କୋଲେଷ୍ଟ୍ରୋଲକୁ କେମିତି କରିବେ କଣ୍ଟ୍ରୋଲ?

ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ https://youtu.be/ke_nKofFmLU ରକ୍ତରେ ଖରାପ କୋଲେଷ୍ଟ୍ରୋଲର ମାତ୍ରା ବଢ଼ିଗଲେ ତାକୁ ଉଚ୍ଚ କୋଲେଷ୍ଟ୍ରୋଲ କୁହାଯାଏ। ଉଚ୍ଚ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରିବା ଜରୁରୀ। ଶରୀରରେ କୋଲେଷ୍ଟ୍ରୋଲର ମାତ୍ରା ଅଧିକ ହୋଇଗଲେ ଏହା ହୃଦରୋଗ ଏବଂ...

ଭାରତରେ ହାଇସ୍ପିଡ ଇଣ୍ଟରନେଟ ପାଇଁ ‘ସ୍ପେସଏକ୍ସ’ ସହ ଜିଓ ଏବଂ ଏୟାରଟେଲର ଚୁକ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ଦୁର୍ଗମ ଅଞ୍ଚଳରେ ହାଇସ୍ପିଡ ଇଣ୍ଟରନେଟ ସେବା ଯୋଗାଇବା ପାଇଁ ଏଲନ ମସ୍କଙ୍କ କମ୍ପାନି ସ୍ପେସଏକ୍ସ ସହିତ ଏୟାରଟେଲ୍ ଏବଂ ଜିଓ ଚୁକ୍ତି ସ୍ଵାକ୍ଷର କରିଛନ୍ତି। ଏହି ଚୁକ୍ତି ଅନୁସାରେ ସାରା...

ମାର୍ଚ୍ଚ ୨୪ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମାର୍ଚ୍ଚ ୨୪ ତାରିଖରେ ଓଡ଼ିଶା ଆସି ନୟାଗଡ଼ ଜିଲ୍ଲା କଣ୍ଟିଲୋରେ ପ୍ରଭୁ ନୀଳମାଧବଙ୍କ ଦର୍ଶନ କରିବେ ରାଷ୍ଟ୍ରପତି। ଏହାସହ ସେ ବିଭିନ୍ନ କାର୍ଯ୍ୟକ୍ରମରେ...

ଆସୁଛି ହୋଲି: କମିଶନରେଟ ପୋଲିସ ପକ୍ଷରୁ ଗାଇଡଲାଇନ୍ ଜାରି

ଓଡ଼ିଶାଲାଇଭ୍ ବ୍ୟୁରୋ ଆସୁଛି ରଙ୍ଗର ପର୍ବ ହୋଲି। ଦୋଳ ପୂର୍ଣ୍ଣିମା ସହ ହୋଲି ଉତ୍ସବ ପାଇଁ ଚଳଚଞ୍ଚଳ ସମଗ୍ର ରାଜ୍ୟ। ଏସବୁ ମଧ୍ୟରେ ହୋଲି ପାଇଁ କମିଶନରେଟ ପୋଲିସ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ।...

ବର୍ଷେ ପରେ ବି ସ୍ଵୟଂସମ୍ପୂର୍ଣ୍ଣ ହେଲା ନାହିଁ ଫକୀରମୋହନ ମେଡିକାଲ କଲେଜ: ରୋଗୀ ହେଉଛନ୍ତି ହନ୍ତସନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର ଫକୀରମୋହନ ମେଡିକାଲ କଲେଜ ଓ ହସପିଟାଲ ରେମୁଣାକୁ ସ୍ଥାନାନ୍ତର ହେବାକୁ ବର୍ଷେ ପୂରିଥିଲେ ମଧ୍ୟ ଏଯାଏଁ ମେଡିକାଲ କଲେଜ ହୋଇ ପାରିନାହିଁ ସ୍ଵୟଂସମ୍ପୂର୍ଣ୍ଣ। ଏହାର...

ଓଡ଼ିଶାରେ ୮୦ ହଜାରରୁ ଅଧିକ ଯୋଗ୍ୟ ବ୍ୟକ୍ତିଙ୍କ ପାଖରେ ନାହିଁ ରାସନକାର୍ଡ – ଖାଦ୍ୟ ଯୋଗାଣ ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ୮୦ ହଜାରରୁ ଅଧିକ ଲୋକଙ୍କ ପାଖରେ ନାହିଁ ରାସନକାର୍ଡ। ଯୋଗ୍ୟତା ଥାଇ ମଧ୍ୟ ସେମାନେ ଏଥିରୁ ବଞ୍ଚିତ ରହିଛନ୍ତି। ଏହାପୂର୍ବରୁ ରାଜ୍ୟର ୩ ଲକ୍ଷରୁ ଅଧିକ ମୃତ ବ୍ୟକ୍ତିଙ୍କ ନାଁରେ...

ବେଆଇନ ଭାବେ ପାର୍ଟ ପ୍ଲଟ ପଞ୍ଜୀକରଣ କରି ଫସିଲେ ସରକାରୀ ବାବୁ: ହେବ କାର୍ଯ୍ୟାନୁଷ୍ଠାନ!

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଜମି କିମ୍ବା ଆପାର୍ଟମେଣ୍ଟ କିଣୁଥିଲେ ସାବଧାନ! ଅନେକ ଜିଲ୍ଲାରେ ଜାଲ କାଗଜପତ୍ରରେ ହେଉଛି ପାର୍ଟ ପ୍ଲଟ ପଞ୍ଜୀକରଣ। ଓଡ଼ିଶାରେ ଏକାଧିକ ଜମି ପଞ୍ଜୀକରଣ ମାମଲାରେ ଦୁର୍ନୀତି ତଥା ଅନିୟମିତତା ଦେଖିବାକୁ ମିଳିଛି।...

ଓଡ଼ିଶାକୁ କଲବଲ କଲାଣି ଖରା: ଗୁରୁବାର ହିଟୱେଭ୍ ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାକୁ କଲବଲ କରିବା ଆରମ୍ଭ କଲାଣି ଖରା। ରାଜ୍ୟର ଅଧିକାଂଶ ଅଞ୍ଚଳରେ ମାତ୍ରାଧିକ ଗରମ ହେଉଛି। ଆଗକୁ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ବଢ଼ିବା ସହ ଏକାଧିକ ଅଞ୍ଚଳରେ ହିଟୱେଭ୍...

ଅନୁଭବଙ୍କ ଜୀବନରେ ବର୍ଷା ପରେ ପୁଣି ବସନ୍ତ – ଆସିଲେ ଜାଗୃତି

ଓଡ଼ିଶାଲାଇଭ୍ ବ୍ୟୁରୋ ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତା ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଲା। ମଙ୍ଗଳବାର ରାତିରେ ନୂଆଦିଲ୍ଲୀରେ ସେମାନଙ୍କ ବିବାହ ସଂପନ୍ନ ହୋଇଛି। ପରିବାରବର୍ଗ ଓ କିଛି ହାତଗଣତି ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ...

ରେଳବାଇର ଦକ୍ଷିଣପୂର୍ବ-ମଧ୍ୟ ଜୋନରେ ୧୦୦୩ଟି ‘ଆପ୍ରେଣ୍ଟିସ୍’ ପଦବୀ ପାଇଁ ଆବେଦନ ଜାରି, ଏପ୍ରିଲ ୨ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ରେଳବାଇର ଦକ୍ଷିଣପୂର୍ବ-ମଧ୍ୟ (ଏସଇସିଆର) ଜୋନରେ ଅନେକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଉତ୍ତରପୂର୍ବାଞ୍ଚଳ ଡିଭିଜନରେ ରେଲୱେ ଆପ୍ରେଣ୍ଟିସ ଅଧୀନରେ ଖାଲିଥିବା ୧୦୦୩ଟି ପଦବୀ ପୂରଣ ହେବ। ଏହି ପଦବୀ...