ଟମାଟୋ ସସ୍ ପିଇ ଗିନିଜ ବୁକ ଅଫ ରେକର୍ଡ୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଟମାଟୋ ସସ୍ ପିଇ ଜଣେ ଭାରତୀୟ ଯୁବକ ଗିନିଜ ବୁକ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇଛନ୍ତି। ୨୮.୩୭ ସେକେଣ୍ଡରେ ଅଧା କିଲୋ ସସ୍ ଷ୍ଟ୍ର ସହାୟତାରେ ପିଇ ସେ ଏହି କୃତିତ୍ଵ...
ସ୍କୁଲରେ ପଢ଼ୁଥିବାବେଳେ ଏହି ଓଲିଉଡ ନାୟିକାମାନଙ୍କୁ ଫିଲ୍ମରେ ଏଣ୍ଟ୍ରି ମିଳିଥିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଅର୍ଚ୍ଚିତାଙ୍କଠାରୁ ଆରମ୍ଭ କରି ଉତ୍କଣ୍ଠାଙ୍କ ପର୍ଯ୍ୟନ୍ତ ଆଗଧାଡ଼ିର ଅଭିନେତ୍ରୀମାନଙ୍କୁ ସ୍କୁଲରେ ପଢ଼ିବା ବେଳରୁ ହିଁ ଓଲିଉଡରେ ମିଳିଥିଲା ସୁଯୋଗ।
ଓଡ଼ିଆ ସିନେମାରେ ଅଧିକାଂଶ ନାୟିକାଙ୍କର ଏଣ୍ଟ୍ରି ଭିନ୍ନ ଭିନ୍ନ ଢଙ୍ଗରେ ଓ...
କୁମ୍ଭୀର ମୁହଁରୁ ଦାଦାଙ୍କୁ ବଞ୍ଚାଇଲା ୧୨ ବର୍ଷର ପୁତୁରା
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ କଣ୍ଡିରା ଗ୍ରାମର ୧୨ ବର୍ଷର ବାଳକ ସିକୁ ସାହସିକତାର ପରିଚୟ ଦେଇଛନ୍ତି। ଅନ୍ଧାର ରାତିରେ ୨୦ ଫୁଟ କୁମ୍ଭୀର ମୁହଁରୁ ଦାଦାଙ୍କୁ ବଞ୍ଚାଇ ସାହସିକତା ତାଲିକାରେ...
ରାଜ୍ୟ ଅଭିଲେଖାଗାରରେ ପୁରାତନ ଖବରକାଗଜ ପ୍ରଦର୍ଶନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଭିଲେଖା ସପ୍ତାହ ପାଳନ ଅବସରରେ ଶଶାଙ୍କ ଶେଖର ଦାଶଙ୍କ ପୁରାତନ ଖବରକାଗଜ ପ୍ରଦର୍ଶନ କରାଯାଇଛି। ଓଡ଼ିଶା ରାଜ୍ୟ ଅଭିଲେଖାଗାର ଏବଂ ଦୋଳ ଗୋବିନ୍ଦ ଖବରକାଗଜ ସଂଗ୍ରହାଳୟ ଓ ଗବେଷଣା କେନ୍ଦ୍ର ପକ୍ଷରୁ...
୪ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି: କଟକ-ଜଗତସିଂହପୁର ଜିଲ୍ଲାର ୫ଟି ବ୍ଲକକୁ ମିଳିବ ଫ୍ଲୋରାଇଡ ମୁକ୍ତ ପାଣି
ଓଡ଼ିଶାଲାଇଭ୍ ବ୍ୟୁରୋ
ସଚିବାଳୟରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୪ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି।
କଟକ ଓ ଜଗତସିଂହପୁର ଜିଲ୍ଲାର ୫ଟି ବ୍ଲକକୁ...
ଦଳ ଗଢ଼ିଲେ କମଲ ହାସନ: ପାର୍ଟିର ନାଁ ‘ମାକାଲ୍ ନିଧି ମୈୟମ୍’ ରଖିଲେ ସୁପରଷ୍ଟାର
ଓଡ଼ିଶାଲାଇଭ୍ ବ୍ୟୁରୋ
ନେତା ବନିଲେ ତାମିଲ ସୁପରଷ୍ଟାର କମଲ ହାସନ। ବୁଧବାର ମଦୁରାଇଠାରେ ସେ ତାଙ୍କ ରାଜନୈତିକ ଦଳର ନାଁ ଘୋଷଣା କରିଛନ୍ତି। ମାକାଲ୍ ନିଧି ମୈୟମ୍ (ଏମଏନଏମ) ନାଁରେ ଦଳ ଗଢ଼ି କମଲ...
କଥା ବଦଳାଇଲେ ପଦ୍ମପୁର ଆଇଆଇସି: ସକାଳେ କହିଲେ ଆଡ଼ପାଗଳା, ସନ୍ଧ୍ୟାରେ କହିଲେ ଶୁଣାକଥା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ଉପ-ନିର୍ବାଚନକୁ ନେଇ ହାଇଭୋଲଟେଜ ପ୍ରଚାର ଚାଲିଥିବା ବେଳେ ପୋଲିସ ଅଧିକାରୀଙ୍କ ବେପରୁଆ ମନ୍ତବ୍ୟ ଏବେ ରାଜନୀତିରେ ଝଡ଼ ସୃଷ୍ଟି କରିଛି। ଚପଲ ଫିଙ୍ଗା ଘଟଣାରେ ସକାଳେ କହିଥିବା କଥାକୁ ସନ୍ଧ୍ୟାରେ...
ଭାରତୀୟ ଆକାଶ ସୀମାରେ ଚକ୍କର କାଟିଲା ପାକିସ୍ତାନ ସାମରିକ ହେଲିକପ୍ଟର
ଓଡ଼ିଶାଲାଇଭ୍ ବ୍ୟୁରୋ
୩୦୦ ମିଟର ଭିତରକୁ ପଶି ଆସିଲା ହେଲିକପ୍ଟର
ସ୍ଥଳଭାଗ ପରେ ଆକାଶ ମାର୍ଗରେ ଚାଲେଞ୍ଜ ଦେଲା ପାକ୍
ପ୍ରାୟ ଅଧ ଘଣ୍ଟା ଧରି ଚକ୍କର କାଟିଲା ହେଲିକପ୍ଟର
ଭାରତୀୟ ସୀମାରେଖାରେ ପାକିସ୍ତାନର...
ଗାଇସିଲଟରେ ଦବିଗଲା ବିଜେପି ମଞ୍ଚ, ଅଳ୍ପକେ ବର୍ତ୍ତିଲେ କେନ୍ଦ୍ରମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗାଇସିଲଟ ବ୍ଲକରେ ବିଜେପି ଶକ୍ତି ପ୍ରଦର୍ଶନ କରିଛି। ଜଗଦଲପାଟଠାରେ କେନ୍ଦ୍ରମନ୍ତ୍ରୀ ରାମ କ୍ରିପାଲ ଯାଦବଙ୍କୁ ନେଇ ବିଜେପି ସଭା କରୁଥିବା ବେଳେ ହଠାତ୍ ଦବି ଯାଇଥିଲା ମଞ୍ଚ।
ଗାଇସିଲଟ ବ୍ଲକର ଜଗଦଲପାଟଠାରେ ବିଜେପି...
ସ୍ପଷ୍ଟ କଲେ ପଦ୍ମପୁର ଆଇଆଇସି: ଚପଲ ଫିଙ୍ଗିଥିବା ଯୁବକର କୌଣସି ପଲିଟିକାଲ ଲିଙ୍କ୍ ନାହିଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀଙ୍କ ସଭା ମଞ୍ଚକୁ ଚପଲ ଫିଙ୍ଗିଥିବା ଯୁବକର କୌଣସି ପଲିଟିକାଲ ଲିଙ୍କ୍ ନାହିଁ। ଏ ସମ୍ପର୍କରେ ପଦ୍ମପୁର ଆଇଆଇସି ସ୍ପଷ୍ଟ କରିବା ପରେ ବିଜେପି ଏବେ ବିଜେଡିକୁ ଆଟାକ କରିଛି।
ମୁଖ୍ୟମନ୍ତ୍ରୀଙ୍କ ସଭା...





















