ଓଡ଼ିଆ ପରେ ଇଂରାଜି ପ୍ରଶ୍ନପତ୍ର ଭାଇରାଲ୍: ବୋର୍ଡ ଅଫିସରେ କ୍ରାଇମବ୍ରାଞ୍ଚର ତନାଘନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ପ୍ରଶ୍ନପତ୍ର ଲିକ୍ ହେବା ଘଟଣାକୁ ନେଇ ଚର୍ଚ୍ଚା ନଥମୁଣୁ ସୋମବାର ଇଂରାଜି ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଅଭିଯୋଗ ହୋଇଛି। ବୋର୍ଡ ଅଫିସରେ ସୋମବାର କ୍ରାଇମବ୍ରାଞ୍ଚ ସାଇବର ସେଲ୍ ଅଧିକାରୀ ତନାଘନା...
ନୀଳଗିରି ରାଜପ୍ରାସାଦରେ ପ୍ରଥମଥର ପାଇଁ ହେଲା ଫକିରମୋହନ ସାହିତ୍ୟ ଚର୍ଚ୍ଚା
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର: ପୁରାତନ ସାହିତ୍ୟାନୁଷ୍ଠାନ ଫକିରମୋହନ ସାହିତ୍ୟ ପରିଷଦ ପକ୍ଷରୁ ନୀଳଗିରି ରାଜପ୍ରାସାଦରେ ପ୍ରଥମ ଥର ପାଇଁ ଫକିରମୋହନ ସାହିତ୍ୟ ଚର୍ଚ୍ଚା ଅନୁଷ୍ଠିତ ହୋଇଛି।
ଫକିରମୋହନ ସେନାପତି ଦେୱାନ୍, ଆସିଷ୍ଟାଣ୍ଟ ମ୍ୟାନେଜର ଓ ମ୍ୟାନେଜର...
ଆସିଲା ପୋଷ୍ଟମର୍ଟମ ରିପୋର୍ଟ: ବାଥ୍ଟବ୍ରେ ବୁଡ଼ି ଶ୍ରୀଦେବୀଙ୍କ ମୃତ୍ୟୁ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀଦେବୀଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିଛି। ହୃଦଘାତ ନୁହେଁ, ବାଥ୍ ଟବ୍ରେ ପଡ଼ିଯାଇ ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି।
ବଲିଉଡର ଭେଟେରାନ୍ ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁ ରହସ୍ୟ ଉପରୁ...
ବାଲେଶ୍ୱରରେ ଖୋଲିଲା ପୋଷ୍ଟ ଅଫିସ ପାସପୋର୍ଟ ସେବାକେନ୍ଦ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱରବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି। ପୋଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ର ବାଲେଶ୍ୱର ମୁଖ୍ୟ ଡାକଘର ପରିସରରେ ଶୁଭାରମ୍ଭ ହୋଇଛି।
ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଡାକଘର ପରିସରରେ ରବିବାର ପାସପୋର୍ଟ...
ଭୁବନେଶ୍ୱରରେ ଜଳିଗଲା ବସ୍ତି: ପାଉଁଶ ହୋଇଗଲା ୧୨ରୁ ଅଧିକ ବଖରା ଘର
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=NCbKa_I8SN0]
ରାଜଧାନୀ ଭୁବନେଶ୍ୱରରେ ଘଟିଛି ଅଗ୍ନିକାଣ୍ଡ। ରସୁଲଗଡ଼ ଓଭରବ୍ରିଜ ନିକଟ ବସ୍ତିରେ ସୋମବାର ନିଆଁ ଲାଗିଯିବାରୁ ୧୨ରୁ ଅଧିକ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି।
ଭୁବନେଶ୍ୱରର ରସୁଲଗଡ଼ ଓଭରବ୍ରିଜ ନିକଟସ୍ଥ ବସ୍ତିରେ...
ରଘୁରାଜପୁରର କ୍ରିଷ୍ଣାହାତୀକୁ ଲଣ୍ଡନ ଟିକେଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତୀୟସ୍ତରରେ ଓଡ଼ିଶାର ପଟ୍ଟଚିତ୍ରକୁ ମିଳିଲା ସମ୍ମାନ। ବିଶ୍ଵର ବଡ ପବ୍ଲିକ୍ ଆର୍ଟ ଇଭେଣ୍ଟରେ ସ୍ଥାନ ପାଇବ ପଟ୍ଟଶିଳ୍ପୀ ପ୍ରଣବ ନାରାୟଣ ଦାସଙ୍କ ଦ୍ଵାରା ନିର୍ମିତ ‘କ୍ରିଷ୍ଣାହାତୀ’।
କ୍ରିଷ୍ଣା ଶରୀରରେ ବିଶ୍ଵ ଦେଖିବ...
ରାଜ୍ୟସଭା ରେସ୍: ପ୍ରାର୍ଥୀ ତାଲିକାରେ ସୌମ୍ୟ ଆଗରେ?
ଭାସ୍କର ପରିଚ୍ଛା
ବିଜେପୁର ପରେ ଏବେ ରାଜ୍ୟସଭା ନିର୍ବାଚନକୁ ନେଇ ରାଜନୀତି ଜୋର୍ ଧରିଛି। ଏପ୍ରିଲ ୩ ତାରିଖରେ ଖାଲି ପଡୁଥିବା ୩ଟି ଆସନ ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ...
ଶୁଭାରମ୍ଭ ହେଲା ‘ଖୁସି’ ଯୋଜନା: ସ୍କୁଲ ଛାତ୍ରୀଙ୍କୁ ମିଳିବ ମାଗଣା ସାନିଟାରି ନାପକିନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ମାସିକ ଋତୁସ୍ରାବ ସମୟରେ ସ୍ଵଚ୍ଛତାକୁ ଲକ୍ଷ୍ୟ କରି ସ୍କୁଲ ଛାତ୍ରୀଙ୍କୁ ସାନିଟାରି ନାପକିନ୍ ଯୋଗାଇ ଦେବେ ରାଜ୍ୟ ସରକାର।
ସୋମବାର ଦିନ ଶୁଭାରମ୍ଭ ହୋଇଛି ‘ଖୁସି’ ଯୋଜନା। ଏହି ଯୋଜନା ଅନୁସାରେ ସ୍କୁଲରେ ପଢ଼ୁଥିବା ଛାତ୍ରୀମାନଙ୍କୁ...
ଗବରଙ୍କ ‘ହେଡ୍ ମସାଜ୍’ କଲେ କୋହଲି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିରାଟ କୋହଲି ଡ୍ରେସିଂ ରୁମରେ ଟିମ୍ ଇଣ୍ଡିଆର ଗବର ଶିଖର ଧାୱନଙ୍କର ମୁଣ୍ଡ ମସାଜ କରୁଥିବା ଭିଡିଓ ଭାଇରାଲ୍
ଟି-୨୦ ସିରିଜ୍ ବିଜୟ ସହ ଭାରତ ସଫଳ ଦକ୍ଷିଣ ଆଫ୍ରିକା ଗସ୍ତ ଶେଷ କରିଛି।...
ଦେଶକୁ ଗର୍ବିତ କଲେ ଅରୁଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ହାଇଦ୍ରାବାଦର ଅରୁଣା ବି ରେଡ୍ଡୀ ଜିମ୍ନାଷ୍ଟିକ୍ ବିଶ୍ୱକପରେ ଦେଶ ପାଇଁ ପ୍ରଥମ ପଦକ ଜିଣି ଦେଶକୁ ଗୌରାବାନିତ୍ଵ କରିଛନ୍ତି।
୨୨ ବର୍ଷୀୟ ଅରୁଣା ବି ରେଡ୍ଡୀ ବିଶ୍ୱକପ୍ରେ ବ୍ରୋଞ୍ଚ ପଦକ ଜିତି ଇତିହାସ ରଚିଛନ୍ତି।...





















