋଟିର ବଜେଟ୍ ଧାର୍ଯ୍ୟ କଲା ଓସିଏ

ଓଡ଼ିଶାଲାଇଭ୍ ବ୍ୟୁରୋ ବାରବାଟୀ ଷ୍ଟାଡିୟମରେ ଡିସେମ୍ଵର ୨୨ରେ ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଖେଳିବାକୁ ଥିବା ଦିନିକିଆ ମ୍ୟାଚ୍‌ ପାଇଁ ଓସିଏ ପକ୍ଷରୁ ୬ କୋଟି ଟଙ୍କାର ବଜେଟ୍‌ ଅଟକଳ ହୋଇଛି। ଏଥିରୁ ୧୪ ଲକ୍ଷ ଟଙ୍କାର...

ଗୋଲାପି ବଲ୍‌ରେ ଇଶାନ୍ତଙ୍କ ଝଡ଼ – ଆଇସିସି ଟେଷ୍ଟ ବୋଲିଂ ତାଲିକାରେ ହାସଲ କଲେ ୨୦ତମ ସ୍ଥାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଇଡେନ୍‌-ଗାର୍ଡେନରେ ଚାଲିଥିବା ଡେ-ନାଇଟ ଟେଷ୍ଟ ମ୍ୟାଚରେ ଭାରତ ବାଂଲାଦେଶକୁ ୪୬ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚରେ ଭାରତୀୟ ପେସ୍‌ ବୋଲର ଇଶାନ୍ତ ଶର୍ମା ଚମତ୍କାର ପ୍ରଦର୍ଶନ କରିଥିଲେ। ତାଙ୍କ ଘାତକ...

ମହିଳା ଭାରତ୍ତୋଳକ ଝିଲି ବେହେରା ପାଇବେ ଏକଲବ୍ୟ ପୁରସ୍କାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାର ମହିଳା ଭାରତ୍ତୋଳକ ଝିଲି ଦଳ ବେହେରା ରାଜ୍ୟ ପାଇଁ ଆଣିଲେ ଗୌରବ। ତାଙ୍କୁ ଚଳିତବର୍ଷ ଏକଲବ୍ୟ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପୁରସ୍କାର ସ୍ଵରୂପ ତାଙ୍କୁ ୫ ଲକ୍ଷ ଟଙ୍କା...

ଭାରତୀୟ ବୋଲରଙ୍କ ଗୋଲାପି ଝଡ଼ – ଡେ-ନାଇଟ ମ୍ୟାଚ ଜିତି ସିରିଜ ଅକ୍ତିଆର କଲା ଭାରତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଇଡେନ-ଗାର୍ଡେନରେ ଭାରତର ଦମଦାର ବିଜୟ। ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଡେ-ନାଇଟ ଟେଷ୍ଟ ମ୍ୟାଚରେ ଭାରତ ବାଂଲାଦେଶକୁ ୪୬ ରନ୍‌ରେ ପରାସ୍ତ କରିଛି। ଏହାସହ ଭାରତ ତା’ର ପ୍ରଥମ ଡେ-ନାଇଟ ଟେଷ୍ଟ ମ୍ୟାଚରେ...

ବ୍ରାଡ୍‌ମ୍ୟାନଙ୍କ ପରେ ସଚିନ୍‌ଙ୍କ ସମକକ୍ଷ ହେଲେ କୋହଲି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଉ ଏକ ରେକର୍ଡର ଅଧିକାରୀ ହେଲେ କୋହଲି। ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଦ୍ଵିତୀୟ ଟେଷ୍ଟରେ ସେ ଏହି ରେକର୍ଡ ହାସଲ କରିଛନ୍ତି। ଏହି ରେକର୍ଡ ହାସଲ କରିବା ସହ ବିରାଟ ବର୍ତ୍ତମାନ...