ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା: ୨୨ ଜିଲ୍ଲାକୁ ଚେତାବନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପାଇଁ ଓ୍ଵାର୍ଣ୍ଣିଂ ଜାରି କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୨ଟି ଜିଲ୍ଲାକୁ ଆରେଞ୍ଜ...
ଆଇଆଇଏମ୍ସି ଢେଙ୍କାନାଳ ପକ୍ଷରୁ ‘ଗଣମାଧ୍ୟମ ଓ ସାମ୍ବାଦିକତାରେ କ୍ୟାରିୟର ସୁଯୋଗ’ ଉପରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇଆଇଏମ୍ସି ଢେଙ୍କାନାଳ ଏବଂ ଢେଙ୍କାନାଳ ମହିଳା ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ‘ଗଣମାଧ୍ୟମ ଓ ସାମ୍ବାଦିକତାରେ କ୍ୟାରିୟର ସୁଯୋଗ’ ଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶୁକ୍ରବାର ଢେଙ୍କାନାଳ ମହିଳା ମହାବିଦ୍ୟାଳୟର...
ଭୁବନେଶ୍ଵରରେ ଆଜିଠୁ ଆରମ୍ଭ ହେବ ‘ସୁଭଦ୍ରା ଶକ୍ତି ମେଳା’
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରସ୍ଥିତ ଜନତା ମଇଦାନଠାରେ ଆଜି, ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି ‘ସୁଭଦ୍ରା ଶକ୍ତି ମେଳା’। ଏହି ମେଳାକୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଫେବ୍ରୁଆରି ୨୨ରୁ ଆରମ୍ଭ ହେଉଥିବା...
ଫେବ୍ରୁଆରି ୨୪ରେ ମିଳିବ ପିଏମ୍ କିଷାନ ଯୋଜନାର ୧୯ତମ କିସ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଫେବ୍ରୁଆରି ୨୪ ତାରିଖରେ ମିଳିବ ପିଏମ୍ କିଷାନ ଯୋଜନାର ୧୯ତମ କିସ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ପିଏମ୍ କିଷାନ ସହାୟତା ରାଶି ପ୍ରଦାନ କରାଯିବ। ବିହାରର ଭାଗଲପୁରରେ ଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ...
ଯୁବାବସ୍ଥାରୁ କାହିଁକି ହେଉଛି ଆଣ୍ଠୁଗଣ୍ଠି ସମସ୍ୟା?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=YzylFq574Bk
ବର୍ତ୍ତମାନ ସମୟରେ ଯୁବାବସ୍ଥାରେ ଆଣ୍ଠୁ ବ୍ୟଥା ହେବା, ଆଣ୍ଠୁ ଦରଜ ହେବା ଭଳି ସମସ୍ୟା ଦେଖାଦେଉଛି। ଏହାର କାରଣ ହେଉଛି ସଠିକ୍ ଡାଏଟ୍ର ଅଭାବ ଓ ବର୍ତ୍ତମାନର ଜୀବନଶୈଳୀ।
ତେବେ ଯୁବାବସ୍ଥାରେ...
ଭାରତର ନିର୍ବାଚନରେ ହସ୍ତକ୍ଷେପ କରିଥିଲା ଆମେରିକା! ଟ୍ରମ୍ପଙ୍କ ବୟାନକୁ ନେଇ ତେଜୁଛି ବିବାଦ
ଓଡ଼ିଶାଲାଇଭ୍ ବ୍ୟୁରୋ
“ଭାରତର ସାଧାରଣ ନିର୍ବାଚନରେ ହସ୍ତକ୍ଷେପ କରିଥିଲା ଆମେରିକା। ନିର୍ବାଚନରେ କିଛି ନିର୍ଦ୍ଦିଷ୍ଟ ଦଳ ପାଇଁ ଖର୍ଚ୍ଚ ହୋଇଥିଲା ଆମେରିକୀୟ ପାଣ୍ଠି।” ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏଭଳି ବିସ୍ଫୋରକ ବୟାନ ଏବେ...
ଖୋର୍ଦ୍ଧା: ପିତାପଲ୍ଲୀ ଛକରେ ଟ୍ରକକୁ ପଛରୁ ପିଟିଲା କାର୍, ୩ ଜଣଙ୍କ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖୋର୍ଦ୍ଧା ସହର ନିକଟସ୍ଥ ପିତାପଲ୍ଲୀ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶନିବାର ସକାଳେ ଏଠାରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ କାର୍ ଟ୍ରକକୁ ଧକ୍କା ଦେଇଥିଲା। ଏଥିରେ କାରରେ...
ଫେବ୍ରୁଆରି ୨୫ ଯାଏଁ ଓଡ଼ିଶାରେ ବିଜୁଳ ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଦୁଇଦିନ ଧରି ବିଜୁଳି ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି। ଫେବ୍ରୁଆରି ୨୫ ତାରିଖ ଯାଏଁ ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ...
ଭୁବନେଶ୍ୱରରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା- ଉପମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରସ୍ଥିତ ଜନତା ମଇଦାନଠାରେ ଆସନ୍ତାକାଲି, ଶନିବାର ଦିନଠାରୁ ଆରମ୍ଭ ହେବାକୁ ଯାଉଛି ୯ ଦିନିଆ ସୁଭଦ୍ରା ଶକ୍ତି ମେଳା। ମହିଳାମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜନତା ମଇଦାନଠାରେ...
ବାଲେଶ୍ୱର ପ୍ରେସ କ୍ଲବର ରୌପ୍ୟ ଜୟନ୍ତୀ ଅନୁଷ୍ଠିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵର କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ପ୍ରେସ୍ କ୍ଲବର ରୌପ୍ୟ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ କ୍ଲବ ସଭାପତି ବିପ୍ଳବ କୁମାର ମହାନ୍ତି ଅଧ୍ୟକ୍ଷତା କରିବା ସହ ୨୫ ବର୍ଷ...





















