ଭୁବନେଶ୍ୱରରେ ଲାଇଭ୍‌ଷ୍ଟ୍ରିମିଂ ସେବା ଆଣିଛି ଓଡ଼ିଶାଲାଇଭ୍‍

ଦିନେ ଲାଇଭ୍‍ଷ୍ଟ୍ରିମିଂ ଆମକୁ ଏକ ଜଟିଳ ଓ ହାଇଟେକ୍‍ ବିଷୟ ଭଳି ମନେହେଉଥିଲା। କିନ୍ତୁ ଆଜି ଏହି ସେବା ଆପଣଙ୍କ ହାତପାଆନ୍ତାରେ। ଆପଣ ଚାହିଁଲେ ଆପଣଙ୍କ ଅନୁଷ୍ଠାନ ବା ଅଫିସର କୌଣସି କାର୍ଯ୍ୟକ୍ରମ କିମ୍ବା...

ଦେଶର ଦ୍ଵିତୀୟ ମହିଳା ପରିଚାଳିତ ରେଳଷ୍ଟେସନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜସ୍ଥାନର ଜୟପୁରର ଗାନ୍ଧିନଗର ରେଳଷ୍ଟେସନ ଦେଶର ଦ୍ଵିତୀୟ ମହିଳା ପରିଚାଳିତ ରେଳ ଷ୍ଟେସନ୍ ଭାବେ ଖ୍ୟାତି ଅର୍ଜନ କରିଛି। ଜୟପୁରର ଗାନ୍ଧିନଗର ରେଳଷ୍ଟେସନ୍ ଏବେ ଚର୍ଚ୍ଚାର ପରିସରକୁ ଆସିଛି। ଏହି ଷ୍ଟେସନରେ କାର୍ଯ୍ୟରତ...

ଏମ୍‌ସରେ ଜଗା ପିନ୍ଧିଲା ସୁରକ୍ଷା ହେଲମେଟ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିଲ୍ଲୀ ଏମ୍‌ସରେ କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସଫଳ ଅସ୍ତ୍ରୋପଚାର ପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସୁଛି। ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଉଭୟ ଓଡ଼ିଶା ଫେରି ଆସିବେ। ଉଭୟଙ୍କୁ ବର୍ତ୍ତମାନ...

ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌କୁ ଟାର୍ଗେଟ୍ କଲେ ଧର୍ମେନ୍ଦ୍ର: କହିଲେ, “୧୦୦ କର୍ମଚାରୀ ଆସିଛନ୍ତି ବିଜେପୁର”

ଓଡ଼ିଶାଲାଇଭ୍‌ ବ୍ୟୁରୋ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟର ଜବାବ ରଖିଲା ବିଜେଡି ଧର୍ମେନ୍ଦ୍ରଙ୍କୁ କାଉଣ୍ଟର କଲେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ବିଜେପୁର ଉପ-ନିର୍ବାଚନ ପାଇଁ ଶେଷ ହେଉଛି...

ହୋଲି ସ୍ପେଶାଲ: ଟ୍ରେନଠାରୁ ବି ଶସ୍ତା ବିମାନ ଭଡ଼ା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାଖେଇ ଆସୁଛି ହୋଲି। ଯଦି ଏହି ମଉକାରେ ଆପଣ କୌଣସି ଦର୍ଶନୀୟ ସ୍ଥାନ ଭ୍ରମଣରେ ଯିବା ପାଇଁ ଯୋଜନା କରୁଛନ୍ତି। ତେବେ ଟ୍ରେନରେ ନୁହେଁ ବିମାନରେ ଯାତ୍ରା କରନ୍ତୁ। ହୋଲିକୁ ନଜରରେ ରଖି...

ବଦଳିଲେ ପଦ୍ମପୁର ଏସ୍‌ଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପୁର ଉପ-ନିର୍ବାଚନର ୩୬ ଘଣ୍ଟା ପୂର୍ବରୁ ପଦ୍ମପୁର ଏସ୍‌ଡିପିଓ ଲକ୍ଷ୍ମୀ ନାରୟଣ ପଣ୍ଡାଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ କ୍ଷୀର ସାଗର ନାୟକଙ୍କୁ ନୂଆ ଏସ୍‌ଡିପିଓ ଭାବେ ନିଯୁକ୍ତି ଦିଆଯାଇଛି। ବିଜେପୁର ଉପ-ନିର୍ବାଚନକୁ...

ଅନୁଷ୍କାଙ୍କୁ ମିସ୍ କରୁଛନ୍ତି ବିରାଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ମିସ୍‌ କରୁଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ପତ୍ନୀ ଅନୁଷ୍କାଙ୍କୁ ବହୁତ୍...

ଦେଶର ପ୍ରଥମ ମହିଳା ଫାଇଟର ପାଇଲଟ ଅବନୀ ଚତୁର୍ବେଦୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ  ମିଗ୍-୨୧ ଫାଇଟର ପ୍ଲେନ୍ ଉଡାଇ ଦେଶର ପ୍ରଥମ ମହିଳା ଫାଇଟର ପାଇଲଟ ହେବାର ଗୌରବ ଅର୍ଜନ କରିଛନ୍ତି ଅବନୀ ଚତୁର୍ବେଦୀ।  ଭାରତୀୟ ବାୟୁସେନାର ଫ୍ଲାଇଙ୍ଗ୍ ଅଫିସର ଅବନୀ ଚତୁର୍ବେଦୀ ପୁଣି ଥରେ ଇତିହାସ...

ଫେସବୁକ ନିର୍ମାତାଙ୍କୁ ବି ଟପିଲେ ପ୍ରିୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଇଣ୍ଟରନେଟ୍‌ ସେନ୍‌ସେସନ ଭାବେ ଉଭା ହୋଇଥିବା ମାଲୟାଲମ୍ ସିନେମା ଅଭିନେତ୍ରୀ ପ୍ରିୟା ପ୍ରକାଶ ଲୋକପ୍ରିୟତାରେ ଫେସବୁକ୍‌ ନିର୍ମାତାଙ୍କୁ ଟପିଯାଇଛନ୍ତି। ଏକ ଛୋଟିଆ ଭିଡିଓ କ୍ଲିପ୍‌ ଜରିଆରେ କୋଟି କୋଟି ଲୋକଙ୍କ ମନ ଜିଣିଥିବା...

ବ୍ଲଡ ପ୍ରେସର କମାଏ ସପୁରି: କ’ଣ ରହିଛି ସପୁରିର ଉପକାରୀ ଗୁଣ ଆସନ୍ତୁ ଜାଣିବା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବଢ଼ାଇବା ପାଇଁ ହେଲେ ଆପଣଙ୍କୁ ଭିଟାମିନ୍‌-ସି ଯୁକ୍ତ ଫଳ ଖାଇବା ନିହାତି ଆବଶ୍ୟକ। ସପୁରିରେ ଏହା ଭରପୁର ମାତ୍ରାରେ ଥିବାରୁ ଶରୀର ପାଇଁ ଏହା ବେଶ୍...