କ୍ୟାନସର ପାଇଁ ଚୁଟି କାଟିଲେ ସୋନାଲି ବେନ୍ଦ୍ରେ, ସୋସିଆଲ ମିଡିଆରେ ସେୟାର କଲେ ଭିଡିଓ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମଙ୍ଗଳବାର ଦିନ ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ନିଜର ଇଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡ଼ିଓ ସେୟାର କରିଛନ୍ତି। କ୍ୟାନସର ଚିକିତ୍ସା ପାଇଁ ତାଙ୍କ କେଶ କଟାଯାଉଥିବା ସମୟର ଏହି ଭିଡ଼ିଓ ସୋସିଆଲ...

ଯେ କୌଣସି ଭାରତୀୟ ଭାଷାରେ କହିପାରିବେ ରାଜ୍ୟସଭା ସଦସ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏଣିକି ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦ ଅନ୍ତର୍ଭୁକ୍ତ ଯେ କୌଣସି ଭାରତୀୟ ଭାଷାରେ ରାଜ୍ୟସଭା ସଦସ୍ୟମାନେ ଗୃହରେ କହିପାରିବେ। ଏଣିକି ରାଜ୍ୟସଭା ସଦସ୍ୟମାନେ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦ ଅନ୍ତର୍ଭୁକ୍ତ ଯେ କୌଣସି ଭାରତୀୟ...

ଦ୍ଵିତୀୟଥର ଝିଅଟେ ହେଲା ବୋଲି ବାପା ସାଜିଲା ନୃଶଂସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅନୁଗୁଳ ଜିଲ୍ଲା ଛାଞ୍ଚୁଣିଆରେ ୧୩ଦିନର ଶିଶୁକନ୍ୟାକୁ କୂଅରେ ପକାଇ ମାରି ଦେଇଛି ବାପା। ମହିଳା ସଶକ୍ତିକରଣ ପାଇଁ ଅନେକ କିଛି ଯୋଜନା ସରକାରଙ୍କ ପକ୍ଷରୁ ହାତକୁ ନିଆଯାଉଛି। ଏହାପରେ ବି ସମାଜରେ ଝିଅମାନଙ୍କ...

ଜେସିବିକୁ ଧକ୍କା ଦେଲା ସ୍କୁଲ ଭ୍ୟାନ୍, ୮ ଗୁରୁତର

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମ୍ବଲପୁରରେ ସେଣ୍ଟ ଜୋଶେଫ ସ୍କୁଲର କେତେକ ଛାତ୍ରଛାତ୍ରୀଙ୍କୁ ନେଇ ଆସୁଥିବା ଏକ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇ ୮ ଜଣ ଛାତ୍ର ଆହତ ହୋଇଛନ୍ତି। ସମ୍ବଲପୁରରେ ସ୍କୁଲ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ। ଅମ୍ବିରାନାଗରରେ ରାସ୍ତାରେ ରଖାଯାଇଥିବା...

ଭବିଷ୍ୟତର ସମାଜରେ ପୁରୁଷର ନୂତନ ଭୂମିକା

ଡକ୍ଟର ଗୀତା ଦାସ ଏକ ପୁରୁଷ-ପ୍ରଧାନ ସମାଜରୁ ପୃଥିବୀ ଏକ ନାରୀ-ପୁରୁଷ ପୂର୍ଣ୍ଣ ସହଭାଗିତାର ଭବିଷ୍ୟତ ଆଡକୁ ଗତିକରୁଛି। ଏହି ପରିବର୍ତ୍ତନକୁ ପୁରୁଷମାନେ ସ୍ୱାଗତ କଲେ ସାମାଜିକ ପରିବର୍ତ୍ତନର ଧାରା ଅଧିକ ସହଜ ଏବଂ...

ଜାଲ୍ ସାର୍ଟିଫିକେଟ ଦେଇ ଫସିଲେ ମହିଳା ଟ୍ୱେଣ୍ଟି୨୦ ଅଧିନାୟିକା, ଡିଏସପିରୁ ହେଲେ କନଷ୍ଟେବଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାଲ୍‍ ସାର୍ଟିଫିକେଟ ଦେଇ ଫସିଛନ୍ତି ଭାରତୀୟ ମହିଳା ଟ୍ୱେଣ୍ଟି୨୦ ଦଳର ଅଧିନାୟିକା ହରମନପ୍ରୀତ କୌର।  ଅଡ଼ୁଆରେଭାରତୀୟ ମହିଳା କ୍ରିକେଟ୍‌ ଦଳ (ଟି-୨୦)ର ଅଧିନାୟିକା ହରମନ୍‌ପ୍ରୀତ୍‌ କୌର। ନକଲି ସ୍ନାତକ ପ୍ରମାଣପତ୍ର ଦେଇଥିବାରୁ ପଞ୍ଜାବ ସରକାର...

ବେଲଜିୟମକୁ ପରାସ୍ତ କରି ଫିଫା ଫୁଟବଲ୍ ବିଶ୍ୱକପର ଫାଇନାଲରେ ଫ୍ରାନ୍ସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚଳିତ ଫୁଟ୍‍ବଲ ବିଶ୍ୱକପ୍‍ରେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି ଫ୍ରାନ୍‍ସ। ସଂଘର୍ଷପୂର୍ଣ୍ଣ ପ୍ରଥମ ସେମିଫାଇନାଲ ମ୍ୟାଚ୍‍ରେ ଫ୍ରାନ୍‍ସ ୧-୦ ଗୋଲ୍‍ରେ ବେଲ୍‍ଜିୟମ୍‍କୁ ପରାସ୍ତ କରିଛି। ଚଳିତ ଫିଫା ବିଶ୍ୱକପ୍‌ର ଫାଇନାଲ୍‌ରେ...

ସତ୍ୟ ଘଟଣା ଉପରେ ଆଧାରିତ ଏହି ହିନ୍ଦୀଫିଲ୍ମ ବକ୍ସ ଅଫିସରେ ହୋଇଛି ସୁପରହିଟ୍

ଓଡ଼ିଶାଲାଇଭ୍‌ ଏଣ୍ଟରାଟେନମେଣ୍ଟ ବ୍ୟୁରୋ ୨୦୧୮ର ପ୍ରଥମ ଛଅମାସ ଭିତରେ କେତୋଟି ହାତଗଣତି ସିନେମା ସୁପରହିଟ୍ ହୋଇଛି। ଏଥିମଧ୍ୟରେ ରହିଛି କିଛି ସିନେମା, ଯାହା ସତ୍ୟ ଘଟଣା ଉପରେ ଆଧାରିତ। ଆସନ୍ତୁ ନଜର ପକାଇବା...

୨୦୨୦ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୨୦ ନଭେମ୍ବର ୨୭ରେ ନାଗାର୍ଜୁନ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଏ ସମ୍ପର୍କରେ ଗଣନା କରି ସୂଚନା ଦେଇଛନ୍ତି ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକାର ମୁଖ୍ୟ ଗଣକ ବାଚସ୍ପତି ବୈକୁଣ୍ଠନାଥ ନାୟକ। ଏହି ଖବର...

ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ୍ ତାଲିକାର ୧୪ତମ ସ୍ଥାନରେ ଓଡ଼ିଶା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଇଜ୍‌ ଅଫ୍ ଡୁଇଙ୍ଗ ବିଜିନେସ୍‌ ତାଲିକାର ୧୧ତମ ସ୍ଥାନରେ ଥିବା ଓଡ଼ିଶା ୧୪ତମ ସ୍ଥାନକୁ ଖସି ଆସିଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଛି ଇଜ୍‌ ଅଫ୍ ଡୁଇଙ୍ଗ...