ପୁଣି ଫେରିଲା ସିବିଆଇ: ଏଥର ଅଫିସରଙ୍କୁ ଟାର୍ଗେଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସିସୋର୍‌ ଚିଟଫଣ୍ଡ ଲିଙ୍କକୁ ନେଇ ସିବିଆଇ ପୁଣି ମାତିଛି। ରାଜନେତାଙ୍କ ପରେ ସିବିଆଇ ଏବେ ଅଫିସରଙ୍କୁ ଟାର୍ଗେଟ କରିଛି। ୬ ମାସ ପରେ ପୁଣି ସିବିଆଇ ମାତିଲା ଦୁଇ ଆଇଏଏସ୍‌ ଅଫିସରଙ୍କୁ...

ସିବିଆଇ ଅଫିସରେ ସିସୋର ମୁଖ୍ୟ ପ୍ରଶାନ୍ତ ଦାଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସିସୋର ମୁଖ୍ୟ ପ୍ରଶାନ୍ତ ଦାଶ ଆଜି ଭୁବନେଶ୍ୱରସ୍ଥିତ ସିବିଆଇ ଅଫିସ୍‌ରେ ସୋମବାର ହାଜର ହୋଇଥିଲେ। ଘଣ୍ଟାଏ ପରେ ସିବିଆଇ ଅଫିସ୍‌ରୁ ପ୍ରଶାନ୍ତ ବାହାରିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, "ରାଜ୍ୟ...

ବକ୍ସ ଅଫିସରେ ‘ସଞ୍ଜୁ’ ସୁପରହିଟ୍: ‘ବାହୁବଳୀ’କୁ ବି ଟପିଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ  ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ ‘ସଞ୍ଜୁ’ ବକ୍ସ ଅଫିସରେ ଧୂମ୍ ମଚାଇଛି। ଚଳିତବର୍ଷର ସବୁଠୁ ରେକର୍ଡ ବ୍ରେକର ଫିଲ୍ମ ଭାବେ ‘ବାହୁବଳୀ’କୁ ମଧ୍ୟ ପଛରେ ପକାଇଛି। ଶୁକ୍ରବାର ଦିନ ରିଲିଜ ହୋଇଥିବା...

ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ବିଜେଡିରୁ ନିଲମ୍ବିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ବିଜେଡି ଦଳରୁ ନିଲମ୍ବିତ ହୋଇଛନ୍ତି। ନବୀନଙ୍କୁ ନିଲମ୍ବିତ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ଥିବା ନେଇ ନବୀନ...

ଦିଲ୍ଲୀର ବୁରାରି ଅଞ୍ଚଳରେ ଚାଞ୍ଚଲ୍ୟ: ଗୋଟିଏ ଘରୁ ମିଳିଲା ପରିବାରର ୧୧ ମୃତ ଶରୀର

  ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍ତର ଦିଲ୍ଲୀର ବୁରାରି ସନ୍ଥ ନଗର ଅଞ୍ଚଳରେ ଗୋଟିଏ ଘର ଭିତରୁ ପରିବାରର ୧୧ ଜଣଙ୍କ ମୃତଦେହ ମିଳିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ରବିବାର ସକାଳୁ ଦିଲ୍ଲୀର ବୁରାରି ଅଞ୍ଚଳରୁ ଗୁରୁ...

କନ୍ଧମାଳରେ ଲଜ୍ଜାଜନକ ଘଟଣା: ଦିବ୍ୟାଙ୍ଗ ବାପା ଆଗରେ ଝିଅ ସହ ଗଣଦୁଷ୍କର୍ମ

ଓଡ଼ିଶାଲାଇଭ୍‌ ବ୍ୟୁରୋ କନ୍ଧମାଳ ଜିଲ୍ଲାରେ ଘଟିଛି ଏକ ଲଜ୍ଜାଜନକ ଘଟଣା। ବାପା ସମ୍ମୁଖରେ ଝିଅକୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ବାପା ସାମ୍ନାରୁ ଝିଅକୁ ଟେକିନେଇ ଗଣଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। କନ୍ଧମାଳ ଜିଲ୍ଲାରେ...

ପୁରୀ ସେବାୟତଙ୍କ ବିରୋଧ ଯୋଗୁଁ ରଥଯାତ୍ରାର ଶେଷ ସମନ୍ୱୟ କମିଟି ବୈଠକ ଘୁଞ୍ଚିଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀ ରଥଯାତ୍ରାର ଶେଷ ସମନ୍ୱୟ କମିଟି ବୈଠକ ଘୁଞ୍ଚିଲା। ଜୁଲାଇ ୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକକୁ ୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଘୁଞ୍ଚିଲା ପୁରୀ ରଥଯାତ୍ରାର ଶେଷ...

ଅନୈତିକ କାର୍ଯ୍ୟରେ ଲିପ୍ତ ଥିଲେ ପୂର୍ବତନ ବିଧାୟକ ନବୀନ ନନ୍ଦ! ଗିରଫ ହୋଇ ଜାମିନରେ ମୁକୁଳିଥିଲେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ଅଚାନକ ନିଖୋଜ ହେବା ଓ ତାଙ୍କଠାରୁ ଚୋରି ହୋଇଥିବା ଘଟଣାରେ ନୂଆମୋଡ଼। ଢ଼େଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ନିଖୋଜ ନଥିଲେ କି ତାଙ୍କଠାରୁ କୌଣସି...

ଘାଟି ତଳକୁ ଖସିଲା ଯାତ୍ରୀବାହୀ ବସ୍‌: ୪୮ମୃତ, ୮ ଆହତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍ତରାଖଣ୍ଡ ପୌଡି ଗଡବାଲରେ ରବିବାର ସକାଳେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି। ଘାଟି ତଳକୁ ଏକ ଯାତ୍ରୀବାହୀ ବସ ଖସି ପଡି ୪୮ ଜଣଙ୍କ ମୃତ୍ୟୁ ଘଟିଛି। ଉତ୍ତରାଖଣ୍ଡ ଗଡବାଲ ଜିଲ୍ଲା...

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଆତ୍ମହତ୍ୟା କଲା ସ୍ୱାମୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଭାଲୁମୁଣ୍ଡା କଲୋନୀ ପଡ଼ା ଗାଁରେ ଏକ ଅଭାବନୀୟ ଘଟଣା। ପାରିବାରିକ କଳହରୁ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ସ୍ୱାମୀ ଆତ୍ମହତ୍ୟା କରିଛି। ବଲାଙ୍ଗିର...