ଓଡ଼ିଆ ଝିଅଙ୍କ ସଫଳତା: ଏସିଆନ୍ ଗେମ୍ସ ଲାଗି ଯୋଗ୍ୟତା ଅର୍ଜନ କଲେ ଦୂତି ଚାନ୍ଦ ଓ ଜଉନା ମୁର୍ମୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାକର୍ତ୍ତା ଏସିଆନ୍ ଗେମ୍ସ ଲାଗି ଦୂତି ଚାନ୍ଦ ଓ ଜଉନା ମୁର୍ମୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଗୌହାଟି ଆଥ୍‌ଲେଟିକ୍ ଚାମ୍ପିଅନସିପ୍‌ର ପ୍ରଦର୍ଶନ ଭିତ୍ତିରେ ଦୁହେଁ ଯୋଗ୍ୟତା ଅର୍ଜନ କରିଛନ୍ତି।  ଜାକର୍ତ୍ତା ଏସିଆନ୍ ଗେମ୍ସ...

୩ ମାସିଆ ଇଂଲଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ ଟିମ୍‌: ବିମାନରେ ମସ୍ତି କଲେ ଖେଳାଳି

 ଓଡ଼ିଶାଲାଇଭ୍‌ ବ୍ୟୁରୋ  ଇଂଲଣ୍ଡ ବିପକ୍ଷ ସିରିଜ୍‍ ଖେଳିବା ନିମନ୍ତେ ଭାରତୀୟ କ୍ରିକେଟ୍‍ ଦଳ (ଟିମ୍‍ ଇଣ୍ଡିଆ) ଇଂଲଣ୍ଡ ଯାତ୍ରା କରିଛନ୍ତି। ଆସନ୍ତା ବର୍ଷ ବିଶ୍ୱକପ୍‍ କ୍ରିକେଟ୍‍ ଖେଳାଯିବାକୁ ଥିବା ବେଳେ ଏହି ସିରିଜ୍‍କୁ ଭାରତ...

ହକି ଚାମ୍ପିଅନ୍ସ ଟ୍ରଫି: ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନାକୁ ହରାଇଲା ଭାରତ, ନବୀନ ଦେଲେ ଶୁଭେଚ୍ଛା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟର ୩୭ତମ ତଥା ଅନ୍ତିମ ସଂସ୍କରଣରେ ଭାରତୀୟ ଦଳ ତା’ର ଦମ୍‌ଦାର ପ୍ରଦର୍ଶନ ଜାରି ରଖିଛି। ରବିବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭାରତ ୨-୧ ଗୋଲରେ...

ଅଡ଼ୁଆରେ ବିରାଟ-ଅନୁଷ୍କା: ଜାଣନ୍ତୁ କାହିଁକି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ରବିବାର ଆରହନ ସିଂହ ନାମକ ଜଣେ ବ୍ୟକ୍ତି ଆଇନଗତ ନୋଟିସ୍‌ ପଠାଇଛନ୍ତି। ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ...

ଆର୍ଜେଣ୍ଟିନା ପରାସ୍ତ ହେବା ପରେ ଜୀବନ ହାରିଲେ ଲିଓନେଲ ମେସିଙ୍କ ପ୍ରଶଂସକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶୁକ୍ରବାରଠାରୁ ନିଖୋଜ ଥିଲେ ଦିନୁ ଆଲେକ୍ସ ଦିନୁଙ୍କ ରୁମ୍‌ରୁ ମିଳିଲା ସୁଇସାଇଡ ନୋଟ୍ ଦୁଇ ଦିନ ପରେ ନଦୀରୁ ମିଳିଲା ଦିନୁଙ୍କ ମୃତଦେହ ଫିଫା ବିଶ୍ୱକପ୍‌ରେ ଶୁକ୍ରବାର ଏକ ମ୍ୟାଚରେ ଆର୍ଜେଣ୍ଟିନା...

ଋଷି ତେଜଙ୍କ ପରେ ନାଥନିଆ ରଚିଲେ ଇତିହାସ: ଫିଫା ବିଶ୍ୱକପରେ ପ୍ରଥମ ଭାରତୀୟ ବଲ୍ ଗାର୍ଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରୁଷିଆରେ ଖେଳାଯାଉଥିବା ବିଶ୍ୱକପ୍‍ ଫୁଟବଲରେ ଇତିହାସ ରଚିଛନ୍ତି ତାମିଲନାଡୁର ୧୧ ବର୍ଷୀୟା ବାଳିକା ନାଥାନିଆ ଜନ୍‍ କେ।  ଚଳିତ ଫିଫା ବିଶ୍ୱକପ୍‌ରେ ଭାରତୀୟ ଫୁଟ୍‌ବଲ୍‌ ଦଳ ସ୍ଥାନ ପାଇନଥିଲେ ମଧ୍ୟ ଦୁଇ ଜଣ...

ମେସି ଫେଲ୍: ଚଳିତ ଫୁଟବଲ ବିଶ୍ୱକପରୁ ବିଦା ହୋଇପାରେ ଆର୍ଜେଣ୍ଟିନା

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁଇଥର ବିଶ୍ୱଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିବା ଆର୍ଜେଣ୍ଟିନା ଚଳିତ ଫୁଟବଲ୍ ବିଶ୍ୱକପରେ ପୁଣି ଥରେ ବିଫଳତାର ସମ୍ମୁଖୀନ ହୋଇଛି। ମହାନ ଖେଳାଳି ଲିଓନେଲ୍‌ ମେସି ପୁଣି ଥରେ ବିଫଳ ହେବା ସହ...

ଇତିହାସ ରଚିଲେ ଋଷି: ଫୁଟବଲ ବିଶ୍ୱକପରେ ପ୍ରଥମ ଭାରତୀୟ ବଲ୍ ବୟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ଫିଫା ବିଶ୍ୱକପ୍‌ରେ ଭାରତୀୟ ଫୁଟ୍‌ବଲ୍‌ ଦଳର ସମ୍ପୃକ୍ତି ନଥିଲେ ମଧ୍ୟ ଜଣେ ଭାରତୀୟ ବଲ୍‌ ବୟ ଭାବେ ଋଷି ତେଜ୍‌ ରୁଷିଆରେ ଇତିହାସ ରଚିଛନ୍ତି। ଋଷିଆରେ ଫିଫା ବିଶ୍ୱକପ୍‌ ଫୁଟବଲ୍‌ ଅନୁଷ୍ଠିତ...

ମୋଦିଙ୍କୁ ନବୀନଙ୍କ ଚିଠି: ହକିକୁ ମିଳୁ ଜାତୀୟ ଖେଳର ମାନ୍ୟତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ହକିକୁ ଜାତୀୟ ଖେଳର ବିଧିବଦ୍ଧ ମାନ୍ୟତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହକିକୁ ଉପଯୁକ୍ତ ସମ୍ମାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

ଦିନିକିଆ କ୍ରିକେଟ ଇତିହାସରେ ବିଶ୍ୱରେକର୍ଡ ସ୍ଥାପନ କଲା ଇଂଲଣ୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିନିକିଆ କ୍ରିକେଟ ଇତିହାସରେ ସର୍ବାଧିକ ଦଳଗତ ସ୍କୋର୍‍ କରିବାର ବିଶ୍ୱରେକର୍ଡ ସ୍ଥାପନ କରିଛି ଇଂଲଣ୍ଡ। ଦିନିକିଆ କ୍ରିକେଟ ଇତିହାସରେ ସର୍ବାଧିକ ଦଳଗତ ସ୍କୋର୍‍ କରିବାର ବିଶ୍ୱରେକର୍ଡ ସ୍ଥାପନ କରିଛି ଇଂଲଣ୍ଡ। ମଙ୍ଗଳବାର ଅଷ୍ଟ୍ରେଲିଆ...