ପାର୍ଲାମେଣ୍ଟରେ ଓଡ଼ିଶା ସାଂସଦଙ୍କ ଚାରି ବର୍ଷର ରିପୋର୍ଟ କାର୍ଡ, ସବାପଛରେ ସିଦ୍ଧାନ୍ତ
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଗତ ଚାରିବର୍ଷ ମଧ୍ୟରେ ପାର୍ଲାମେଣ୍ଟରେ କିଭଳି ରହିଛି ଓଡ଼ିଆ ସାଂସଦମାନଙ୍କ ଦକ୍ଷତା? ପଢ଼ନ୍ତୁ, ଜାଣନ୍ତୁ....
୨୦୧୪ ସାଧାରଣ ନିର୍ବାଚନରେ ଜନସାଧାରଣଙ୍କ ଭୋଟ୍ ପାଇ ଓଡ଼ିଶାରୁ ୨୧ ଜଣ ସାଂସଦ ଲୋକସଭାକୁ ନିର୍ବାଚିତ...
ମୁମ୍ବାଇ ୱର୍ଲିରେ ଭୟାବହ ଅଗ୍ନିକାଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁମ୍ବାଇ ୱର୍ଲିସ୍ଥିତ ଏକ ଆପାର୍ଟମେଣ୍ଟର ୩୨ ନମ୍ବର ଫ୍ଲାଟରେ ବୁଧବାର ଅପରାହ୍ଣରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି। ୧୦ଟି ଦମକଳ ଗାଡ଼ି ନିଆଁ...
କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ଉପନିର୍ବାଚନ ହେବନି
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
କେନ୍ଦ୍ରାପଡା ଲୋକସଭା ଆସନରୁ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ପ୍ରଦାନ ପରେ ଲୋକସଭାରେ ବିଜୁ ଜନତା ଦଳର ସାଂସଦଙ୍କ ସଂଖ୍ୟା ଏବେ ୧୯କୁ ଖସି ଆସିଛି। ତେବେ କେନ୍ଦ୍ରାପଡ଼ା ଆସନ ପାଇଁ...
ରାୟଗଡାରେ ଚହଳ: ନବଜାତ ଶିଶୁ ପୁତ୍ର ବଦଳରେ ମୃତ ଶିଶୁ କନ୍ୟା?
ଓଡ଼ିଶାଲାଇଭ୍ ବ୍ୟୁରୋ
ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଶିଶୁ ବଦଳ ଅଭିଯୋଗକୁ ନେଇ ମଙ୍ଗଳବାର ଦିନ ଚହଳ ପଡ଼ିଥିଲା। ନବଜାତ ପୁତ୍ର ସନ୍ତାନ ବଦଳରେ ଡାକ୍ତରଖାନା କର୍ମଚାରୀ ଏକ ମୃତ ଶିଶୁ କନ୍ୟା...
ରଥଯାତ୍ରାକୁ ଶୃଙ୍ଖଳିତ କରିବା ପ୍ରଥମ କାମ: ମୁଖ୍ୟ ପ୍ରଶାସକ
ଓଡ଼ିଶାଲାଇଭ୍ ବ୍ୟୁରୋ
‘‘ଚଳିତ ବର୍ଷ ରଥଯାତ୍ରାକୁ ଶୃଙ୍ଖଳିତ କରିବା ଏବେ ଆମ ପ୍ରଥମ କାମ’’, ଏକଥା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବରିଷ୍ଠ ଆଇଏସ୍ ଅଫିସର ପ୍ରଦୀପ୍ତ କୁମାର...
ସରକାରୀ ବ୍ୟାଙ୍କ ଉପରେ ନିୟନ୍ତ୍ରଣ ପାଇଁ ରିଜର୍ଭ ବ୍ୟାଙ୍କ ପାଖରେ ଆବଶ୍ୟକ କ୍ଷମତା ନାହିଁ
ଓଡ଼ିଶାଲାଇଭ୍ ବିଜ୍ନେସ୍ ବ୍ୟୁରୋ
ରିଜର୍ଭ ବ୍ୟାଙ୍କ୍ ପାଇଁ ସଂସଦୀୟ ଷ୍ଟାଣ୍ଡିଂ କମିଟି ନିକଟରେ ଅଧିକ କ୍ଷମତା ମାଗିଲେ ଗଭର୍ଣ୍ଣର ଉର୍ଜିତ୍ ପଟ୍ଟେଲ୍।
ଦେଶରେ ଏବେ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଦେଖା ଦେଇଥିବା ଅନି।ୟମିତତା ସବୁଠାରୁ ବଡ଼ ଆର୍ଥିକ...
ଜନତା କ’ଣ କଲ, ଲାଞ୍ଚୁଆ ବିଜୁଳିବାଲାଙ୍କଠୁଁ ଲାଞ୍ଚ ଟଙ୍କା ବାହାର କଲ!
ଓଡ଼ିଶାଲାଇଭ୍ ବ୍ୟୁରୋ
ସୌଭାଗ୍ୟ ଯୋଜନାରେ ବିଜୁଳି ସଂଯୋଗ ପାଇଁ ଲୋକଙ୍କଠୁଁ ଲାଞ୍ଚ ମାଗି ନିଜ ପାଇଁ ଦୁର୍ଭାଗ୍ୟକୁ ହୁଇସିଲ୍ ମାରି ଡାକି ଆଣିଥିବା ବିଜୁଳି ବାବୁମାନଙ୍କ କାହାଣୀ ଜାଣନ୍ତୁ!
ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍ ସଂଯୋଗ ପାଇଁ...
ସାଂସଦଙ୍କ କାର୍ଯ୍ୟଦକ୍ଷତା: ଭର୍ତ୍ତୃହରି ଆଗରେ, ହାଂସଦା ସବୁଠୁ ପଛରେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକସଭାରେ ଓଡ଼ିଶାର ସାଂସଦ ମାନଙ୍କ କାର୍ଯ୍ୟଦକ୍ଷତା ସମ୍ପର୍କରେ ଏବେ କିଛି ତଥ୍ୟ ଆସିଛି। ଗୃହରେ ଉପସ୍ଥିତ ରହିବା, ପ୍ରଶ୍ନ ପଚାରିବା, ବିଭିନ୍ନ ଆଲୋଚନାରେ ଭାଗ ନେବା ଓ ଏମପିଲାଡ଼ ଫଣ୍ଡ ଖର୍ଚ୍ଚ...
ବିପିୟୁଟି କୁଳପତିଙ୍କ ଅଡ଼ୁଆ ବଢ଼ିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର (ବିପିୟୁଟି) କୁଳପତି ପ୍ରଫେସର ଚିତ୍ତରଞ୍ଜନ ତ୍ରିପାଠୀଙ୍କ ପାଇଁ ବଢ଼ିଲା ଅଡୁଆ। ଆଗୁଆ ଜାମିନ୍ ପାଇଁ ସେ ହାଇକୋର୍ଟରେ କରିଥିବା ଆବେଦନ ଉପରେ ଅନ୍ତରୀଣ ସୁରକ୍ଷା ମିଳିନଥିବାରୁ...
ବିଜୁ ପଟ୍ଟନାୟକ ଷ୍ଟିଲ୍ ପ୍ରତିଷ୍ଠାନକୁ ଆଇଆଇଟି ସ୍ତରକୁ ଆଣିବା ପାଇଁ ନବୀନଙ୍କ ଦାବି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗାମୀ ଦିନରେ ଦେଶରେ ଇସ୍ପାତ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ଏକ ହଟ୍ ସ୍ପଟ୍ ହେବାକୁ ଯାଉଛି ଓଡ଼ିଶା।
ରାଜ୍ୟରେ ଥିବା ବିଜୁ ପଟ୍ଟନାୟକ ଷ୍ଟିଲ୍ ଇନଷ୍ଟିଚ୍ୟୁଟ୍ରେ ଆଇଆଇଟି ଭଳି ପାଠ୍ୟକ୍ରମ ପ୍ରଚଳନ...





















