ଆଜିର ବଡ଼ ଖବର (୨୨ ଏପ୍ରିଲ ୨୦୧୮)
ଓଡ଼ିଶାଲାଇଭ୍ ବ୍ୟୁରୋ
ପାର୍ସଲ ବୋମା ବିସ୍ଫୋରଣରେ ନୂଆ ମୋଡ଼: କଲେଜ ଅଧ୍ୟାପକଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ
ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ନୂଆ ମୋଡ଼ ନେଇଛି। ବଲାଙ୍ଗିର ଏବଂ ପାଟଣାଗଡ଼ରେ ୧୫...
ଶିଶୁକନ୍ୟା ଦୁଷ୍କର୍ମକାରୀଙ୍କୁ ଫାଶୀଦଣ୍ଡ: ଅଧ୍ୟାଦେଶ ଉପରେ ମୋହର ମାରିଲେ ରାଷ୍ଟ୍ରପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଶିଶୁକନ୍ୟା ଦୁଷ୍କର୍ମକାରୀଙ୍କୁ ଫାଶୀଦଣ୍ଡ। କେନ୍ଦ୍ର କ୍ୟାବିନେଟ୍ର ନିଷ୍ପତ୍ତି ଉପରେ ରବିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ମାରିଛନ୍ତି ମୋହର।
ଶିଶୁକନ୍ୟା ଦୁଷ୍କର୍ମକାରୀଙ୍କୁ ଫାଶୀଦଣ୍ଡ ଦେବା ଅଧ୍ୟାଦେଶ ଉପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ମୋହର...
ମହାନଦୀ ମହାସମ୍ମିଳନୀରେ ବର୍ଷିଲେ ନବୀନ: କହିଲେ, “ଓଡ଼ିଶାକୁ ପାଣି ବନ୍ଦ କରିଛି ବିଜେପି ସରକାର”
ଓଡ଼ିଶାଲାଇଭ୍ ବ୍ୟୁରୋ
ନେତା-କର୍ମୀଙ୍କୁ ଉଦ୍ବୋଧନ ଦେଲେ ନବୀନ
ମହାନଦୀ ସୁରକ୍ଷା ପାଇଁ ଆହ୍ୱାନ ଦେଲେ
ଓଡ଼ିଶାକୁ ପାଣି ବନ୍ଦ କରିଛି ବିଜେପି ସରକାର
ଗାଁକୁ ଯାଇ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦେଲେ...
ବିବାଦ ଭିତରେ ବ୍ୟାଡମିଣ୍ଟନ ଏକାଡେମୀକୁ ପୂରିଲା ବର୍ଷେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରକୁ ଦେଶର କ୍ରୀଡ଼ା ରାଜଧାନୀରେ ପରିଣତ କରିବା ପାଇଁ ସରକାର ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି। ଏଥିପାଇଁ ବିପୁଳ ଅର୍ଥ ଖର୍ଚ୍ଚ ହେଉଥିବା ବେଳେ ନୂତନ ଭାବେ ଗଠିତ ଖେଳ ସଂସ୍ଥା ଭିତରେ...
ଯେସାକୁ ତେସା
ରବୀନ୍ଦ୍ର ନାରାୟଣ ମିଶ୍ର
ଆମ ଓଡ଼ିଆରେ କଥାଟିଏ ଅଛି - ଯେସାକୁ ତେସା। ଠିକଣା ଲୋକ ସାଙ୍ଗରେ ଠିକଣା ବ୍ୟବହାର କରିବାକୁ ଏଇ ଉକ୍ତିଟି ଆମକୁ ପରାମର୍ଶ ଦେଇଥାଏ।
ଆମ ଓଡ଼ିଆରେ କଥାଟିଏ ଅଛି -...
ଚର୍ବି ନିୟନ୍ତ୍ରଣ କରେ ଟମାଟୋ
ଓଡ଼ିଶାଲାଇଭ୍ ବ୍ୟୁରୋ
ରୋଷେଇ ଘରେ ଟମାଟୋ ଏକ ଦରକାରୀ ପରିବା ଭାବେ ବ୍ୟବହାର କରାଯାଏ। ବିଶ୍ଵରେ ଟମାଟୋ ଉତ୍ପାଦନ କରିବାରେ ସର୍ବାଗ୍ରେ ରହିଛି। ଏହାର ଅନେକ ଗୁଡ଼ିଏ ଉପକାରୀ ଗୁଣ ମଧ୍ୟ ରହିଛି।
ଟମାଟୋରେ ଭିଟାମିନ୍...
ହୃଦରୋଗ ଆଶଙ୍କା ଦୂର କରେ ଅଶ୍ୱଗନ୍ଧା
ଓଡ଼ିଶାଲାଇଭ୍ ବ୍ୟୁରୋ
ହଜାର ହଜାର ବର୍ଷ ପୂର୍ବରୁ ଅଶ୍ୱଗନ୍ଧା ଏକ ହର୍ବାଲ୍ ଉପଚାର ରୂପେ ଉପଯୋଗ ହୋଇଆସୁଛି। ଏହା କେବଳ ଭାରତରେ ନୁହେଁ, ବରଂ ଆମେରିକା ଓ ଆଫ୍ରିକାରେ ମଧ୍ୟ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରୁ...
ଯାତ୍ରା ପାର୍ଟି ବନ୍ଦ ହେବନି: ମୁଣ୍ଡ ଟେକିଲେଣି ନୂଆ ପାର୍ଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ଯଲିଉଡ ମାଲିକ ମହାସଂଘ ପକ୍ଷରୁ କିଛିମାସ ତଳେ ଘୋଷଣା କରାଯାଇଥିଲା ଯେ ଆଉ ସେମାନଙ୍କ ପକ୍ଷରେ ପାର୍ଟି ଚଳାଇବା ସମ୍ଭବପର ନୁହେଁ ସେମାନେ ଗୁଡ଼ାଏ କ୍ଷତି ସହୁଛନ୍ତି। ଯାତ୍ରା କଳାକାରମାନଙ୍କର ପାରିଶ୍ରମିକକୁ...
ବଲିଉଡର କେଉଁ ସୁପରଷ୍ଟାରଙ୍କ ପ୍ରାଇସ୍ କେତେ! ପଢ଼ନ୍ତୁ ଏହି ରିପୋର୍ଟ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡ୍ ଏପରି ଏକ ମାୟାନଗରୀ, ଯେଉଁଠି କିଏ ରାତାରାତି ହୋଇଯାଏ ସୁପରଷ୍ଟାର ତ କିଏ ମଧ୍ୟ ହୋଇଯାଏ ଆଉଟଡେଟେଡ ଷ୍ଟାର। ଷ୍ଟାରଡମ୍ ସହ ବଢ଼ିଥାଏ ସେହି ସୁପରଷ୍ଟାରଙ୍କ ପ୍ରାଇସ୍। ଆସନ୍ତୁ...
ପାଠ ପଢ଼ି ନାହିଁ କିନ୍ତୁ ସେ ଶିକ୍ଷିତ
ଡକ୍ଟର ହରପ୍ରସନ୍ନ ଦାସ
ସ୍କୁଲ୍ କଲେଜରେ ପାଠ ସିନା ପଢିନି, କିନ୍ତୁ ସେ ଆମ ସମସ୍ତଙ୍କଠାରୁ ବେଶ୍ ଶିକ୍ଷିତ, ବେଶ୍ ମାର୍ଜିତ ଏବଂ ସବୁ ଭଲଗୁଣରେ ଭରପୂର ଥିଲା।
ଯାହା ଜଣାପଡ଼ୁଥିଲା ବୟସ ବୋଧେ ୬୦...





















