୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଡିସେମ୍ବର ୨୮ ତାରିଖରେ ଓଡ଼ିଶା ଆସି ଦୁଇ ଦିନ ରହିବେ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଅମିତ...

ଶ୍ରୀମନ୍ଦିରରେ ଲାଗୁ ହେଲା ଡ୍ରେସକୋଡ: ଏବେ ଆନନ୍ଦବଜାର ଦିଶିବ ଗେରୁଆ ଗେରୁଆ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଶ୍ରୀମନ୍ଦିରରେ ଲାଗୁ ହେବ ଡ୍ରେସକୋଡ। ଆନନ୍ଦବଜାରରେ ମହାପ୍ରସାଦ ବିକ୍ରି କରୁଥିବା ସୁପକାରଙ୍କ ସହାୟକମାନଙ୍କ ପାଇଁ ଏହି ଡ୍ରେସକୋଡ କରାଯିବ। ଏଣିକି ଗେରୁଆ ରଙ୍ଗର ପୋଷାକ ପିନ୍ଧିବେ ମହାପ୍ରସାଦ ବିକେତ୍ରା ଏବଂ...

ଏକ ଦେଶ ଏକ ନିର୍ବାଚନ: ବଢୁଛି ବିତର୍କ, ମୁହାଁମୁହିଁ ଶାସକ-ବିରୋଧୀ

ମିନତି ମିଶ୍ର ଏକ ଦେଶ ଏକ ନିର୍ବାଚନକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି। ସଂସଦ ଭବନ ବାହାରେ ଏବଂ ଭିତରେ ଶାସକ-ବିରୋଧୀ ମୁହାଁମୁହିଁ। କ୍ଷମତାରେ ଥିବା ବିଜେପି ଏହାର ସପକ୍ଷରେ ଥିବାବେଳେ...

ଆପଣଙ୍କ ପିଲା ଅଧିକ ରାଗି ଯାଉଛି କି, ଜାଣନ୍ତୁ କେମିତି ସମ୍ଭାଳିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=o5tYsGlVT98 ମଣିଷ ଭିତରେ ବିଭିନ୍ନ ପ୍ରକାର ଭାବନା ଥାଏ। ସେଥିମଧ୍ୟରୁ ରାଗ ବି ଏକ ପ୍ରକାର ଭାବନା। ଅନ୍ୟମାନଙ୍କ ଭଳି ପିଲାମାନେ ବି ରାଗ ପ୍ରକାଶ କରିଥାଆନ୍ତି। ଏଭଳି ପରିସ୍ଥିତିରେ ନିଜ...

ଠେଲିଦେଲେ ରାହୁଲ ଗାନ୍ଧୀ! ତଳେ ପଡ଼ି ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ ଶୀତକାଳୀନ ଅଧିବେଶନ ଜାରି ରହିଥିବାବେଳେ ଗୁରୁବାର ସଂସଦ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତ ସୃଷ୍ଟି ହୋଇଛି। ସଂସଦ ପ୍ରବେଶ ଦ୍ଵାରରେ ସାଂସଦଙ୍କ ମଧ୍ୟରେ ଠେଲାପେଲା ହୋଇଥିବା ଦେଖିବାକୁ ମିଳିଛି। ଏଥିରେ ବାଲେଶ୍ଵର ସାଂସଦ...

କମିଲା ଶୀତ: ରାଜ୍ୟରେ କୋହଲା ପାଗ ସାଙ୍ଗକୁ କୁହୁଡ଼ି

ଓଡ଼ିଶାଲାଇଭ୍ ବ୍ୟୁରୋ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଏବେ ଶୀତ ସାମାନ୍ୟ କମିଛି। ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ କୁହୁଡ଼ି ହେଉଥିବା ଦେଖିବାକୁ ମିଳିଛି। ରାଜ୍ୟର କିଛି ସ୍ଥାନରେ ହାଲୁକା...

ପାଠକଙ୍କର ଭଲ ପାଇବା ମୋତେ ଅଭିଭୂତ କରିଛି – ପ୍ରଫେସର ବୈଷ୍ଣବ ଚରଣ ସାମଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଥରର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ପ୍ରଫେସର ବୈଷ୍ଣବ ଚରଣ ସାମଲ। ‘ଭୂତି ଭକ୍ତି ବିଭୂତି’ ପ୍ରବନ୍ଧ ପୁସ୍ତକ ପାଇଁ ତାଙ୍କୁ...

ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ଯୁବ ଉତ୍ସବରେ ଭାଗ ନେଲେ ୩୦୦ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ଵବିଦ୍ୟାଳୟ ପରିସରରେ ନେହେରୁ ଯୁବ କେନ୍ଦ୍ର ଦ୍ଵାରା ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ...

ପ୍ରଫେସର ବୈଷ୍ଣବ ଚରଣ ସାମଲ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ଘୋଷଣା ହେଲା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ବିଶିଷ୍ଟ ସାହିତ୍ୟିକ ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କୁ ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ। ପ୍ରବନ୍ଧ ପୁସ୍ତକ ‘ଭୂତି...

ବାଲେଶ୍ଵର: ଫକୀରମୋହନ ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ ହେଲା ଚତୁର୍ଥ କିର୍ତ୍ତୀଧାରା ରବି ନାରାୟଣ ସ୍ମାରକୀ ବକ୍ତୃତା

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ତଥା ବାଲେଶ୍ଵର ଜିଲ୍ଲାର ଜନପ୍ରିୟ ବ୍ୟକ୍ତିତ୍ୱ ରବି ନାରାୟଣଙ୍କ ସ୍ମୃତିରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ଦ୍ଵାରା ଚତୁର୍ଥ କିର୍ତ୍ତୀଧାରା ସ୍ମାରକୀ ବତ୍କୃତା...