ବୀଭତ୍ସ ହତ୍ୟା: ପୁରୀରେ ଗଣ୍ଡି, ଡେଲାଙ୍ଗରୁ ମିଳିଲା ମୁଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଜିଲ୍ଲାରେ ଘଟିଛି ଏକ ଲୋମଟାଙ୍କୁରା ଘଟଣା। ପୁରୀରେ ଗୁଣପୁର-ପୁରୀ ପାସେଞ୍ଜର ଟ୍ରେନର ଟଏଲେଟ୍ରୁ ମୁଣ୍ଡବିହୀନ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଡେଲାଙ୍ଗ ଥାନା ଅନ୍ତର୍ଗତ ଗାନ୍ଧିଛକ ରେଳବାଇ ଫାଟକ...
ଜାମ୍ମୁ-କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାମ୍ମୁ-କାଶ୍ମୀରରେ ଭାଜପା-ପିଡ଼ିପି ମେଣ୍ଟ ଭାଙ୍ଗିଯିବା ପରେ ରାଜ୍ୟରେ ରାଜ୍ୟପାଳ ଶାସନ ଲାଗୁ ହୋଇଛି।
ଜାମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗି ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ। ଗତକାଲି ମେଣ୍ଟ ସରକାରରୁ ବିଜେପି ଓହରିଯିବାର...
ଆମେରିକୀୟ ଗାୟକ ନିକ୍ ଜୋନାସଙ୍କ ପୂର୍ବରୁ ଆଉଜଣେ ବଲିଉଡ ନାୟକଙ୍କୁ ଡେଟ୍ କରୁଥିଲେ ପ୍ରିୟଙ୍କା ଚୋପ୍ରା
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡ ନାୟିକା ପ୍ରିୟଙ୍କା ଚୋପ୍ରା ଆମେରିକୀୟ ଗାୟକ ନିକ୍ ଜୋନାସଙ୍କୁ ଡେଟିଂ କରୁଥିବା ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି।
ପ୍ରିୟଙ୍କା ଚୋପ୍ରା ଜଣେ ଆମେରିକୀୟ ଗାୟକ ନିକ୍ ଜୋନାସ୍ଙ୍କୁ...
ଚିଲିକା ଡଙ୍ଗାବୁଡ଼ି: ତଦନ୍ତ ଆରମ୍ଭ ନହେଉଣୁ ଶେଷ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ସରକାରଙ୍କ ଆଦେଶ କ୍ରମେ ଆଜିଠାରୁ ଚିଲିକା ଡଙ୍ଗାବୁଡ଼ି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ବନ୍ଦର ଏବଂ ଅନ୍ତର୍ଦ୍ଦେଶୀୟ ଜଳପଥ ପରିବହନ ନିର୍ଦ୍ଦେଶାଳୟ ବିଭାଗର ୭ ଜଣିଆ ଟିମ୍ ଜେଟିରେ ପହଞ୍ଚି...
ନାଲକୋ ପକ୍ଷରୁ ପ୍ରସ୍ତୁତ ସ୍ୱଚ୍ଛ ଭାରତ ସମ୍ପର୍କିତ ମ୍ୟୁଜିକ୍ ଭିଡିଓ ଉନ୍ମୋଚିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ନବରତ୍ନ କମ୍ପାନି ନାଲକୋ ପକ୍ଷରୁ ପ୍ରସ୍ତୁତ ସ୍ୱଚ୍ଛ ଭାରତ ସମ୍ପର୍କିତ ଏକ ହିନ୍ଦୀ ମ୍ୟୁଜିକ ଭିଡିଓ ଇନ୍ଦୋରଠାରେ ଉନ୍ମୋଚିତ ହୋଇଛି। ଏହାକୁ କେନ୍ଦ୍ର ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଏବଂ ଖଣି ମନ୍ତ୍ରୀ...
କାଶ୍ମୀରରେ ଆତଙ୍କବାଦୀ, ଗଣ୍ଡଗୋଳ ସୃଷ୍ଟିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାମ୍ମୁ-କାଶ୍ମୀରରେ ବଜେପି-ପିଡିପି ମେଣ୍ଟ ସରକାର ଭାଙ୍ଗିବା ପରେ ସେଠାରେ ରାଜ୍ୟପାଳ ଶାସନ ଲାଗୁ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଗୋଟିଏପଟେ ରାଷ୍ଟ୍ରପତି ଶାସନ ପାଇଁ...
“ମୋତେ ବିହାରୀ ଓ ଡାକ ପିଅନ କହି କି ଶାନ୍ତି ପାଉଛନ୍ତି”- ଧର୍ମେନ୍ଦ୍ର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ଷୋଭଭରା ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ବିହାରୀ ଏବଂ ଡାକ ପିଅନ କହି ଟିମ୍ ନବୀନ କି ଶାନ୍ତି ପାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ।
...
୨୭ ପରେ ମୌସୁମୀ ବର୍ଷା ଜୋର୍ ଧରିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୌସୁମୀ ବର୍ଷା ଜୁନ୍ ୨୭ ବେଳକୁ ଜୋର ଧରିବ। ଜୁନ ୮ ତାରିଖରେ ଏହା ଓଡ଼ିଶା ଛୁଇଁଥିଲେ ହେଁ ତାପରଠୁ ଦୁର୍ବଳ ହୋଇପଡ଼ିଛି। ମାସ ଶେଷ ଅର୍ଥାତ ୨୭ ତାରିଖ ବେଳକୁ...
ଦିଲ୍ଲୀରେ ଶେଷ ହେଲା ପଲିଟିକାଲ ଡ୍ରାମା: ଧାରଣାରୁ ଉଠିଲେ କେଜରିୱାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀରେ ଶେଷ ହୋଇଛି ହାଇଭୋଲଟେଜ ପଲିଟିକାଲ ଡ୍ରାମା। ୯ ଦିନ ପରେ ଧାରଣାରୁ ଉଠିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ବରିଷ୍ଠ ଆଇଏଏସ୍ ଅଫିସର ଏବଂ ମୁଖ୍ୟ ଶାସନ ସଚିବ ଅଂଶୁ...
ତାତିରୁ ତ୍ରାହି ମିଳୁନି: ୪୦ ଡିଗ୍ରୀ ଉପରେ ୧୦ଟି ସହରର ତାପମାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
୨୩ ପରେ ମୌସୁମୀ ହେବ ସକ୍ରିୟ
୨୫ରୁ ହେବ ବର୍ଷା
୨୫ ଯାଏଁ ତାତିରୁ ନିସ୍ତାର ନାହିଁ
ଭୁବନେଶ୍ୱର ସବୁଠୁ ଉତ୍ତପ୍ତ
ଆକାଶରୁ ନିଆଁ ବର୍ଷୁଛି। ସକାଳ ୯ଟା ବାଜିଲେ ଘରୁ...





















