ଭିଜିଲାନ୍ସ ଜାଲରେ ରେମୁଣା ତହସିଲଦାର ବିଦ୍ୟାଧର ପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭିଜିଲାନ୍ସ ଜାଲରେ ବାଲେଶ୍ଵର ଜିଲ୍ଲା ରେମୁଣା ତହସିଲଦାର ବିଦ୍ୟାଧର ପତି। ଆୟ ବହିର୍ଭୂତ ସମ୍ପତ୍ତିଠୁଳ କରିବା ଅଭିଯୋଗରେ ବିଦ୍ୟାଧର ପତିଙ୍କ ୭ଟି ଠିକଣା ଉପରେ ଚଢ଼ଉ କରିଛି ଭିଜିଲାନ୍ସ।
ତହସିଲଦାର ବିଦ୍ୟାଧର...
କ୍ୟାନ୍ସର ଚିକିତ୍ସା ସମୟରେ କ’ଣ ଖାଇବେ ନାହିଁ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=MT-DYcCsxzY&t=3s
ସାଧାରଣତଃ କ୍ୟାନ୍ସର ରୋଗୀଙ୍କୁ ରେଡିଏସନ୍ ତଥା କେମୋଥେରାପି ଭଳି ଚିକିତ୍ସା ନେବାକୁ ପଡ଼ିଥାଏ। ଏହାର ଅନେକ ଗୁଡ଼ିଏ ପାର୍ଶ୍ୱପ୍ରତିକ୍ରିୟା ଦେଖାଦେଇଥାଏ। ଏହି ସମୟରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ...
ୟୁଟ୍ୟୁବ୍ ସୋ’ରେ ଅଶ୍ଳୀଳ ମନ୍ତବ୍ୟ ପାଇଁ ବଢୁଛି ରଣବୀର ଆହ୍ଲାବାଦିଆଙ୍କ ଅଡୁଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ରଣବୀର ଆହ୍ଲାବାଦିଆଙ୍କ ଅଡୁଆ ଏବେ ବଢ଼ିବାରେ ଲାଗିଛି। ହାସ୍ୟ ଅଭିନେତା ସମୟ ରାଇନାଙ୍କ ପରିଚାଳିତ ୟୁଟ୍ୟୁବ୍ ରିୟାଲିଟି ସୋ’ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ରେ ରଣବୀର ଆହ୍ଲାବାଦିଆ ନିଜ...
ଢେଙ୍କାନାଳ: ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା
ଓଡ଼ିଶାଲାଇଭ୍ ବ୍ୟୁରୋ
ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ପୀଠରେ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ମାଘ ମେଳା। ମଙ୍ଗଳବାର ପବିତ୍ର ମାଘ ଶୁକ୍ଳ ଚତୁର୍ଦଶୀ ଅବସରରେ ମହିମା ଗାଦିରେ ଯୋରନ୍ଦା ମେଳା ଆରମ୍ଭ ହୋଇଛି। ୩...
ମାଟ୍ରିକ୍ ପରୀକ୍ଷା ୨୦୨୫ ପାଇଁ ଉପଲବ୍ଧ ହେଲା ଆଡମିଟ୍ କାର୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଟ୍ରିକ୍ ପରୀକ୍ଷା ୨୦୨୫ ପାଇଁ ଆଡମିଟ୍ କାର୍ଡ ମିଳିବା ଆରମ୍ଭ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟରେ ଆଡମିଟ୍ କାର୍ଡ ଉପଲବ୍ଧ ରହିଛି। ଏହାସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା...
ରେଳବାଇର ଉତ୍ତରପୂର୍ବ ଜୋନରେ ୧୧୫୪ଟି ‘ଆପ୍ରେଣ୍ଟିସ୍’ ପଦବୀ ପାଇଁ ଆବେଦନ ଜାରି, ଫେବ୍ରୁଆରି ୧୪ ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ରେଳବାଇର ଉତ୍ତରପୂର୍ବାଞ୍ଚଳ (ଏନଇଆର) ଜୋନରେ ଅନେକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଉତ୍ତରପୂର୍ବାଞ୍ଚଳ ଡିଭିଜନରେ ରେଲୱେ ଆପ୍ରେଣ୍ଟିସ ଅଧୀନରେ ଖାଲିଥିବା ୧,୧୫୪ଟି ପଦବୀ ପୂରଣ ହେବ।
ଏହି ପଦବୀ...
କାହିଁକି ମହାମଣ୍ଡଳେଶ୍ଵର ପଦରୁ ଇସ୍ତଫା ଦେଲେ ମମତା କୁଲକର୍ଣ୍ଣି?
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି ଚର୍ଚ୍ଚାରେ ମମତା କୁଲକର୍ଣ୍ଣି। କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ଵର ପଦରୁ ଇସ୍ତଫା ଦେଇଛନ୍ତି ମମତା କୁଲକର୍ଣ୍ଣି ଓରଫ ୟମାଇ ମମତା ନନ୍ଦଗିରି। ଏ ନେଇ ସେ ନିଜେ ଗଣମାଧ୍ୟମ ଆଗରେ ସୂଚନା...
ମହାରାଷ୍ଟ୍ର: ଗର୍ଭସ୍ଥ ଶିଶୁ ପେଟରେ ଶିଶୁ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଶିଶୁ ଗର୍ଭରେ ଆଉ ଏକ ଶିଶୁ ଥିବା କହିଲେ ଯେ କେହିବି ଆଶ୍ଚର୍ଯ୍ୟ ହେବେ। ତା’ଠାରୁ ଆହୁରି ଆଶ୍ଚର୍ଯ୍ୟ କଥା ହେଲା ଉଭୟ ମଧ୍ୟ ମା’ର ଗର୍ଭରେ। ଏହା କୌଣସି ମନଗଢ଼ା...
୨୦୨୪ରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସାରା ବିଶ୍ଵରେ ୩୧୦ ବିଲିୟନ ଡଲାରର କ୍ଷୟକ୍ଷତି
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୪ ବର୍ଷ ବିଶ୍ୱର ବିଭିନ୍ନ ଦେଶରେ ପ୍ରାକୃତିକ ବିପର୍ଯ୍ୟୟ ଲାଗି ଏକ ମହଙ୍ଗା ବର୍ଷ ରୂପେ ସାବ୍ୟସ୍ତ ହୋଇଛି। ଅନ୍ତର୍ଜାତୀୟ ବୀମା କମ୍ପାନି ସୁଇସ୍ ଦ୍ଵାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ,...
ସରିଲା ବାରବାଟୀ ଦିନିକିଆ: ବିଦାୟ ନେଲେ ଭାରତ ଓ ଇଂଲଣ୍ଡ କ୍ରିକେଟ ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ବାରବାଟୀ ଷ୍ଟାଡିୟମରେ ସରିଛି ଭାରତ-ଇଂଲଣ୍ଡ ଦିନିକିଆ। ସୋମବାର ଉଭୟ ଦଳ ଭୁବନେଶ୍ୱରରୁ ବିଦାୟ ନେଇଛନ୍ତି। ବାରବାଟୀ ଦିନିକିଆ ଜିତି ସିରିଜ କବ୍ଜା କରିଛି ଟିମ୍ ଇଣ୍ଡିଆ। ଏବେ ଶେଷ ଦିନିକିଆ...





















