ପଞ୍ଚଭୂତରେ ଲୀନ ହେଲେ ଚନ୍ଦ୍ରଶେଖର ରଥ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀ ସ୍ୱର୍ଗଦ୍ୱାରଠାରେ ଶେଷକୃତ୍ୟ ସମ୍ପନ୍ନ ସାହିତ୍ୟ ସାଧକଙ୍କୁ ଦିଆଗଲା ରାଷ୍ଟୀୟ ମର୍ଯ୍ୟାଦା ବହୁ ବିଶିଷ୍ଟ କଲେ ଶେଷ ଦର୍ଶନ ପଞ୍ଚଭୂତରେ ଲୀନ ହୋଇଛି ବିଶିଷ୍ଟ ସାହିତ୍ୟିକ ଚନ୍ଦ୍ରଶେଖର ରଥଙ୍କ ମରଶରୀର। ଶୋକାକୁଳ...

ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି: ରବିବାର ଶ୍ରୀଜିଉଙ୍କୁ ଦର୍ଶନ କରିବେ ନେପାଳ ରାଜା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୋର୍‌ ୩ଟାରେ ଖୋଲିବ ଶ୍ରୀମନ୍ଦିର ଦୁଆର ସାଢ଼େ ୯ଟାରେ ଶେଷ ହେବ ଭୋଗମଣ୍ଡପ କାର୍ଯ୍ୟକ୍ରମ ୧୦ଟାରେ ଶ୍ରୀମନ୍ଦିରକୁ ଶୋଧ କରାଯିବ ୧୧ଟାରେ ଶ୍ରୀମନ୍ଦିରରେ ପ୍ରବେଶ କରିବେ ନେପାଳ ରାଜା ରତ୍ନ...

ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରଚାର ମଇଦାନକୁ ଓହ୍ଲାଇଲେ କଂଗ୍ରେସ ପ୍ରାର୍ଥୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜମି ଆସିଲାଣି ବିଜେପୁର ଉପ-ଦିର୍ବାଚନ ପ୍ରଚାର। ବିଜେପି ଏବଂ ବିଜେଡି ପ୍ରଚାର ଆରମ୍ଭ କରି ସାରିଥିବା ବେଳେ କଂଗ୍ରେସ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛି। କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ମା'ସମଲେ୍ଶ୍ୱରୀ...

୪ ଅଫିସରଙ୍କ ବିରୋଧରେ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେଲା ବିଜେପି

ଓଡ଼ିଶାଲାଇଭ୍‌ ବ୍ୟୁରୋ କ୍ଷମତାର ଅପବ୍ୟବହାର କରୁଛନ୍ତି ଅଫିସର୍। ଏମିତି ଅଭିଯୋଗ ଆଣିଛି ବିଜେପି। ୪ ଜଣ ଅଫିସରଙ୍କୁ ଟାର୍ଗେଟ୍ କରି ବିଜେପି ନିର୍ବାଚନ ଅଧିକାରୀଙ୍କୁ ଦାବିପତ୍ର ଦେଇଛି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ବାସଭବନକୁ ବିଜେପି ଯୁବ...

କର୍କଟ ରୋଗରୁ ସୁରକ୍ଷା ଦେବ ପିଆଜ: କ’ଣ ରହିଛି ପିଆଜର ଉପକାରିତା ଆସନ୍ତୁ ଜାଣିବା..

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖାଦ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ପିଆଜ କେଶ ସୁରକ୍ଷା, ଶ୍ଵାସ, କର୍କଟ ରୋଗ ଭଳି ମାରାତ୍ମକ ରୋଗ ନିରାକରଣ ପାଇଁ କାର୍ଯ୍ୟ କରିଥାଏ। ଭୋଜନ ସହ ସାଲାଡ୍ ଭାବେ ଖାଉଥିବା କଞ୍ଚା ପିଆଜ...

ପାଣ୍ଡିଆନ୍‌ଙ୍କ ବାସଭବନକୁ ଧସେଇ ପଶିଲେ ବିଜେପି କର୍ମୀ, ୪ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାଣ୍ଡିଆନ୍‌ଙ୍କୁ ଟାର୍ଗେଟ୍‌ କଲା ବିଜେପି ବାସଭବନ ସମ୍ମୁଖରେ ପ୍ରତିବାଦ ବିଜେପି-ବିଜେଡି ଭିତରେ ତୁ ତୁ ମେଁ ମେଁ ବିଜେଡି କହିଲା, "ଅଶୋଭନୀୟ ଆଚରଣ" ବିଜେଡିକୁ କାହିଁକି ବାଧୁଛି: ବିଜେପି ବିଜେପି...

ଜାତୀୟ କଳା ପ୍ରଦର୍ଶନୀରେ ଅନନୋନ୍ସ ଆର୍ଟ ଗ୍ରୁପ୍ ଚିତ୍ରଶିଳ୍ପୀଙ୍କ ସଫଳତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍ତରପ୍ରଦେଶର ଦୀନଦୟାଲ ଉପାଧ୍ୟାୟ ବିଶ୍ୱବିଦ୍ୟାଳୟରେ ଚାରିଦିନିଆ ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ ହୋଇଛି। ଏହି ପ୍ରଦର୍ଶନୀରେ ବାଲେଶ୍ୱର ଜିଲ୍ଲାର ଚିତ୍ରଶିଳ୍ପୀ ସନ୍ଦୀପ୍ କୁମାର ଦେବଙ୍କ କଳାକୃତି ୫୫ ହଜାରରେ ବିକ୍ରି ହୋଇଛି। ବାଲେଶ୍ୱରର ଅନନୋନ୍ସ...

ଆରମ୍ଭ ହେଲା ଧଉଳି- କଳିଙ୍ଗ ମହୋତ୍ସବ: ମଣିପୁରି ଓ ଛଉ ନୃତ୍ୟରେ ଦର୍ଶକ ମନ୍ତ୍ରମୁଗ୍ଧ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆରମ୍ଭ ହୋଇଛି ୧୪ତମ ଧଉଳି-କଳିଙ୍ଗ ମହୋତ୍ସବ। ଶାନ୍ତିସ୍ତୂପ ଧଉଳି ପାଦଦେଶରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ଉଦଘାଟନୀ ସନ୍ଧ୍ୟାରେ ମଣିପୁରି ଓ ଛଉ ନୃତ୍ୟରେ ଦର୍ଶକ ବିଭୋର ହୋଇଛନ୍ତି। ଶାନ୍ତିସ୍ତୂପ ଧଉଳି ପାଦଦେଶରେ...

ପବ୍ଲିକ୍‍ ପ୍ରୋଭିଡେଣ୍ଟ ଫଣ୍ଡରେ ଜମାକରି ପାଆନ୍ତୁ ଆୟକର ରିହାତି

ଓଡ଼ିଶାଲାଇଭ୍‍ ଟ୍ୟାକ୍ସଗୁରୁ ଜଣେ ଆୟକରଦାତାଙ୍କ ପାଇଁ ଆୟକର ନିୟମରେ କେତେକ ରିହାତି ବ୍ୟବସ୍ଥା ରହିଛି। ତା’ ମଧ୍ୟରୁ ଗୋଟିଏ ହେଉଛି ପବ୍ଲିକ୍‍ ପ୍ରୋଭିଡେଣ୍ଟ ଫଣ୍ଡରେ ଜମା। ଏହି ଆକାଉଣ୍ଟରେ ଗୋଟିଏ ଆର୍ଥିକ ବର୍ଷ ମଧ୍ୟରେ...

କ୍ରିଷ୍ଣା କୁମାରୀ ହୋଇପାରନ୍ତି ପାକିସ୍ତାନର ପ୍ରଥମ ମହିଳା ହିନ୍ଦୁ ସାଂସଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାକିସ୍ତାନ ପିପୁଲ୍ସ ପାର୍ଟି ଜଣେ ହିନ୍ଦୁ ମହିଳାଙ୍କୁ ସିନେଟ୍‌ ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି। ପାକିସ୍ତାନର ସିନ୍ଧ୍ ପ୍ରାନ୍ତର ଥାର୍‌ରେ ରହୁଥିବା କ୍ରିଷ୍ଣା କୁମାରୀ ହୋଇପାରନ୍ତି ପାକିସ୍ତାନ ପାର୍ଲିଆମେଣ୍ଟର ପ୍ରଥମ ମହିଳା ହିନ୍ଦୁ...