ଜାନୁଆରି ୨୪ରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ ଆରମ୍ଭ – ପଞ୍ଚାୟତିରାଜ ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଜାନୁଆରି ୨୪ ତାରିଖରୁ ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ ଆରମ୍ଭ ହେବ। ଏଥିପାଇଁ ଆବାସ ପୋର୍ଟାଲର ଶୁଭାରମ୍ଭ କରିବେ ରାଜ୍ୟ ସରକାର। ଏଥିରେ ହିତାଧିକାରୀମାନେ ଉଭୟ...
ଚିଲିକାରେ ଆରମ୍ଭ ହେଲା ଡଲଫିନ ଗଣନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଚିଲିକାରେ ଆରମ୍ଭ ହୋଇଛି ଡଲଫିନ ଗଣନା। ସୋମବାର ସକାଳୁ ଆରମ୍ଭ ହୋଇଥିବା ଏହି ଗଣନା ତିନିଦିନ ଧରି ଚାଲିବ। ଚିଲିକାରେ ଥିବା ବିରଳ ପ୍ରଜାତିର ଇରାଓ୍ଵାଡି ଡଲଫିନ ଗଣନା ପାଇଁ ନିୟୋଜିତ...
ସର୍ଭାଇକାଲ କ୍ୟାନ୍ସର କେମିତି ଭଲ ହେବ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=T0JOyTKuZJo
ଜରାୟୁ କର୍କଟ ବା ସର୍ଭାଇକାଲ କ୍ୟାନ୍ସରକୁ ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜାନୁଆରି ମାସକୁ ସର୍ଭାଇକାଲ କ୍ୟାନ୍ସର ସଚେତନତା ମାସ ଭାବେ ପାଳନ କରାଯାଏ।
ଜରାୟୁ କର୍କଟ ରୋଗ...
ଓଡ଼ିଶାରେ ଶୀତଲହରୀ ଜାରି: ୧୦ ଡିଗ୍ରୀ ତଳେ ରାଜ୍ୟର ୯ ସହର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଜାରି ରହିଛି ଶୀତ ଲହରୀ
ସୋମବାର ସକାଳେ ୧୦ ଡିଗ୍ରୀ ତଳେ ୯ ସହର
ଜି ଉଦୟଗିରିରେ ୪ ଡିଗ୍ରୀ ସହ ସର୍ବନିମ୍ନ ତାପମାତ୍ରା
ଓଡ଼ିଶାରେ ଏବେ ଜାରି ରହିଛି ଶୀତଲହରୀ। ରାଜ୍ୟର ଅଧିକାଂଶ...
ପରଲୋକରେ ଓଡ଼ିଶାର ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଗୋପାଳ ଚନ୍ଦ୍ର କର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଗୋପାଳ ଚନ୍ଦ୍ର କରଙ୍କ ପରଲୋକ ଘଟିଛି। ରବିବାର କଟକ ସ୍ଥିତ ବାସଭବନରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ...
ସକାଳୁ ଉଠିବା ପରେ ବାରମ୍ବାର ଛିଙ୍କ ହେଉଛି କି, ଜାଣନ୍ତୁ କାହିଁକି?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=uVh1o73rPak
ଅଧିକାଂଶ ଲୋକଙ୍କର ଅଭିଯୋଗ ଥାଏ ଯେ, ସେମାନଙ୍କର ସକାଳୁ ଉଠିବା ପରେ ବାରମ୍ବାର ଛିଙ୍କ ହୁଏ। ଆଲର୍ଜି ରାଇନାଇଟିସ୍ ଯୋଗୁଁ ଏହିପରି ହେବାର ସମ୍ଭାବନା ରହିଥିବା ଡାକ୍ତର କୁହନ୍ତି।
ତେବେ ଆଲର୍ଜି...
ରେଳବାଇର ଦକ୍ଷିଣ ଜୋନରେ ୪୨୩୨ଟି ଆପ୍ରେଣ୍ଟିସ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି, ଜାନୁଆରି ୨୭ ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ରେଳବାଇର ଦକ୍ଷିଣ ଜୋନରେ (ଏସଆର) ଅନେକ ଆପ୍ରେଣ୍ଟିସ ପଦବୀ ପାଇଁ ନିଯୁକ୍ତି ସୁଯୋଗ ରହିଛି। ଦକ୍ଷିଣ ଜୋନରେ ରେଲୱେ ଆପ୍ରେଣ୍ଟିସ ଅଧୀନରେ ଖାଲିଥିବା ୪,୨୩୨ଟି ପଦବୀ ପୂରଣ ହେବ।
ଏହି ପଦବୀ...
ବେଙ୍ଗାଳୁରୁ – ଭାରତରେ କର୍ମଜୀବୀ ମହିଳାଙ୍କ ପାଇଁ ଶ୍ରେଷ୍ଠ ସହର
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ସିଲିକନ୍ ସିଟି କୁହାଯାଉଥିବା ବେଙ୍ଗାଳୁରୁ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଅବତାର ଗ୍ରୁପ୍ ଦ୍ୱାରା କରାଯାଇଥିବା ୨୦୨୪ ‘ଟପ୍ ସିଟିଜ୍ ଫର୍ ୱାର୍କିଂ ୱିମେନ୍ ଇନ୍ ଇଣ୍ଡିଆ’ (ଟିସିଡବ୍ଲ୍ୟୁଆଇ)...
ମହାକୁମ୍ଭରେ ଆକର୍ଷଣ ଗୋଲଡେନ ବାବା: ଶରୀରରେ ଛାଇ ଯାଇଛି ୬ କୋଟି ଟଙ୍କାର ସୁନା ଅଳଙ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଛି ମହାକୁମ୍ଭ ମେଳା ୨୦୨୫। ମହାକୁମ୍ଭରେ ଜମିଛି ସାଧୁସନ୍ଥଙ୍କ ଆଖଡ଼ା। ମେଳାରେ ବିଭିନ୍ନ ସାଧୁଙ୍କ ଅଦ୍ଭୁତ ସ୍ୱରୂପ ଦେଖିବାକୁ ମିଳୁଛି। ମହାକୁମ୍ଭକୁ ଆସିଥିବା ସାଧୁସନ୍ଥମାନେ ଏବେ ସୋସିଆଲ ମିଡିଆ,...
ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫: ୧୫ ଜଣିଆ ଭାରତୀୟ ଦଳ ଘୋଷିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆରେ ୧୫ ଜଣ ଖେଳାଳି ସାମିଲ ହୋଇଛନ୍ତି। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ...





















