ଆଇପିଏଲ ୨୦୧୮: ଅରେଞ୍ଜ୍ ଓ ପର୍ପଲ କ୍ୟାପକୁ ନେଇ ଲଢ଼େଇ ଜୋରଦାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଚାଲିଛି ଆଇପିଏଲ ମହାସମର। ୮ଟି ଟିମ୍ ମଧ୍ୟରେ ହେଉଛି ଜୋରଦାର ଟକ୍କର। କିଏ ଏଥର ଜିତିବ ବାଜି। ଟାଇଟେଲ ଜିତିବାକୁ ୪ଟି ଟିମ୍ ପ୍ରମୁଖ ଦାବିଦାର ମନେକରାଯାଉଛି। କିନ୍ତୁ ଏହାପୂର୍ବରୁ ଟୁର୍ଣ୍ଣାମେଣ୍ଟର...
ହୃଦୟର ପରିଚୟ
ରବୀନ୍ଦ୍ର ନାରାୟଣ ମିଶ୍ର
ମନ ଓ ହୃଦୟ ସ୍ୱଚ୍ଛ ଥିଲେ ଏହା କେବଳ କଥାରେ ନୁହେଁ, କାର୍ଯ୍ୟରେ ବି ଅନୁଭୂତ ହୋଇଥାଏ।
ଆମ ମନ ଓ ହୃଦୟର ଭାବକୁ ଆମେ ଯେମିତି ଜାଣିପାରୁ, ଅନ୍ୟମାନେ ସେମିତି...
ରୁପି ସମସ୍ୟା ଦୂର କରିବ ମେଥି
ଓଡ଼ିଶାଲାଇଭ୍ ବ୍ୟୁରୋ
କେଶରେ ରୁପି ଭଳି ସମସ୍ୟା ଦେଖାଦେବା ଏବେ ଏକ ସାଧାରଣ ସମସ୍ୟା ହୋଇ ଗଲାଣି। କେବଳ କିଛି ପ୍ରାକୃତିକ ତଥା ଘରୋଇ ଉପଚାର ସହାୟତାରେ ଏହି ସମସ୍ୟାକୁ ଦୂର କରାଯାଇପାରିବ।
ତେବେ ଆସନ୍ତୁ...
ସଞ୍ଜୟ ଦତ୍ତଙ୍କ ବାୟୋପିକର ଭିତିରି କଥା
ଓଡ଼ିଶାଲାଇଭ୍ ବ୍ୟୁରୋ
‘ମୁନ୍ନାଭାଇ ଏମ୍ବିବିଏସ୍’, ‘ଲଗେ ରହୋ ମୁନ୍ନା ଭାଇ’, ‘ଥ୍ରି ଇଡିଅଟସ୍’ ଓ ‘ପିକେ’ ଭଳି ବ୍ଲକବଷ୍ଟର ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାଜ କୁମାର ହିରାନୀ। ଏହାପରେ ମୁନ୍ନାଭାଇ ଓରଫ ସଞ୍ଜୟ...
ବଲିଉଡର ଏହି କଳାକାରମାନଙ୍କ ମୃତ୍ୟୁ ଏବେ ବି ରହସ୍ୟ ଘେରରେ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡରେ ଏମିତି କିଛି କଳାକାର ଥିଲେ ଯେଉଁମାନଙ୍କ ମୃତ୍ୟୁ ଏବେ ବି ରହସ୍ୟ ଘେରରେ ରହିଛି। ଗୁରୁ ଦତ୍ତଙ୍କଠାରୁ ଆରମ୍ଭ କରି ଶ୍ରୀଦେବୀଙ୍କ ପର୍ଯ୍ୟନ୍ତ ଆଗଧାଡ଼ିର କଳାକାରଙ୍କ ଆକସ୍ମିକ ମୃତ୍ୟୁ...
ସବୁ ପ୍ରଶ୍ନର ଉତ୍ତର ନଥାଏ
ଡକ୍ଟର ହରପ୍ରସନ୍ନ ଦାସ
ବୋଧହୁଏ ସମ୍ପର୍କ ଗଢ଼ିଉଠେ ଏବଂ ଭାଙ୍ଗିଯାଏ ଭାବପ୍ରବଣତାର କମ୍ ଆଉ ବେଶୀରେ। ଏ ସମ୍ପର୍କରେ ମନରେ ଆସେ ଅନେକ ପ୍ରଶ୍ନ କିନ୍ତୁ ସବୁ ପ୍ରଶ୍ନର ଉତ୍ତର ନଥାଏ।
ସୁଖ ଓ ଶାନ୍ତିରେ...
ଶିଶୁକନ୍ୟା ଦୁଷ୍କର୍ମ: ଉଦବେଗ ପ୍ରକାଶ କଲେ ସୁପ୍ରିମକୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଥମୁନି ଶିଶୁକନ୍ୟା ଦୁଷ୍କର୍ମ। ଶିଶୁକନ୍ୟା ଦୁଷ୍କର୍ମକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପକ୍ସୋ ଆଇନରେ ସଂଶୋଧନ କରାଯାଇଥିଲେ ମଧ୍ୟ ଏହି ଘଟଣା କମିବା ବଦଳରେ ବଢ଼ି ଚାଲିଛି। ଦେଶର...
ପରିଣତ ବୟସରେ ହାର ମାନି ନାହାନ୍ତି ଚିତ୍ରଶିଳ୍ପୀ ପ୍ରଭାକର
ଯଶୋବନ୍ତ ନାରାୟଣ ପାଢ଼ୀ
ବୟସ ୬୩ ବର୍ଷ। ହେଲେ ଚିତ୍ରଶିଳ୍ପୀ ଟି ପ୍ରଭାକର ରାଓଙ୍କ ମନରେ ଭରି ରହିଛି ଅନେକ ଆଶା ଏବଂ ସ୍ୱପ୍ନ। ବୟସ ଯେତିକି ବଢ଼ୁଛି ଚିତ୍ର ଆଙ୍କିବା ନିଶାରେ ସେ...
ମୋଦିଙ୍କ ମିଶନ୍ କର୍ଣ୍ଣାଟକ: ଗୋଟିଏ ଦିନରେ ତିନି ସଭା, ରାହୁଲଙ୍କୁ ଟାର୍ଗେଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକରେ ଗୋଟିଏ ଦିନରେ ତିନୋଟି ସଭାରେ ଉଦବୋଧନ ଦେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି।
ମିଶନ୍ କର୍ଣ୍ଣାଟକରେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଧାନସଭା ନିର୍ବାଚନ...
ବିମାନ ଯାତ୍ରା ବେଳେ ମୋବାଇଲରେ କଥା ହୋଇପାରିବେ ଯାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରତୀକ୍ଷାର ଅନ୍ତ ଘଟିଛି। ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନେ ଏଣିକି ମୋବାଇଲରେ କଥା ହେବା ସହ ଇଣ୍ଟରନେଟ୍ ବ୍ୟବହାର କରିପାରିବେ। ଟେଲିକମ୍ ବିଭାଗ ଏହି ପ୍ରସ୍ତାବ ଉପରେ ମୋହର ମାରିଛି।
ବିମାନ ଯାତ୍ରୀଙ୍କ...





















