ଓଡ଼ିଶାରେ କମିବ ଶୀତ! ଘନ କୁହୁଡ଼ି ପାଇଁ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ କମିବାରେ ଲାଗିଛି ଶୀତ ୨ରୁ ୪ ଡିଗ୍ରୀ ବଢ଼ିପାରେ ରାତି ତାପମାତ୍ରା ୫ରୁ ୬ ଦିନ ଯାଏଁ ପାଗ ରହିବ ଶୁଖିଲା ଓଡ଼ିଶାରେ ଏବେ ଶୀତ କମିବା ଆରମ୍ଭ ହୋଇଛି। ଆଜିଠାରୁ ପୁଣି ରାତି...

ଭୁବନେଶ୍ୱରରେ ‘ବାଗ୍‌ଚୀ କରୁଣାଶ୍ରୟ ପାଲିଏଟିଭ୍ କେଆର୍ ସେଣ୍ଟର୍’ ଉଦ୍‍ଘାଟିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରରେ ଉଦ୍‌ଘାଟିତ ହୋଇଛି ‘ବାଗ୍‌ଚୀ କରୁଣାଶ୍ରୟ ପାଲିଏଟିଭ୍ କେଆର୍ ସେଣ୍ଟର୍’। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଛନ୍ତି। କର୍କଟ ରୋଗରେ ଆକ୍ରାନ୍ତ...

ଫେବ୍ରୁଆରି ୧୩ରୁ ବିଧାନସଭା ଅଧିବେଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ଫେବ୍ରୁଆରି ୧୩ ତାରିଖରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭା ବଜେଟ ଅଧିବେଶନ। ଫେବ୍ରୁଆରି ୧୭ ତାରିଖରେ ରାଜ୍ୟ ବଜେଟ ଉପସ୍ଥାପନ ହେବ। ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି...

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ଭଲ ମାର୍କ ରଖିବା ପାଇଁ ପ୍ରଜ୍ଞା ପାରଙ୍ଗମାଙ୍କ ଷ୍ଟ୍ରାଟେଜି

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=bTt0jxE0Rc8&t=14s ଓଡ଼ିଶା ସିଭିଲ୍ ସର୍ଭିସ (ଓସିଏସ) ପରୀକ୍ଷାରେ ସଫଳ ହେବା ପାଇଁ କଠିନ ପରିଶ୍ରମ ଏବଂ ଧୈର୍ଯ୍ୟ ଆବଶ୍ୟକ। ପରିଶ୍ରମ ଏବଂ ଆତ୍ମବିଶ୍ଵାସ ନିଶ୍ଚୟ ସଫଳତା ଦିଏ ବୋଲି କୁହନ୍ତି ଓସିଏସ୍ ପରୀକ୍ଷାରେ...

ଓଡ଼ିଶାରେ ୭୬ତମ ସାଧାରଣତନ୍ତ୍ର ଦିବସ ସମାରୋହ: କିଏ କେଉଁଠି କରିବେ ଜାତୀୟ ପତାକା ଉତ୍ତୋଳନ?

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ୭୬ତମ ସାଧାରଣତନ୍ତ୍ର ଦିବସକୁ ଆଉ ଅଳ୍ପ ଦିନ ରହିଲା ବାକି। ସମଗ୍ର ଦେଶ ସମେତ ଓଡ଼ିଶାର ଗାଁରୁ ସହର ସବୁଆଡ଼େ ଏହି ଜାତୀୟ ଉତ୍ସବ ପାଳନ କରାଯିବ। ଏଥିପାଇଁ ରାଜ୍ୟସ୍ତରୀୟ...

ରାସ୍ତା କଡ଼ରେ ଅଲଗା ଅଲଗା ରଙ୍ଗର ମାଇଲ୍ ଖୁଣ୍ଟ କ’ଣ ସୂଚାଏ?

ଓଡ଼ିଶାଲାଇଭ୍ ବ୍ୟୁରୋ ରାସ୍ତାରେ ଯିବାବେଳେ ଅନେକ ସମୟରେ ଆମେ ମାଇଲ୍ ଖୁଣ୍ଟ ଦେଖିଥାଉ। ଚାଳକକୁ ଅନେକ ତଥ୍ୟ ଦେଇଥାଏ ଏହି ମାଇଲ୍ ଖୁଣ୍ଟ। ବିଶେଷକରି ନିକଟସ୍ଥ ସହର ଆଉ କେତେଦୂର ରହିଲା ତାହାର ସୂଚନା...

ସୁଭଦ୍ରା ଅପଡେଟ୍: ୨୦ ଲକ୍ଷ ମହିଳାଙ୍କୁ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ସୁଭଦ୍ରା ଯୋଜନାକୁ ନେଇ ଆଉ ଏକ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଖୁବଶୀଘ୍ର ୨୦ ଲକ୍ଷରୁ ଊର୍ଦ୍ଧ୍ଵ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ...

ବାଲେଶ୍ଵର: ସରିଲା ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା କୋଶମ୍ୱ-୨୦୨୫

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ୱର କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱରସ୍ଥିତ ପୋଲିସ ଲାଇନ ପଡ଼ିଆରେ ୬ଦିନ ଧରି ଚାଲିଥିବା ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା କୋଶମ୍ୱ-୨୦୨୫ ଉଦଯାପିତ ହୋଇଯାଇଛି। ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...

ଭାରତରେ ବାଲ୍ୟ ବିବାହକୁ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ, ଆସନ୍ତୁ ଜାଣିବା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ବାଲ୍ୟ ବିବାହର କୁପ୍ରଥା ଅନେକ ସମୟରୁ ଚାଲି ଆସୁଛି। ଏହା ଲକ୍ଷ ଲକ୍ଷ ଶିଶୁଙ୍କ ଅଧିକାରକୁ ଉଲ୍ଲଂଘନ କରିବା ସହ ସେମାନଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଉଛି। ବିଗତ...

ଜାତୀୟ ଶିକ୍ଷା ନୀତି: ଏଣିକି ୬ ବର୍ଷ ହୋଇନଥିଲେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ମିଳିବନି ଅନୁମତି

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷାବର୍ଷ ୨୦୨୫-୨୬ ମସିହାରୁ ଓଡ଼ିଶାରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି। ଏଣିକି ପିଲାଙ୍କୁ ୬ ବର୍ଷ ବୟସ ହୋଇନଥିଲେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ମିଳିବନି ଅନୁମତି। ଜାତୀୟ ଶିକ୍ଷା ନୀତି...