ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ନ୍ୟାସ ନେଲେ ରବିଚନ୍ଦ୍ରନ ଅଶ୍ଵିନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନ୍ତର୍ଜାତୀୟ କ୍ରିକେଟରେ ଆଉ ଦେଖା ଦେବେନି ସ୍ପିନ ଲିଜେଣ୍ଡ ରବିଚନ୍ଦ୍ରନ ଅଶ୍ଵିନ। କାରଣ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ସେ ଘୋଷଣା କରିଛନ୍ତି।
ଗାବା ଟେଷ୍ଟ ଡ୍ର ହେବା ପରେ ଅନ୍ତର୍ଜାତୀୟ କ୍ରିକେଟରୁ...
ଜାଣନ୍ତୁ, ସୁସ୍ଥ କେଶ କେମିତି ପାଇବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=Mk928zbKGaA
ବର୍ତ୍ତମାନ ସମୟରେ କେଶ ଝଡ଼ିବା, ଅଳ୍ପ ବୟସରୁ କେଶ ପାଚିବା, ରୁପି ହେବା, କେଶ ରୁକ୍ଷ ହୋଇଯିବା ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏହାର କାରଣ ଆମର ଖାଦ୍ୟପେୟ ହୋଇପାରେ,...
ଏସବିଆଇ ପକ୍ଷରୁ ୧୩,୭୩୫ କ୍ଲରିକାଲ୍ ପଦବୀରେ ନିଯୁକ୍ତି ସୁଯୋଗ, ଜାନୁଆରି ୭ ଆବେଦନର ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ରେ ଅନେକ କ୍ଲରିକାଲ୍ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଭାରତରେ ଥିବା ଏସବିଆଇର ବିଭିନ୍ନ ଶାଖାରେ ୧୩,୭୩୫ଟି କ୍ଲରିକାଲ୍ ପଦବୀ ପୂରଣ ପାଇଁ ପ୍ରକ୍ରିୟା...
ସବୁ ବିଭାଗରୁ ହଟିଲେ ଆଇଏଏସ୍ ବିଷ୍ଣୁପଦ ସେଠୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ସବୁ ବିଭାଗରୁ ହଟିଲେ ଆଇଏଏସ୍ ବିଷ୍ଣୁପଦ ସେଠୀ। ତିନିଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରମୁଖ ଶାସନ ସଚିବ ଥିବା ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଓଏସଡି ଭାବେ ନିଯୁକ୍ତି...
ଡାଏବେଟିସ୍ ରୋଗୀ କ’ଣ ଖାଇବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=OoYVgVrI1dM&t=1s
ଡାଏବେଟିସ୍ ପରିଚାଳନା କରିବାରେ ଖାଦ୍ୟଶୈଳୀର ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କାରଣ, କେତେକ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ଇନ୍ସୁଲିନ୍ ସ୍ତର ବଢ଼ିଯାଏ ଏବଂ ଅନେକ ଜଟିଳତାର ସାମ୍ନା କରିବାକୁ...
ଆରମ୍ଭ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆରମ୍ଭ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାମ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ମଙ୍ଗଳବାରଠାରୁ ମରାମତି କାମ ଆରମ୍ଭ ହୋଇଛି। ଏଏସଆଇ, ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ଭଣ୍ଡାର ମେକାପଙ୍କ ଉପସ୍ଥିତିରେ...
ଦକ୍ଷିଣ ଭାରତ ମହାସାଗରର ଅତଳ ଗର୍ଭରେ ବଡ଼ ଆବିଷ୍କାର କଲା ଭାରତ: ଜାଣନ୍ତୁ କ’ଣ ଥିଲା ମିଶନ?
ପୁଷ୍ପମିତ୍ର ମହାନ୍ତି
ଦକ୍ଷିଣ ଭାରତ ମହାସାଗରର ଅତଳ ଗର୍ଭରେ ହାଇଡ୍ରୋଥର୍ମାଲ୍ ସଲଫାଇଡ୍ କ୍ଷେତ୍ରର ଅନୁସନ୍ଧାନ କରି ବଡ଼ ସଫଳତା ହାସଲ କରିଛି ଭାରତ। ନାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓସେନ୍ ଟେକ୍ନୋଲୋଜି (ଏନ୍ଆଇଓଟି) ଏବଂ ନାସନାଲ...
ଓଏଏସ୍ ଅମ୍ରିତ ଆଚାର୍ଯ୍ୟଙ୍କ ସଫଳତା ମନ୍ତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=1_O2ZwicAHg
ଓଡ଼ିଶା ସିଭିଲ ସର୍ଭିସେସ୍ ପରୀକ୍ଷାରେ ସଫଳତା ପାଇଛନ୍ତି ଭୁବନେଶ୍ଵରର ଅମ୍ରିତ ଆଚାର୍ଯ୍ୟ। ୨୦୨୨ ମସିହା ଓସିଏସ୍ ପରୀକ୍ଷାରେ ୭୧ ନମ୍ବର ରାଙ୍କ୍ ହାସଲ କରିଛନ୍ତି ଅମ୍ରିତ। ପ୍ରଥମ ପ୍ରୟାସରେ ତାଙ୍କୁ ମିଳିଛି...
ଆଉ ନିଯୁକ୍ତି ପରୀକ୍ଷା କରିବନି ନାସନାଲ ଟେଷ୍ଟିଂ ଏଜେନ୍ସି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ଆଉ ନିଯୁକ୍ତି ପରୀକ୍ଷା କରିବ ନାହିଁ ନାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)। ଏହା ଏବେ କେବଳ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ପାଇଁ ପ୍ରବେଶିକା ପରୀକ୍ଷାର ଆୟୋଜନ କରିବ। ଏହି ନିଷ୍ପତ୍ତି ୨୦୨୫-୨୬...
ବାୟୁ ପ୍ରଦୂଷଣ ସମସ୍ୟା: ଦେଶର ସବୁ ପ୍ରଦୂଷିତ ସହରର ତଥ୍ୟ ମାଗିଲେ ସୁପ୍ରିମକୋର୍ଟ
ପୁଷ୍ପମିତ୍ର ମହାନ୍ତି
ଭାରତରେ ବାୟୁ ପ୍ରଦୂଷଣ ଉପରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ସୋମବାର ସୁପ୍ରିମ୍ କୋର୍ଟ ବାୟୁ ପ୍ରଦୂଷଣକୁ 'ସର୍ବଭାରତୀୟ' ପ୍ରସଙ୍ଗ ଭାବେ ଘୋଷଣା କରିବା ସହ ଦେଶର ସବୁ ପ୍ରଦୂଷିତ...





















