ଆଉ ଏକ ଇନିଂଶ ଆରମ୍ଭ କରିବେ ହରମନପ୍ରିତ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ମହିଳା କ୍ରିକେଟ୍ ଦଳର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ହରମନପ୍ରିତ୍ କୌର୍ ଆଉ ଏକ ଇଂନିଶ ଖେଳିବାକୁ ଯାଉଛନ୍ତି। କିନ୍ତୁ ଏଥର ପଡ଼ିଆରେ ନୁହେଁ ପୁଲିସ୍ ଡିଏସପି ଭାବେ ଆଇନ୍ ବ୍ୟବସ୍ଥା ତଦାରଖ...
ଅନୁଷ୍କାଙ୍କୁ ମିସ୍ କରୁଛନ୍ତି ବିରାଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ପତ୍ନୀ ଅନୁଷ୍କା ଶର୍ମାଙ୍କୁ ମିସ୍ କରୁଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି
ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ପତ୍ନୀ ଅନୁଷ୍କାଙ୍କୁ ବହୁତ୍...
ବ୍ରାଡମ୍ୟାନଙ୍କୁ ଟପି ପାରିବେ କି କୋହଲି? ବହୁ କିମ୍ବଦନ୍ତୀଙ୍କୁ ପଛରେ ପକାଇବାର ସୁଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ତ୍ତମାନ ବିଶ୍ଵର ସର୍ବଶ୍ରେଷ୍ଠ କ୍ରିକେଟର ଭାବେ ପରିଗଣିତ ବିରାଟ କୋହଲି ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବାକୁ ଯାଉଛନ୍ତି।
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପ୍ରତି ମ୍ୟାଚ୍ରେ ନିଜ ଜଲୱା...
ସୁଲତାନ ଅଜଲନ ଶାହା କପରେ ଓଡ଼ିଶାର ୪ ହକି ଖେଳାଳି
ଓଡ଼ିଶାଲାଇଭ୍ ବୁରୋ
ମାର୍ଚ୍ଚ ୩ ତାରିଖରେ ମାଲେସିଆଠାରେ ଆରମ୍ଭ ହେବାକୁ ଥିବା ସୁଲତାନ ଅଜଲନ ଶାହା କପ୍ ପାଇଁ ଭାରତୀୟ ଟିମ୍ରେ ଓଡ଼ିଶାର ୪ ଜଣ ହକି ଖେଳାଳି ସ୍ଥାନ ପାଇଛନ୍ତି। ଏମାନେ ହେଲେ...
ଟି-୨୦ ବାଦଶାହ:ସାଙ୍ଗାକାରାଙ୍କୁ ପଛରେ ପକାଇଲେ ଧୋନି
ଓଡ଼ିଶାଲାଇଭ୍ ବ୍ୟୁରୋ
ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ବ୍ୟାଟିଂ ଅପେକ୍ଷା ୱିକେଟ୍ କିପିଂରେ ନିଜ ଜଲୱା ଅଧିକ ଦେଖାଇଛନ୍ତି।
ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଦିନିକିଆ...
୨୦୧୮-୧୯ କ୍ରିକେଟ୍ କ୍ୟାଲେଣ୍ଡର ପ୍ରକାଶିତ: ଭାରତ ଖେଳିବ ୬୪ଟି ଅନ୍ତର୍ଜାତୀୟ ମ୍ୟାଚ୍
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୮-୧୯ରେ ଭାରତୀୟ କ୍ରିକେଟ୍ ଦଳ ଟେଷ୍ଟ, ଦିନିକିଆ ଓ ଟ୍ୱେଣ୍ଟି୨୦ ଫର୍ମାଟ୍ରେ ମୋଟ ୬୩ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବ।
କ୍ରିକେଟ୍ କ୍ୟାଲେଣ୍ଡର ଅନୁଯାୟୀ ଏପ୍ରିଲ୍ରୁ ବର୍ଷାରମ୍ଭ ହୁଏ। ୨୦୧୮-୧୯ ସିଜିନ୍ରେ ଭାରତୀୟ ଦଳ ୧୨ଟି ଟେଷ୍ଟ, ୩୦ଟି ଦିନିକିଆ ଓ ୨୧ଟି ଟ୍ୱେଣ୍ଟି୨୦ ମ୍ୟାଚ୍ ଖେଳିବ। ଏପ୍ରିଲ୍ ମାସରେ...
ତୃତୀୟ ବିବାହ କଲେ ଇମ୍ରାନ୍ ଖାନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପାକିସ୍ତାନ ତହରିକ-ଏ-ଇନସାଫ (ପିଟିଆଇ)ର ପ୍ରମୁଖ ତଥା ପୂର୍ବତନ କ୍ରିକେଟର୍ ଇମ୍ରାନ ଖାନ୍ ପୁଣିଥରେ ବିବାହ କରିଛନ୍ତି।
ପାକିସ୍ତାନ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ତଥା ରାଜନେତା ଇମ୍ରାନ ଖାନ ତୃତୀୟ ବିବାହ କରିଛନ୍ତି।
ପାକିସ୍ତାନ...
ଟିମ୍ ଇଣ୍ଡିଆର ‘ଲିଟିଲ୍ ଗାର୍ଲ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ମହିଳା କ୍ରିକେଟ୍ ଦଳରେ ସ୍ଥାନ ପାଇଥିବା ୧୭ବର୍ଷୀୟ ଜେମିମାହ ରଣ୍ଡ୍ରିଜ୍ଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା।
ମୁମ୍ବାଇ ଖେଳାଳି ଜେମିମାହ ରଣ୍ଡ୍ରିଜ୍ ମଙ୍ଗଳବାର ଦିନ ଦକ୍ଷିଣ ଆଫ୍ରିକା ବିରୋଧରେ ନିଜ ପ୍ରଥମ...
ଅନୁଷ୍କା ମୋ ପାଇଁ ପ୍ରେରଣା: ବିରାଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ତ୍ତମାନ ଦେଶର ସବୁଠୁ ହଟ୍ କପଲ୍ ହେଉଛନ୍ତି ବିରୁଷ୍କା। ଜଣେ ପଡ଼ିଆରେ ଜଲୱା ଦେଖାଉଥିବାବେଳେ ଆଉ ଜଣେ ପରଦାରେ ଦର୍ଶକଙ୍କ ମନ ଜିଣୁଛନ୍ତି।
ନିକଟରେ ଶେଷ ହୋଇଥିବା ଦକ୍ଷିଣଆଫ୍ରିକା ବିପକ୍ଷ ସିରିଜ୍ରେ ଭାରତୀୟ...
କୋହଲିଙ୍କ ଧମାକାଦାର ଶତକ: ୮ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଷଷ୍ଠ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୮ ୱିକେଟରେ ହରାଇଛି ଟିମ୍ ଇଣ୍ଡିଆ। ଅଧିନାୟକ ବିରାଟ କୋହଲିଙ୍କ ଧମାକାଦାର ଶତକ ବଳରେ ଭାରତ ଏହି ବିଜୟ ହାସଲ କରିଛି। ଏହି ସିରିଜରେ ଭାରତ...





















