ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ: ବିଜୟଠାରୁ ୨ ୱିକେଟ ଦୂରରେ ଟିମ୍‌ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ତୃତୀୟ ଟେଷ୍ଟରେ ଭାରତୀୟ ଦଳ ବିଜୟୀ ହେବାଠାରୁ ଆଉ ମାତ୍ର ୨ ୱିକେଟ୍ ପଛରେ ରହିଯାଇଛି। ଯେଉଁ କାରଣରୁ ଖେଳକୁ ଚତୁର୍ଥ ଦିନକୁ ଯିବାକୁ ପଡ଼ିଛି। ଭାରତ ଏହି ମ୍ୟାଚ ଜିତିଲେ...

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ: ପ୍ରଥମ ଇଂନିସରେ ଦକ୍ଷିଣ ଆଫ୍ରିକା ୧୬୨ ରନରେ ଅଲଆଉଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ  ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ ଟେଷ୍ଟର ପ୍ରଥମ ଇଂନିସରେ ଦକ୍ଷିଣ ଆଫ୍ରିକା ଦଳ ମାତ୍ର ୧୬୨ ରନରେ ଅଲଆଉଟ୍ ହୋଇଯାଇଛି। ଫଳରେ ପ୍ରଥମ ଇନିଂସ ସୁଦ୍ଧା ଭାରତ ୩୩୫ ରନ୍‌ରେ...

୧୫ ବର୍ଷ ତଳର ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଉମେଶ ଯାଦବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟରେ ଦୀର୍ଘ ୧୫ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି ଟିମ୍‌ ଇଣ୍ଡିଆର ଦ୍ରୁତବୋଲର ଉମେଶ ଯାଦବ। ତେବେ ସେ ବୋଲିଂରେ ନୁହେଁ,...

ଟେଷ୍ଟ କ୍ରିକେଟରେ ଶ୍ରେଷ୍ଠ ଓପନିଂ ପାର୍ଟନରସିପ୍‌

ଓଡ଼ିଶାଲାଇଭ ବ୍ୟୁରୋ କ୍ରିକେଟରେ ଓପନରମାନଙ୍କର ଭୂମିକା ଆପଣଙ୍କୁ ନିଶ୍ଚିତ ଭାବରେ ଜଣାଥିବ। ଓପନର ଭାବେ ଯଦି ଦୁଇଜଣ ବ୍ୟାଟ୍ସମ୍ୟାନ ଭଲ ରନ୍‌ କରନ୍ତି ତେବେ ଟିମ୍ ପାଇଁ ଏହା ବେଶ୍ ସହାୟକ ହୋଇଥାଏ। ପୂର୍ବରୁ ଓପନିଂ...

ଭାରତୀୟ କ୍ରିକେଟରଙ୍କ ଡବଲ୍‌ ସେଞ୍ଚୁରୀ ଇତିହାସ

ଓଡ଼ିଶାଲାଇଭ ବ୍ୟୁରୋ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଶେଷ ଟେଷ୍ଟ ମ୍ୟାଚରେ ଓପନର ରୋହିତ ଶର୍ମା ଦ୍ଵିଶତକ ହାସଲ କରିଛନ୍ତି। ଏହା ତାଙ୍କ କ୍ୟାରିୟରର ପ୍ରଥମ ଦ୍ଵିଶତକ। ଭାରତୀୟ କ୍ରିକେଟ ଇତିହାସରେ ଦ୍ଵିଶତକ ହାସଲ...

ହିଟ୍‌ମ୍ୟାନଙ୍କ ହିଟ୍‌ ଶୋ’ – ଟେଷ୍ଟରେ ହାସଲ କଲେ ପ୍ରଥମ ଦ୍ଵିଶତକ

ଓଡ଼ିଶାଲାଇଭ ବ୍ୟୁରୋ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଶେଷ ଟେଷ୍ଟ ମ୍ୟାଚରେ ରୋହିତ ଶର୍ମାଙ୍କ ହିଟ୍‌ ଶୋ ଦେଖିବାକୁ ମିଳିଛି। ଏହି ମ୍ୟାଚରେ ସେ ତାଙ୍କ କ୍ୟାରିୟରର ପ୍ରଥମ ଦ୍ଵିଶତକ ହାସଲ କରିଛନ୍ତି। ୨୫୦...

ଟେଷ୍ଟ କ୍ରିକେଟରେ ବିରେନ୍ଦ୍ର ସେହଓ୍ଵାଗ୍‌ଙ୍କ ଅଭଙ୍ଗା ରେକର୍ଡ

ଓଡ଼ିଶାଲାଇଭ ବ୍ୟୁରୋ ବିରେନ୍ଦ୍ର ସେହଓ୍ଵାଗ ଭାରତୀୟ କ୍ରିକେଟର ଜଣେ କିମ୍ଵଦନ୍ତୀ ଖେଳାଳୀ। ୨୦୧୫ରେ କ୍ରିକେଟରୁ ଅବସର ନେଇଥିବା ଏହି ଖେଳାଳୀ ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ରେକର୍ଡ କରିଛନ୍ତି। ୧୯୯୯ରେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ...

୪୦ ବର୍ଷରେ ପାଦ ଥାପିଲେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହଓ୍ଵାଗ୍‌

ଓଡ଼ିଶାଲାଇଭ ବ୍ୟୁରୋ  ଟି-୨୦ ହେଉ କିମ୍ଵା ଟେଷ୍ଟ ମ୍ୟାଚ ଧିର ସ୍ଵଭାବର ଖେଳ ତାଙ୍କୁ ପସନ୍ଦ ନୁହେଁ। ବ୍ୟାଟିଂ କଲା ବେଳେ ବିସ୍ଫୋରକ ଛକା, ଚୌକା ମାରି ଦଳକୁ ବିଜୟ କରାଇଥାନ୍ତି। ସେ...

ଏଥର ଆଇପିଏଲରେ ନଜର ଆସିବେ ଓଡ଼ିଶାର ପପୁ ରାୟ!

ଓଡ଼ିଶାଲାଇଭ ବ୍ୟୁରୋ ଏଥର ଆଇପିଏଲରେ ମୁମ୍ଵାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳି ପାରନ୍ତି  ଓଡ଼ିଶାର ପପୁ ରାୟ। ପପୁଙ୍କୁ ୪ଥର ଆଇପିଏଲ ବିଜେତା ମୁମ୍ଵାଇ ଇଣ୍ଡିଆନ୍ସ ଟ୍ରାଏଲ ପାଇଁ ଡାକିଛି। ସେ ଓଡ଼ିଶା ପକ୍ଷରୁ ରଣଜୀ...

ଖରାପ ଲାଇଟ୍ ଯୋଗୁଁ ପ୍ରଥମ ଦିନର ଖେଳ ଶେଷ, ରୋହିତଙ୍କ ଦମଦାର ଶତକ

ଓଡ଼ିଶାଲାଇଭ୍ ବ୍ୟୁରୋ  ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ହୋଇଛି। ଖରାପ ଲାଇଟ୍ କାରଣରୁ ଅମ୍ପାୟାର ଅଧାରୁ ଖେଳ ବନ୍ଦ କରିଦେଇଛନ୍ତି। ଶନିବାର ତୃତୀୟ...