ହୃଦରୋଗ ଆଶଙ୍କା କମାଏ ବାଦାମ
ଓଡ଼ିଶାଲାଇଭ୍ ବ୍ୟୁରୋ
ହୃଦରୋଗ ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟିଗଲାଣି କହିଲେ ଆଦୌ ଭୁଲ୍ ହେବ ନାହିଁ । ଏହାଠାରୁ ଦୂରେଇ ରହିବାକୁ ହେଲେ ଆମକୁ ଏକ ପରିବର୍ତ୍ତିତ ଜୀବନଶୈଳୀ ଆପଣାଇବାକୁ ପଡ଼ିଥାଏ।
ନିକଟରେ ଆମେରିକୀୟ ହୃଦବିଜ୍ଞାନୀ ଏକ...
ଆରଡି ବର୍ମନ୍ ଓ ଆଶା ଭୋଁସଲେଙ୍କ ପ୍ରେମ କାହାଣୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାହୁଲ୍ ଦେବ ବର୍ମନ ହେଉଛନ୍ତି ଭାରତୀୟ ସିନେମା ଦୁନିଆର ଜଣେ ସୁପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ। ତାଙ୍କୁ ସାଧାରଣ ଭାବେ ଆରଡି ବର୍ମନ ଭାବେ ସମସ୍ତେ ଜାଣନ୍ତି। କିନ୍ତୁ ବଲିଉଡରେ ସେ ପଞ୍ଚମ...
ଭାରତର ଅଧିକାଂଶ ଲୋକ ଦିନକୁ ୨୫ ଟଙ୍କାରୁ କମ୍ ରୋଜଗାର କରୁଛନ୍ତି: ମାଣିକ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜକିଶୋର ନାୟକ ସ୍ମାରକୀ ବକ୍ତୃତା
ବକ୍ତୃତାର ଶୀର୍ଷକ 'ପରିପୂର୍ଣ୍ଣତାରେ ପ୍ରତିଷ୍ଠା: ରାଜନୀତିରେ ମୂଲ୍ୟବୋଧ'
ରାଜକିଶୋର ନାୟକଙ୍କ ଜୀବନୀ ଉପରେ ପୁସ୍ତକ
'ସାୟାହ୍ନର ସ୍ମୃତି' ଉନ୍ମୋଚିତ
"ଭାରତୀୟ ସ୍ୱାଧୀନତା ସଂଗ୍ରାମ ଥିଲା ଏକ ରାଜନୀତିକ ଆନ୍ଦୋଳନ। ସେତେବେଳେ...
ଆରପାରିରେ ବିଶିଷ୍ଟ ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀ
ଓଡ଼ିଶାଲାଇଭ୍ ବ୍ୟୁରୋ
୬ ଦଶନ୍ଧି ଧରି ଓଡ଼ିଆ ସଙ୍ଗୀତ ଜଗତ ସହ ଜଡ଼ିତ ଥିବା ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ଦେହାନ୍ତରେ ଶୋକର ଛାୟା ଖେଳିଯାଇଛି।
ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣଶୁଣା ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀଙ୍କର...
ଦେଶ କଥା କିଏ ଚିନ୍ତା କରୁଛି?
ଛନ୍ଦା ମିଶ୍ର
ଆମ ଗୋଡରେ ଯଦି ମଇଳା ନ ଲାଗିଛି, ତେବେ ବାକି କାହାର କ’ଣ ହେଲା ତାକୁ ନେଇ ଆମେ ମୁଣ୍ଡ ଖେଳାଉନା। କେବଳ କିଛି ଫମ୍ଫା ଉପଦେଶ ଦେଇ ନିଜର କର୍ତ୍ତବ୍ୟ...
ପ୍ରତିଶ୍ରୁତିବଦ୍ଧତା
ରବୀନ୍ଦ୍ର ନାରାୟଣ ମିଶ୍ର
ବର୍ଷେ ଦି ବର୍ଷ ନୁହେଁ, ଦୀର୍ଘ ତିରିଶ ବର୍ଷ କାଳ ୱାଶିଂଟନ୍ ତାଙ୍କ ଆଙ୍ଗୁଠି ଠାରରେ ସେତୁ ନିର୍ମାଣର ବିଭିନ୍ନ ପର୍ଯ୍ୟାୟ ସମ୍ବନ୍ଧରେ ଦିଗ୍ଦର୍ଶନ ଦେଇଚାଲିଲେ ଏବଂ ସେହି ସାଧନାର...
ଖରାଦିନେ ଶରୀରକୁ ସୁସ୍ଥ ରଖେ ଲେମ୍ବୁ-ପୋଦିନା ସର୍ବତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନକୁ ଦିନ ଖରା ଟାଣ ହେଲାଣି। ଦିନ ୧୦ଟା ବେଳକୁ ପଦାକୁ ବାହାରିବା କଷ୍ଟକର ହୋଇପଡୁଛି। ପ୍ରଚଣ୍ଡ ଖରାରେ ଶରୀରରୁ ପ୍ରଚୁର ଝାଳ ବୋହେ। ଫଳରେ ଶରୀରରୁ ଜଳୀୟ ଅଂଶ କମିଯିବା...
ପାଟିରେ ତୁଣ୍ଡ ଘା’ ହୋଇଛି କି? ଖାଆନ୍ତୁ ଗୁଜୁରାତି
ଓଡ଼ିଶାଲାଇଭ୍ ବ୍ୟୁରୋ
ତୁଣ୍ଡ ଘା’ ଏଭଳି ସମସ୍ୟା ଊଣା ଅଧିକେ ସଭିଏଁ ଭୋଗିଥାନ୍ତି। ଗାଲ ଭିତର ଓଠ ଓ ଜିଭ ସିଝିଗଲା ପରି ଲାଗେ, ଖାଇଲେ କି ପାଣି ପିଇଲେ ବି କଷ୍ଟ ହୁଏ।...
ଉଭୟ ବାପା ଓ ପୁଅଙ୍କ ସହ ଅନସ୍କ୍ରିନ୍ ରୋମାନ୍ସ କରିଥିବା ନାୟିକା
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡରେ ବାପା ନାୟକ ଭୂମିକାରେ ଅଭିନୟ କରି ଚର୍ଚ୍ଚିତ ହୋଇଥିଲେ। ତା’ପରେ ସେହି ଅଭିନେତାଙ୍କ ପୁଅ ମଧ୍ୟ ନାୟକ ଭାବେ ବେଶ୍ ଲୋକପ୍ରିୟତା ସାଉଁଟିଛନ୍ତି। ଆଉ କିଛି ନାୟିକା ବି...
ଅନୁଭବ: କେବେ ଅର୍ଜୁନ ତ ପୁଣି ଅଭିମନ୍ୟୁ, ଏବେ ପ୍ରେମ କୁମାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଲିଉଡର ସୁପରଷ୍ଟାର୍ ଅନୁଭବ ମହାନ୍ତି। ପରଦାରେ କେତେବେଳେ ଅର୍ଜୁନ ସାଜିଛନ୍ତି ତ ପୁଣି କେବେ ଅଭିମନ୍ୟୁ ଭାବେ ନଜର ଆସିଛନ୍ତି। ୨୦୦୪ରେ ବ୍ଲକବଷ୍ଟର ମୁଭି ‘ଆଇ ଲଭ୍ ୟୁ’ରୁ ଓଲିଉଡର ସୁପରଷ୍ଟାର...





















