ରାଷ୍ଟ୍ରପତି ହେବାପରେ ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି: ପ୍ୟାରିସ ଜଳବାୟୁ ବୁଝାମଣା ଓ ‘ଡବ୍ଲୁଏଚଓ’ରୁ ଓହରିବ ଆମେରିକା

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ସୋମବାର ଶପଥ ନେବାପରେ ସେ ଏକାଧିକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଅନେକ ଆଦେଶରେ ଦସ୍ତଖତ କରିଛନ୍ତି। ଏହି ଆଦେଶ...

ଶରୀରରେ କୋଲେଷ୍ଟ୍ରୋଲର ମାତ୍ରା ବଢ଼ିଗଲେ କ’ଣ କରିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=-0zDuScOwTI&t=68s କେବଳ ଖାଦ୍ୟପେୟରେ ଅନିୟମିତତା ନୁହେଁ, ମେଦବହୁଳତା, ଡାଏବେଟିସ୍‌ ତଥା ଅନ୍ୟ ଦୂରାରୋଗ୍ୟ ଯୋଗୁଁ ମଧ୍ୟ ଶରୀରରେ ଖରାପ କୋଲେଷ୍ଟ୍ରୋଲ ବଢ଼ିଥାଏ। ସେହିପରି ଶରୀରରେ କୋଲେଷ୍ଟ୍ରୋଲ ବଢ଼ିଗଲେ ଏହା ହୃଦ୍‌ ରୋଗର...

ଛତିଶଗଡ଼ ଏବଂ ଓଡ଼ିଶା ପୋଲିସର ମିଳିତ ଏନକାଉଣ୍ଟରରେ ୧୪ ମାଓବାଦୀ ନିହତ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆପଡ଼ା ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲା ଜଙ୍ଗଲରେ ମଙ୍ଗଳବାର ପୋଲିସ ଓ ସୁରକ୍ଷାକର୍ମୀଙ୍କ ପକ୍ଷରୁ ବଡ଼ଧରଣର ଏନକାଉଣ୍ଟର ହୋଇଛି। ଓଡ଼ିଶା ଓ ଛତିଶଗଡ଼ ପୋଲିସର ଏହି ମିଳିତ ଅପରେସନରେ ୧୪ ଜଣ...

ଓଡ଼ିଶା ପୋଲିସରେ ୯୩୩ଟି ପଦବୀରେ ନିଯୁକ୍ତି ସୁଯୋଗ: ଆବେଦନର ଶେଷ ତାରିଖ ଫେବ୍ରୁଆରି ୧୦

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଗୃହ ବିଭାଗ ପକ୍ଷରୁ ଅନେକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏଥିରେ ଓଡ଼ିଶା ପୋଲିସ, ଅଗ୍ନିଶମ ବାହିନୀ ଓ ଜେଲ୍ ବିଭାଗରେ ଖାଲିଥିବା ୯୩୩ଟି ସବ ଇନ୍ସପେକ୍ଟର...

ଆମେରିକାରେ ପୁଣି ଆରମ୍ଭ ହେଲା ଡୋନାଲ୍ଡ ଟ୍ରମ୍ପଙ୍କ ଶାସନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ସୋମବାର ତାଙ୍କ ସହିତ ଜେ ଡି ଭାନ୍ସ ଆମେରିକାର ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ଆମେରିକୀୟ ସଂସଦରେ ଆୟୋଜିତ...

ହାଇଦ୍ରାବାଦ: ୧୩ ମିନିଟରେ ୧୩ଟି ଷ୍ଟେସନ ଅତିକ୍ରମ କରି ରୋଗୀର ଜୀବନ ବଞ୍ଚାଇଲେ ଡାକ୍ତରୀ ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାଟଣାରୁ ଯଶୋବନ୍ତ ପାଢ଼ୀ): ଡାକ୍ତରଙ୍କୁ ଭଗବାନ ବୋଲି କୁହାଯାଏ। ଏହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ହାଇଦ୍ରାବାଦରେ। ମାତ୍ର ୧୩ ମିନିଟରେ ୧୩ଟି ରେଳ ଷ୍ଟେସନ ଅତିକ୍ରମ କରି ଜଣେ ରୋଗୀର...

ହ୍ୱାଇଟ ହାଉସର ଭିତିରି କଥା: କେଉଁଠି ରୁହନ୍ତି ରାଷ୍ଟ୍ରପତି ଓ କ’ଣ ରହିଛି ସୁବିଧା?

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ। ଆଗାମୀ ୪ ବର୍ଷ ପାଇଁ ହ୍ୱାଇଟ ହାଉସ ହେବ ତାଙ୍କର ନୂଆ ଠିକଣା। ହ୍ୱାଇଟ ହାଉସ ଯେତିକି ସୁନ୍ଦର, ସେତିକି...

ବାଲେଶ୍ଵର: ଫକୀର ମୋହନ ବିଶ୍ୱବିଦ୍ୟାଳୟ ପକ୍ଷରୁ ପୋଷ୍ୟଗ୍ରାମରେ କମ୍ବଳ ବଣ୍ଟନ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵର କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଜ ପୋଷ୍ୟଗ୍ରାମଗୁଡ଼ିକରେ ଶୀତବସ୍ତ୍ରୀ ଓ କମ୍ବଳ ବଣ୍ଟନ କରାଯାଇଛି। ବିଶ୍ୱବିଦ୍ୟାଳୟର ପୋଷ୍ୟ ଗ୍ରାମ ନୂଆପାଢ଼ୀ ସହ ଫୁଲକିଆରି ସାହି, ମଖାପଦା...

ମଦ ପିଇ ଚଳାଇ ପାରିବେନି ବାଇକ୍: ରୋକିବ ଏହି ହେଲମେଟ୍!

ଓଡ଼ିଶାଲାଇଭ୍ ବ୍ୟୁରୋ ସଡ଼କ ସୁରକ୍ଷା ଆଜି ଭାରତରେ ଏକ ଚିନ୍ତାର ବିଷୟ ହୋଇଛି। ନିଶାଶକ୍ତ ହୋଇ ବେପରୁଆ ଗାଡ଼ି ଚଲାଇବା ଯୋଗୁଁ ଦେଶରେ ଦୁର୍ଘଟଣା ଜନିତ ମୃତ୍ୟୁ ବଢ଼ିଚାଲିଛି। ବିଶେଷ କରି ନିଶାଶକ୍ତ ଭାବେ...

ବହୁଚର୍ଚ୍ଚିତ କୋଲକାତା ଅଭୟା ଦୁଷ୍କର୍ମ ଓ ହତ୍ୟା ମାମଲା: ସଞ୍ଜୟ ରାୟକୁ ଆଜୀବନ କାରାଦଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଚର୍ଚ୍ଚିତ କୋଲକାତା ଆରଜି କର ମେଡିକାଲ କଲେଜର ଟେନିଂ ଡାକ୍ତର ଅଭୟା ଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ ଦୋଷୀ ସାବ୍ୟସ୍ତ...