ଆଜିର ବଡ଼ ଖବର(୨୧ ଏପ୍ରିଲ, ୨୦୧୮)

ଓଡ଼ିଶାଲାଇଭ୍‌ ବ୍ୟୁରୋ କଂଗ୍ରେସର ବାବା ନିରଞ୍ଜନ: ନେତା-କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ସେକେଣ୍ଡ ଇନିଂସ ଆରମ୍ଭ କରିଛନ୍ତି। ୧୯ ତାରିଖରେ ପିସିସି ସଭାପତି ଭାବେ ନିଯୁକ୍ତି ପାଇବା ପରେ ନିରଞ୍ଜନ...

ମହାଭିଯୋଗ: ତର୍କ ଅପେକ୍ଷା ରାଜନୀତି ବେଶୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୁଦ୍ଧରେ କଂଗ୍ରେସ ସମେତ ୭ଟି ଦଳ ଯେଉଁ ମହାଭିଯୋଗ ନୋଟିସ ଦେଇଛନ୍ତି ସେଥିରେ ତର୍କ ଅପେକ୍ଷା ରାଜନୀତି ବେଶୀ ଥିବା କଥା କ୍ରମଶଃ ସ୍ପଷ୍ଟ...

ଏୟାରଟେଲର ନୂଆ ଧମାକା: ୪୯ଟଙ୍କାରେ ମିଳିବ ୩ଜିବି ୪ଜି ଡାଟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜିଓକୁ ଟକ୍କର ଦେବା ପାଇଁ ଏୟାରଟେଲ୍‌ ଆଣିଛି ଆଉ ଏକ ନୂଆ ପ୍ଲାନ୍। କମ୍ପାନି ଗ୍ରାହକଙ୍କୁ ମାତ୍ର ୪୯ଟଙ୍କାରେ ଯୋଗାଇ ଦେଉଛି ୩ଜିବି ୪ଜି ଡାଟା। ଏହି ପ୍ଲାନ୍‌ର ବୈଧତା ରହିଛି...

ଆଇପିଏଲରେ ଲେଡି ଲକ୍‌: ସମସ୍ତଙ୍କ ମନ ଜିଣୁଛି କୁନି ଜିଭା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାଲିଛି ଆଇପିଏଲ-୨୦୧୮ ମହାସମର। ଦେଢ ମାସରୁ ଅଧିକ ଦିନ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ରୋମାଞ୍ଚ ସାରା ଦେଶରେ ଦେଖିବାକୁ ମିଳୁଛି। ଚୌକା-ଛକାରେ ଷ୍ଟାଡିୟମରେ ଖାଲି ଉଠୁଛିପଡ଼ୁଛି। କେବଳ ଦର୍ଶକ ନୁହେଁ...

ଚର୍ବି କମାଇବାକୁ ଚାହୁଁଛନ୍ତି କି? ଖାଆନ୍ତୁ କିସମିସ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାଧାରଣତଃ କିସମିସ୍‌କୁ ଡ୍ରାଏ ଫ୍ରୁଟସର ରାଜା କୁହାଯାଏ। ଅନ୍ୟ ଡ୍ରାଏ ଫ୍ରୁଟସ ତୁଳନାରେ କିସମିସ୍‌ ଅପେକ୍ଷାକୃତ ଶସ୍ତାରେ ମିଳୁଥିବାରୁ କିସମିସର ଚାହିଦା ଅଧିକ ରହିଥାଏ । କିସମିସ୍‌ରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ଏ...

ବାହାର ଭିତର

ରବୀନ୍ଦ୍ର ନାରାୟଣ ମିଶ୍ର ସେ ଅଧୈର୍ଯ୍ୟ ହୋଇ କହି ଉଠିଲେ, ‘‘ଓହୋ। ଏତେ ଡେରି କ’ଣ କରୁଛ। କହିଦିଅ - ଆପଣ ବାହାରେ ଭଲ, ଭିତରେ ଭଲ।’’ ସେ ଥିଲେ ଏ ଲେଖକର ହାକିମ। ତାଙ୍କ...

ଆତ୍ମ ସଚେତନତା ବା ନିଜକୁ ଚିହ୍ନିବା

ଡକ୍ଟର ହରପ୍ରସନ୍ନ ଦାସ (ତୃତୀୟ ଭାଗ) ଚାଲନ୍ତୁ ଆମେ ନିଜକୁ ପାଞ୍ଚୋଟି ପ୍ରଶ୍ନ ପଚାରିବା, ଯାହା ଆମ ବ୍ୟକ୍ତିତ୍ୱର ସଠିକ୍ ପରିଚୟ ଦେଇପାରିବ ନିଜକୁ ନିଜେ ପ୍ରଶ୍ନ ପଚାରିବା...

ମଦ୍ୟ ଆସକ୍ତିର ତିନୋଟି ଅବସ୍ଥା

ଗୀତା ଦାସ ମଦ ନପିଇଲେ ନଚଳେ! ଜଣେ ବ୍ୟକ୍ତି ଏଭଳି ଅବସ୍ଥାକୁ ଆସିଗଲା ପରେ ତା’ଠାରେ କି’ ଲକ୍ଷଣସବୁ ଦେଖାଯାଏ? ଆସନ୍ତୁ ଜାଣିବା। ପ୍ରଥମ ଅବସ୍ଥା ବର୍ତ୍ତମାନ ମଦ ପିଇବା ବେଳେ ତା’ର ପୂର୍ବ ପରି କାଣ୍ଡଜ୍ଞାନ...

ଗୀଷ୍ମଋତୁରେ କେମିତି ରଖିବେ ତ୍ଵଚାର ଯତ୍ନ: ଜାଣି ରଖନ୍ତୁ କିଛି ଟିପ୍ସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗ୍ରୀଷ୍ମଋତୁରେ ଅତ୍ୟଧିକ ଖରା ଯୋଗୁ ତ୍ଵଚା ଉପରେ ପ୍ରଭାବ ପଡ଼ିବାର ଯଥେଷ୍ଟ ସମ୍ଭାବନା ଥାଏ। ଖରାକୁ ବାହାରିବା ପୂର୍ବରୁ ସାବଧାନ ନରହିଲେ ତ୍ଵଚା ଉପରେ ଏହାର ବିଶେଷ ପ୍ରଭାବ ପଡ଼ିଥାଏ। ସାଧାରଣତଃ ଗରମ...

ବଲିଉଡର ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡରେ ପ୍ରତ୍ୟେକ ବର୍ଷ ବହୁ ନୂଆ କଳାକାର ଆସନ୍ତି। ଆଉ ପ୍ରତି ବର୍ଷ ଶତାଧିକ ସିନେମା ମୁକ୍ତିଲାଭ କରିଥାଏ। ହେଲେ ଏଥିମଧ୍ୟରୁ ଖୁବ୍ କମ୍‌ ସଂଖ୍ୟକ କଳାକାର ଓ ଫିଲ୍ମ ଗିନିଜ୍...