ସଞ୍ଜୟ ଦତ୍ତଙ୍କ ଆଗାମୀ ସିନେମା ‘ସାହେବ ବିବି ଔର୍ ଗ୍ୟାଙ୍ଗଷ୍ଟର-୩’ ର କିଛି ଖାସ୍ କଥା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡର ‘ମୁନ୍ନାଭାଇ’ ଓରଫ୍‍ ସଞ୍ଜୟ ଦତ୍ତଙ୍କ ଅପକମିଂ ମୁଭି ‘ସାହେବ ବିବି ଔର୍ ଗ୍ୟାଙ୍ଗଷ୍ଟର-୩’ ଜୁଲାଇ ୨୭ ତାରିଖରେ ରିଲିଜ୍ ହେବାକୁ ଯାଉଛି। ଆସନ୍ତୁ ଜାଣିବା ଏହି ସିନେମା ସମ୍ପର୍କରେ...

ଥ୍ରି ଇଡିଅଟ୍‌ସ ପାଇଁ ରାଜକୁମାର ହିରାନୀଙ୍କ ପ୍ରଥମ ପସନ୍ଦ ଥିଲେ ରଣବୀର କପୁର

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ସୁପରହିଟ୍‌ ସିନେମା 'ଥ୍ରି ଇଡିଅଟସ'ରେ ଅମୀରଙ୍କୁ ନୁହେଁ, ରଣବୀର କପୁରଙ୍କୁ କାଷ୍ଟ କରିବାକୁ ଚାହୁଁଥିଲେ ନିର୍ଦ୍ଦେଶକ ରାଜକୁମାର ହିରାନୀ ବଲିଉଡର ପପୁଲାର ନିର୍ଦ୍ଦେଶକ ରାଜକୁମାର ହିରାନୀ ଏବେ ତାଙ୍କ ଦ୍ୱାରା ନିର୍ଦ୍ଦେଶିତ...

ଶ୍ରୀମନ୍ଦିର ମାମଲା: ସେବାୟତ କହିଲେ ଇଏ ଅଣଓଡ଼ିଆଙ୍କ ଚକ୍ରାନ୍ତ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଚାଲିଆସିଥିବା ସେବାୟତ ବ୍ୟବସ୍ଥାକୁ ଉଠାଇଦେବା ପାଇଁ ପୁରୀ ଜିଲ୍ଲା ଜଜ୍ ଯେଉଁ ସୁପାରିଶ କରିଛନ୍ତି ତାହାକୁ କିଛି ଅଣଓଡ଼ିଆଙ୍କ ଚକ୍ରାନ୍ତ ବୋଲି ଏକ ଶକ୍ତିଶାଳୀ ସେବାୟତ...

“ଭଗବାନଙ୍କ ଅସ୍ତିତ୍ଵ ଅଛି ବୋଲି ଯଦି ପ୍ରମାଣିତ ହେବ ରାଷ୍ଟ୍ରପତି ପଦ ଛାଡ଼ିଦେବି”

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚର୍ଚ୍ଚାରେ ଫିଲିପାଇନ୍ସର ରାଷ୍ଟ୍ରପତି ରୋଡ୍ରିଗୋ ଦୁତର୍ତେ। ସର୍ବଦା ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ରୋଡ୍ରିଗୋ ଏବେ ଭଗବାନଙ୍କୁ ନେଇ ପୁଣି ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଫିଲିପାଇନ୍ସର...

‘ସ୍ତ୍ରୀ’ ଚଳଚ୍ଚିତ୍ର ଥିଲା ଗୌରପ୍ରସାଦ-ପାର୍ବତୀଙ୍କ ପାଇଁ ମାଇଲଖୁଣ୍ଟ

ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ 'ସ୍ତ୍ରୀ' ଓଡ଼ିଆ ସିନେମାର ଏକ ମାଇଲଖୁଣ୍ଟ। ପାରିବାରିକ କାହାଣୀକୁ ନେଇ ଗଢିଉଠିଥିବା ଏହି ଚଳଚ୍ଚିତ୍ରଟି ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନୀତ ହୋ‍ଇଥିଲା। ୧୯୬୮ ମସିହା ଥିଲା ଓଡ଼ିଆ ସିନେମା ପାଇଁ ମରୁଡ଼ିର ବର୍ଷ।...

ପୁସ୍ତକ ସମୀକ୍ଷା: ସାୟାହ୍ନର ସ୍ମୃତି

ଭାସ୍କର ପରିଛା ରାଜକିଶୋର ନାୟକ ଥିଲେ ଜଣେ ସମାଜସେବୀ, ଦରଦୀ ମଣିଷ ଓ ମୁଲ୍ୟବୋଧର ପୂଜାରୀ। ରାଜକିଶୋର ବାବୁ ନିଜେ ନିଜ ଜୀବନୀ ଲେଖିନଥିଲେ। ସେହି ଦାୟିତ୍ୱଟିକୁ ତାଙ୍କ ପତ୍ନୀ ନିର୍ମଳପ୍ରଭା ନାୟକ ତୁଲାଇଛନ୍ତି। 'ପାଟକୁରା...

ଶରୀରକୁ ଫିଟ୍‌ ରଖିବାକୁ ଚାହୁଁଛନ୍ତି କି? ଖାଆନ୍ତୁ ଡାଳିମ୍ବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶରୀରକୁ ଫିଟ୍‌ ଓ ହେଲଦି ରଖିବା ପାଇଁ ସବୁ ପ୍ରକାର ଫଳ ଖାଇବା ଆବଶ୍ୟକ। ଡାଳିମ୍ବ ଫଳ ସ୍ଵାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ତେବେ ଏହାର ଚୋପାରେ ମଧ୍ୟ ଔଷଧୀୟ ଗୁଣ...

ଜାଣନ୍ତି କି ରଣବୀରଙ୍କ ପୂର୍ବରୁ ଆଲିଆ କାହା ସହ ଡେଟ୍‍ କରୁଥିଲେ?

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡ ଦିଭା ଆଲିଆ ଭଟ୍ଟ ନିଜର ଅଭିନୟ ପ୍ରତିଭା ପାଇଁ ଯେତିକି ପପୁଲାର, ଆଫେଆର ପାଇଁ ବି ସେତିକି ଚର୍ଚ୍ଚାରେ ରହିଆସିଛନ୍ତି। ଆସନ୍ତୁ ତାଙ୍କ ଆଫେଆର୍ ସମ୍ପର୍କରେ ଜାଣିବା… ଆଲିଆ ଭଟ୍ଟ...

ରଥଯାତ୍ରାରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ: ପୁରୀରେ ମୁତୟନ ହେବେ ୧୬୭ ଡାକ୍ତର

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମୟରେ ପୁରୀରେ ଶ୍ରଦ୍ଧାଳୁଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି। ଶ୍ରଦ୍ଧାଳୁଙ୍କ...

ନୂଆ ରେଳ ଷ୍ଟେସନ ଲୋକାର୍ପଣରେ କେଁ: ଆସିଲେନି ବିଜେଡି ନେତା, ଧର୍ମେନ୍ଦ୍ର କହିଲେ ହୀନ ରାଜନୀତି

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଭୁବନେଶ୍ୱର ନୂଆ ରେଳ ଷ୍ଟେସନ ଲୋକାର୍ପଣକୁ ନେଇ ରାଜନୀତି। ବିଜେଡି ନେତା ମନ୍ତ୍ରୀ ଲୋକାର୍ପଣ ଉତ୍ସବକୁ ନଆସିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ହୀନ ରାଜନୀତି। ଭୁବନେଶ୍ୱର ଉପକଣ୍ଠ ରଘୁନାଥପୁରରେ ଲୋକାର୍ପଣ...