ରୋହିତ ଓ ରିଦ୍ଧିମାନଙ୍କ ବିଷୟରେ ପ୍ରେସମିଟରେ କହିଲେ ବିରାଟ କୋହଲି, ଜାଣନ୍ତୁ କ’ଣ କହିଲେ?

ଓଡ଼ିଶାଲାଇଭ୍ ବ୍ୟୁରୋ ବୁଧବାରଠାରୁ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ସହ ଟେଷ୍ଟ ସିରିଜ୍ ଖେଳିବାକୁ ଯାଉଛି ଭାରତୀୟ ଟିମ୍। ତେବେ ଏହା ପୂର୍ବରୁ ଆୟୋଜିତ ପ୍ରେସମିଟରେ ଓପନର ରୋହିତ ଶର୍ମା ଓ ୱିକେଟ କିପର ରିଦ୍ଧିମାନଙ୍କୁ...

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ: ଘୋଷଣା ହେଲା ପ୍ରଥମ ଟେଷ୍ଟ ମ୍ୟାଚ୍ ଲାଗି ୧୧ଜଣିଆ ଭାରତୀୟ ଟିମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ମ୍ୟାଚ୍ ବୁଧବାର ଖେଳାଯିବ। ଏହି ମ୍ୟାଚ ପାଇଁ ଚୂଡ଼ାନ୍ତ ୧୧ ଜଣ ଖେଳାଳିଙ୍କ ନାଁ ଘୋଷଣା କରିଛି ବିସିସିଆଇ। ବୁଧବାରଠାରୁ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ...

ଡିସେମ୍ବର ୧୯ରେ ଆଇପିଏଲ ଖେଳାଳି ନିଲାମ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଜିଲା ଆଇପିଏଲ ବିଗୁଲ୍। ବିଶ୍ୱର ଏହି ଧନୀ କ୍ରିକେଟ୍ ଲିଗର ୧୩ତମ ସଂସ୍କରଣ ପାଇଁ ଖେଳାଳି ନିଲାମ ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଡିସେମ୍ବର ୧୯ ତାରିଖରେ କୋଲକାତାରେ ଆଇପିଏଲ ଖେଳାଳି ନିଲାମ...

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ – ନଜରରେ ରହିବେ ଏହି ୩ ଖେଳାଳି

ଓଡ଼ିଶାଲାଇଭ ବ୍ୟୁରୋ ଅକ୍ଟୋବର ୨ ତାରିଖରେ ଆରମ୍ଭ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ। ଏହି ସିରିଜରେ ଭାରତ ଫେଭରିଟ ରହିବ। ହେଲେ ଦକ୍ଷିଣ ଆଫ୍ରିକା ଭଳି...

ଏମର୍ଜିଂ ଏସିଆ କପ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଦ୍ରୁତ ବୋଲର ନାଗରକୋଟି ସାମିଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବିସିସିଆଇ ଏମର୍ଜିଂ ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ସୋମବାର ମୁମ୍ବାଇରେ ଭାରତୀୟ ଜୁନିୟର ଟିମର ସିଲେକ୍ସନ କମିଟି ଏହି ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଆସନ୍ତା...

ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଯୋଗେଶ୍ଵର, ବବିତା ଓ ସନ୍ଦିପଙ୍କୁ ମିଳିଲା ଟିକେଟ

ଓଡ଼ିଶାଲାଇଭ ବ୍ୟୁରୋ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବିଜେପି ୭୮ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଏଥିରେ ରେସଲର ଯୋଗେଶ୍ଵର ଦତ୍ତ, ମହିଳା ରେସଲର ବବିତା ଫୋଗଟେ ଓ ପୂର୍ବତନ ଭାରତୀୟ ହକି...

ଓଡ଼ିଶା ଅଣ୍ଡର-୧୯ କ୍ରିକେଟ୍ ଟିମ୍‌ରେ ସୋଆ ଛାତ୍ର ଶୁଭ୍ରାଂଶୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଅଣ୍ଡର-୧୯ କ୍ରିକେଟ ଟିମ୍ ପାଇଁ ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ଟୁ ବି ୟୁନିଭର୍ସିଟି (ସୋଆ)ର ଛାତ୍ର ଶୁଭ୍ରାଂଶୁ ହରିଚନ୍ଦନ ମନୋନିତ ହୋଇଛନ୍ତି। ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ମନୋନୀତ ଖେଳାଳିମାନଙ୍କର...

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍ – ଗେମ୍‌ ପ୍ଲାନ କରୁଛନ୍ତି ଦୁଇଦଳ, ଭାରତକୁ ଓପନିଂ ଚିନ୍ତା

ଓଡ଼ିଶାଲାଇଭ୍ ବ୍ୟୁରୋ ଅକ୍ଟୋବର ଦୁଇ ତାରିଖରୁ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ତିନି ଟିକିଆ ଟେଷ୍ଟ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଦୁଇ ଦଳ ବର୍ତ୍ତମାନ ନିଜର ଋଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ।...

ଫେସବୁକରେ ଦେଖିପାରିବେବେ କ୍ରିକେଟ୍ ମ୍ୟାଚର ଭିଡିଓ, ଆଇସିସି ସହ ଫେସବୁକ୍ କଲା ଚୁକ୍ତିନାମା

ଓଡ଼ିଶାଲାଇଭ୍ ବ୍ୟୁରୋ ଫେସବୁକ୍ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର। ଏଣିକି ଆଇସିସି ଦ୍ୱାରା ଆୟୋଜିତ ବିଭିନ୍ନ କ୍ରିକେଟ ପ୍ରତିଯୋଗିତା ତଥା ଟୁର୍ଣ୍ଣାମେଣ୍ଟ ଦେଖିବା ପାଇଁ ଆପଣଙ୍କୁ ଟିଭି କିମ୍ବା କୌଣସି ସ୍ୱତନ୍ତ୍ର ମୋବାଇଲ୍ ଆପ୍ଲିକେଶନର...

ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ଡବଲ ସ୍ୱର୍ଣ୍ଣ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଚାଇନାରେ ଚାଲିଥିବା ଚାଇନା ପାରା ବ୍ୟାଡମିଣ୍ଟନ ଇଣ୍ଟରନାସନାଲ ଟୁର୍ଣ୍ଣାମେଣ୍ଟରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ଡବଲ ସ୍ୱର୍ଣ୍ଣ ଜିତିଛନ୍ତି। ପ୍ରମୋଦ ପ୍ରଥମେ ସିଙ୍ଗିଲ୍ସ ଓ ପରେ ଡବଲ୍ସ ବିଭାଗରେ ଏହି...