କ୍ରିକେଟ୍‌ ପରିଚାଳନାରେ ପରିବାରବାଦ – ବାପା ପରେ ପୁଅକୁ ମିଳୁଛି ପଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋଧା କମିଟି ସଂସ୍କାରକୁ ଆଖି ଠାର - ଏବେ ବି ପରିବାର ହାତରେ ରହିଛି କ୍ରିକେଟ୍‌ ଆସନ୍ତା ଅକ୍ଟୋବର ୨୩ ତାରିଖରେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ସଂଘ ବିସିସିଆଇର କର୍ମକର୍ତ୍ତାଙ୍କ ନାମ...

ତାମିଲ ଫିଲ୍ମରେ ଡେବ୍ୟୁ କରିବେ ଭାରତୀୟ କ୍ରିକେଟର୍ ଇର୍‌ଫାନ୍ ପଠାନ୍ – ହର୍‌ଭଜନ୍ ସିଂ

ଓଡ଼ିଶାଲାଇଭ୍‌ ବ୍ୟୁରୋ କ୍ରିକେଟ ପଡ଼ିଆରେ କୋଟି କୋଟି ଦର୍ଶକଙ୍କ ମନ ଜିତିଛନ୍ତି ଭାରତୀୟ କ୍ରିକେଟ ଖେଳାଳୀ ଇରଫାନ୍‌ ପଠାନ ଓ ହରଭଜନ ସିଂହ। ଏବେ ଏହି ଦୁଇ ଖେଳାଳି ପରେ ଏବେ ଫିଲ୍ମ ପରଦାରେ...

ରଣଜୀ କ୍ରୀଡ଼ାସୂଚୀ ଚୂଡ଼ାନ୍ତ: ଘରୋଇ ପଡ଼ିଆରେ ଓଡ଼ିଶା ଖେଳିବ ୫ଟି ମ୍ୟାଚ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ବିସିସିଆଇ ପକ୍ଷରୁ ପ୍ରକାଶିତ ଖେଳସୂଚୀରେ ଓଡ଼ିଶା ଟିମ ଏଥର ଏଲିଟ୍-ସି ଗ୍ରୁପରେ ସ୍ଥାନ ପାଇଛି। ଏଥିରେ ଓଡ଼ିଶା ଟିମ୍‌ ସମେତ ଛତିଶଗଡ଼, ସର୍ଭିସେସ୍, ଉତ୍ତରାଖଣ୍ଡ, ତ୍ରିପୁରା, ହରିୟାଣା, ଜାମ୍ମୁ-କାଶ୍ମୀର, ଆସାମ, ମହାରାଷ୍ଟ୍ର,...

ପୁଲୱାମା ସହିଦଙ୍କ ପୁଅଙ୍କୁ ମାଗଣା କ୍ରିକେଟ କୋଚିଂ ଦେଉଛନ୍ତି ସେହ୍ୱାଗ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଦୁଇ ଯବାନଙ୍କ ପୁଅଙ୍କୁ କ୍ରିକେଟ୍ କୋଚିଂ ଦେଉଛନ୍ତି ବିରେନ୍ଦ୍ର ସେହ୍ୱାଗ। ଏନେଇ ସେହ୍ୱାଗ ତାଙ୍କ ଟୁଇଟର ପେଜରେ ଲେଖି ଜଣାଇଛନ୍ତି। ସେହ୍ୱାଗ ଲେଖିଛନ୍ତି, “ହିରୋ ମାନଙ୍କର ପୁଅ ଏମାନେ,...

ଜୁନିଅର ରୋଇଂ ଚମ୍ପିୟନସିପରେ ଓଡ଼ିଶାକୁ ୩ ପଦକ

ଓଡ଼ିଶାଲାଇଭ୍ ବ୍ୟୁରୋ ମଧ୍ୟ ପ୍ରଦେଶର ଭୋପାଳଠାରେ ଶେଷ ହୋଇଥିବା ୪୦ତମ ଜାତୀୟ ଜୁନିୟର ରୋଇଂ ଚମ୍ପିୟନସିପରେ ଓଡ଼ିଶାର ପ୍ରତିଯୋଗୀମାନେ ଦୁଇଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।...

ମହିଳା ଆଇସିସି ରାଙ୍କିଙ୍ଗ – ଦ୍ଵିତୀୟ ସ୍ଥାନକୁ ଖସିଲେ ସ୍ମୃତି ମାନ୍ଧନା

ଓଡ଼ିଶାଲାଇଭ ବ୍ୟୁରୋ ଭାରତୀୟ ମହିଳା କ୍ରିକେଟର ସ୍ମୃତି ମାନ୍ଧନା ଆଇସିସି ମହିଳା ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ନିଜ ଶୀର୍ଷ ସ୍ଥାନ ହରାଇଛନ୍ତି। ବର୍ତ୍ତମାନ ଶୀର୍ଷରେ ରହିଛନ୍ତି ଆମି ସାଟର୍ଥୱେଟ। ଆହତ କାରଣରୁ ମାନ୍ଧନା ଦକ୍ଷିଣ...

ଗାଙ୍ଗୁଲି ଧରିବେ କ୍ରିକେଟ କମାଣ, ବିସିସିଆଇ ସଭାପତି ହେବା ଥୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଧରିବେ ଭାରତୀୟ କ୍ରିକେଟର ମଙ୍ଗ। ଗାଙ୍ଗୁଲି ହେବେ ପରବର୍ତ୍ତୀ ବିସିସିଆଇ ସଭାପତି। ସଭାପତି ପଦ ପାଇଁ ଗାଙ୍ଗୁଲିଙ୍କ ବିପକ୍ଷରେ କେହି ପ୍ରାର୍ଥୀ ନଥିବାରୁ...

ଜନ୍ମ ନ୍ୟୁଜିଲାଣ୍ଡରେ ହେଲେ କ୍ରିକେଟ ଖେଳୁଛନ୍ତି ଇଂଲଣ୍ଡରୁ

ଓଡ଼ିଶାଲାଇଭ ବ୍ୟୁରୋ ନ୍ୟୁଜିଲାଣ୍ଡରେ ଜନ୍ମଗ୍ରହଣ କରିଥିବା ବେନ ଷ୍ଟୋକ୍ସ ବର୍ତ୍ତମାନ ଇଂଲଣ୍ଡ ଦଳର ଷ୍ଟାର ଅଲରାଉଣ୍ଡର ଭାବେ ପରିଚିତ। ଚଳିତ ବିଶ୍ଵକପରେ ଇଂଲଣ୍ଡ ପକ୍ଷରୁ ଖେଳି ନ୍ୟୁଜିଲାଣ୍ଡକୁ ପରାସ୍ତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ...

ଯେଉଁ ନିୟମରେ ବିଶ୍ଵକପ ଜିତିଥିଲା ଇଂଲଣ୍ଡ, ତାକୁ ରଦ୍ଦ କଲା ଆଇସିସି

ଓଡ଼ିଶାଲାଇଭ ବ୍ୟୁରୋ ଯେଉଁ ନିୟମରେ ଇଂଲଣ୍ଡ ବିଶ୍ଵକପ ବିଜୟୀ ହୋଇଥିଲା ଏବେ ତାକୁ ରଦ୍ଦ କରିଛି ଆଇସିସି। ଏଣିକି ସୁପର ଓଭର ମ୍ୟାଚ ଟାଇ ହେଲେ ଆଉ ବାଉଣ୍ଡ୍ରି ଗଣା ଯିବନାହିଁ। ଯେଉଁ ପର୍ଯ୍ୟନ୍ତ...

ଟେଷ୍ଟରେ ବେଷ୍ଟ ହେବା ପାଇଁ ୨ ପଏଣ୍ଟ ପଛରେ କ୍ୟାପଟେନ୍ କୋହଲି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି ଟେଷ୍ଟ ରାଙ୍କିଙ୍ଗରରେ ପ୍ରଥମ ସ୍ଥାନରୁ ମାତ୍ର ୨ ପଏଣ୍ଟ ଦୂରରେ ବିରାଟ କୋହଲି। ବର୍ତ୍ତମାନ ଟେଷ୍ଟରେ ନମ୍ବର ୱାନ୍ ସ୍ଥାନରେ ଥିବା ଷ୍ଟିଭ୍ ସ୍ମିଥଙ୍କଠାରୁ ସେ ମାତ୍ର ଦୁଇ ପାଦ...