ସ୍କୁଲ ପିଲାଙ୍କ ଉପରେ ପଡ଼ିଗଲା କାନ୍ଥ: ଜଣେ ଛାତ୍ରୀ ମୃତ, ୩ ଗୁରୁତର

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍କୁଲରେ ଅଘଟଣ। କାନ୍ଥ ଭୁଶୁଡ଼ି ଜଣେ ଛାତ୍ରୀ ମୃତ। ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ବିନାୟକପୁର ଉପ୍ରା ବିଦ୍ୟାଳୟ ପରିସରରେ ଘଟିଛି ଏଭଳି ଅଘଟଣ। ଖେଳ ଛୁଟି ସାର ସ୍କୁଲରୁ ଫେରୁ ଥିବାବେଳେ...

ଲୋକାୟୁକ୍ତ ଗଠନ ପାଇଁ ରାଜ୍ୟ ସରକାରଙ୍କୁ ୨ମାସ ସମୟ ଦେଲେ ସୁପ୍ରିମକୋର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ସରକାରଙ୍କୁ ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ୨ ମାସ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ରାଜ୍ୟ ସରକାର ଲୋକାୟୁକ୍ତ ଗଠନ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ ସରକାର...

ଗାନ୍ଧି ଜୟନ୍ତୀରୁ ଓଡ଼ିଶାରେ ପ୍ଲାଷ୍ଟିକ୍ ଉପରେ ଲାଗିବ କଟକଣା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଲାଗୁ ହେବ। ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରୁ ପ୍ଲାଷ୍ଟିକ ଉପରେ କଟକଣା ଲାଗୁ କରାଯିବ। ପ୍ଲାଷ୍ଟିକ୍ ଉପରେ କଟକଣା। ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରୁ...

ଷ୍ଟେସନରୁ ବଗି ଛାଡ଼ି ୫କିମି ଗଡ଼ିଗଲା ଇଞ୍ଜିନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଣି ଷ୍ଟେସନରେ ବଗିକୁ ଛାଡ଼ି ଚାଲିଗଲା ଇଞ୍ଜିନ୍‌। ପୁରୀ ଷ୍ଟେସନ୍‌ରେ ପୁରୀ-କଟକ ପାସେଞ୍ଜର ଟ୍ରେନ ୩ଟି ବଗିକୁ ଛାଡ଼ି ପ୍ରାୟ ୫ କିଲୋମିଟର ଚାଲିଯାଇଥିଲା। ଏହା ଜଣାପଡ଼ିବା ପରେ ପୁଣି ପଛକୁ...

ମୃତ୍ୟୁଗୁମ୍ଫାରେ ଜୀବନ ପାଇଁ ପ୍ରେରଣା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଥାଇଲାଣ୍ଡର ଥାମଲୁଆଙ୍ଗ ଗୁମ୍ଫାରେ ଦୁଇ ସପ୍ତାହରୁ ଅଧିକ ଦିନ ଧରି ଫସିରହିଥିବା ପିଲାମାନେ ଧେର୍ଯ୍ୟର ସହ ରହିବା ପଛରେ ରହିଛି ସେମାନଙ୍କର ୨୫ ବର୍ଷୀୟ କୋଚଙ୍କର ପ୍ରେରଣା।  ଥାଇଲାଣ୍ଡର ଥାମଲୁଆଙ୍ଗ ଗୁମ୍ଫା ଭିତରେ...

ବାଚସ୍ପତିଙ୍କୁ ଭର୍ତ୍ତୃହରିଙ୍କ ଚିଠି: ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ କରାଯାଉ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାଂସଦ ବୈଜୟନ୍ତଙ୍କ ପଣ୍ଡାଙ୍କ ଇସ୍ତଫା ପତ୍ର ଗ୍ରହଣ କରିବାକୁ ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଜେଡି ସଂସଦୀୟ ଦଳର ନେତା ଭର୍ତ୍ତୃହରି ମହତାବ। ବୈଜୟନ୍ତ ପଣ୍ଡାଙ୍କ ଏମ୍‌ପି ପଦରୁ ଇସ୍ତଫାପତ୍ରକୁ ଗ୍ରହଣ କରାଯାଉ। ଏହି...

ସୁସ୍ଥ ହୋଇ ଘରକୁ ଫେରିଲେ ଅଭିନେତା ପପୁ ପମପମ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=loSf5oJiGSA] ସୁସ୍ଥ ହୋଇ ଘରକୁ ଫେରିଲେ ଓଲିଉଡ ଅଭିନେତା ପପୁ ପମପମ୍। ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଅଭିନେତା ପପୁ ପମ୍‌ପମ୍‌। ପାନ୍‌କ୍ରିୟାସରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମ୍ସରେ ସେ ଚିକିତ୍ସାଧୀନ ଥିଲେ। ଗତ...

ବିଶ୍ୱକପ ସେମିଫାଇନାଲରେ ଆଜି ଫ୍ରାନ୍ସ ଓ ବେଲଜିୟମ୍ ମଧ୍ୟରେ କଡ଼ା ଟକ୍କର

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=QJE7JdgB0G8] ଚଳିତ ଫୁଟ୍‍ବଲ ବିଶ୍ୱକପ୍‍ର ପ୍ରଥମ ସେମିଫାଇନାଲରେ ଆଜି ପୂର୍ବତନ ବିଶ୍ୱ ଚାମ୍ପିଅନ୍‍ ଫ୍ରାନ୍‍ସ ଓ ୨ୟ ଥର ବିଶ୍ୱକପ୍‍ର ସେମିଫାଇନାଲରେ ପହଞ୍ଚିଥିବା ବେଲ୍‍ଜିୟମ୍‍ ମଧ୍ୟରେ ମୁକାବିଲା ହେବ। ଚଳିତ ଫିଫା ଫୁଟ୍‌ବଲ୍‌...

କେବଳ ଟାଇଗରଙ୍କ ଗର୍ଲଫ୍ରେଣ୍ଡ୍ ଭାବେ ନୁହେଁ, ଅନ୍ୟ କାରଣରୁ ବି ଚର୍ଚ୍ଚାରେ ଦିଶା ପଟାନି

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡ ଦିଭା ଦିଶା ପଟାନି ଏବେ ଖୁବ୍‍ ଚର୍ଚ୍ଚାରେ ଅଛନ୍ତି। ଆସନ୍ତୁ ଜାଣିବା କାହିଁକି? ବଲିଉଡର ହଟ୍ ହିରୋଇନ୍ ଦିଶା ପଟାନି ଗତ କିଛିମାସ ହେଲା ସବୁବେଳେ କୌଣସି ନା କୌଣସି...

ବିଧାୟକଙ୍କୁ କାଦୁଅରେ ଚଲାଇଲେ ଲୋକେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିର୍ବାଚନ ବେଳେ ରାସ୍ତା ତିଆରି କରିବାକୁ ପ୍ରତିଶ୍ରୁତି ଦେଇଥିଲେ ବିଧାୟକ। ହେଲେ ୪ ବର୍ଷ ଭିତରେ ରାସ୍ତା ତିଆରି ହୋଇପାରିଲାନି। ଶେଷରେ ଲୋକଙ୍କ ମନରେ ଅସନ୍ତୋଷ ଉଗ୍ରରୂପ ଧାରଣ କରିଥିଲା। ଯେଉଁ...