ପ୍ରତିଦିନ ତାଜମହଲ ପରିଦର୍ଶନ କରିବେ ୪୦ ହଜାର ପର୍ଯ୍ୟଟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ପର୍ଯ୍ୟଟକଙ୍କ ପ୍ରବଳ ଭିଡକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ତାଜମହଲ ଆସୁଥିବା ପର୍ଯ୍ୟଟଙ୍କ ଉପରେ ରୋକ ଲଗାଇଛନ୍ତି। ଭାରତୀୟ ପ୍ରତ୍ନତତ୍ୱ ବିଭାଗ(ଏଏସ୍ଆଇ)ର ସୁପାରିଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ବିଭାଗର...
ସରିଲା ଶୀତ ଅଧିବେଶନ: ଝୁଲିକି ରହିଲା ତିନି ତଲାକ୍ ବିଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଷ୍ଟ୍ରପତିଙ୍କ ପାଖକୁ ଯାଇ ପାରିଲା ନାହିଁ ତିନି ତଲାକ୍ ବିଲ୍। ଲୋକସଭାରେ ପାସ୍ ହେବା ପରେ ବିରୋଧୀ ସଂଶୋଧନ ଦାବି କରିବାରୁ ଏହି ବିଲ୍ ରାଜ୍ୟସଭାରେ ଝୁଲିକି ରହିଛି। ବଜେଟ୍ ଅଧିବେଶନରେ...
ନାଲକୋ ପ୍ରତିଷ୍ଠା ଦିବସ ଉତ୍ସବ: ଲୋକାର୍ପିତ ହେଲା ୩ଟି ନୂଆ ପ୍ରକଳ୍ପ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=LvGHwuDeuZE]
ଭିଡିଓ କନ୍ଫରେନ୍ସିଂ ଜରିଆରେ ଲୋକାର୍ପିତ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
ନାଲ୍କୋ ପକ୍ଷରୁ ବହୁ ପ୍ରତିଭାବାନ୍ ବ୍ୟକ୍ତି ସମ୍ମାନିତ
ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କୁ ନାଲ୍କୋ ଆଚିଭ୍ମେଣ୍ଟ ଆୱାର୍ଡ
ସ୍ୱନାମଧନ୍ୟ...
ଜେଲରୁ ମୁକୁଳିଲେ ସିସୋର୍ ଚିଟଫଣ୍ଡ ଠକେଇର ମାଷ୍ଟର ମାଇଣ୍ଡ ପ୍ରଶାନ୍ତ ଦାଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ସିସୋର୍ ଚିଟଫଣ୍ଡ ଠକେଇର ମାଷ୍ଟର ମାଇଣ୍ଡ ପ୍ରଶାନ୍ତ ଦାଶଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ୍। ୪ ବର୍ଷ ଜେଲ୍ରେ ରହିବା ପରେ ସେ ଶୁକ୍ରବାର ଝାରପଡ଼ା ଜେଲରୁ ମୁକୁଳିଛନ୍ତି। ଜଣକ ପରେ ଜଣେ...
ଦୁଷ୍ପ୍ରାପ୍ୟ ହେବ ଚକୋଲେଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଳବାୟୁର ପରିବର୍ତ୍ତନ ଯୋଗୁଁ ପୃଥିବୀ ପୃଷ୍ଠରୁ ଲୋପ ପାଉଛି ପ୍ରାଣୀଜଗତ। ଏହି କ୍ରମରେ ଧୀରେ ଧୀରେ କୋକୋଆ ଗଛ ମରିବାରେ ଲାଗିଛି। ପରିସ୍ଥିତିରେ ସୁଧାର ନ ଆସିଲେ ଏହି ଗଛ ଆଗାମୀ...
କଟକ: ନୂଆ ବର୍ଷର ପ୍ରଥମ ଏନ୍କାଉଣ୍ଟର
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୭ରେ କଟକ ପୋଲିସ୍ କରିଥିଲା ୭ଟି ଏନ୍କାଉଣ୍ଟର। ନୂଆବର୍ଷରେ ପ୍ରଥମ ଏନ୍କାଉଣ୍ଟରର ଶିକାର ହୋଇଛନ୍ତି ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ ତ୍ରିଲୋଚନ ନାହକ (ବୁଦ୍ଧିଆ)। ପୋଲିସର ମୋଷ୍ଟ ୱାଣ୍ଟେଡ୍ ଥିବା...
ଶିଶୁଙ୍କୁ ତାଲା ପକାଇ ଅଙ୍ଗନୱାଡ଼ି ଦିଦି ଛୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଣେ ତିନି ବର୍ଷର ଶିଶୁକୁ ଅଙ୍ଗନୱାଡ଼ି ଦିଦି ତାଲା ପକାଇ ପଳାଇବା ଘଟଣା ଜଗତ୍ସିଂହପୁର ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି। ଅନ୍ଧାର ଘରେ ବିକଳରେ କାନ୍ଦୁଥିବା ଛୁଆକୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି।...
ବିଦେଶ ଯିବେ ପ୍ରଥମ ଡଙ୍ଗରିଆ ମହିଳା ତିଞ୍ଜା ଜାକେସିକା
ଓଡ଼ିଶାଲାଇଭ୍ ବ୍ୟୁରୋ
ଡଙ୍ଗରିଆ କନ୍ଧଙ୍କ ପାଇଁ ଖୁସିର ଦିନ। ଏହି ସମ୍ପ୍ରଦାୟର ପ୍ରଥମ ମହିଳା ଭାବେ ତିଞ୍ଜା ଜାକେସିକା ପାଇଛନ୍ତି ପାସପୋର୍ଟ। ପାସ୍ପୋର୍ଟ ପାଇବା ପରେ ସେ ଯିବେ ବିଦେଶ। ନିୟମଗିରି ପାହାଡ଼ରେ ବାସ...
ଗୋଖାଦ୍ୟ ଦୁର୍ନୀତି: ପ୍ରଧାନମନ୍ତ୍ରୀଙ୍କୁ ଧମକ ଦେଇଥିଲେ ଲାଲୁ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଚ୍ ଡି ଦେବେଗୌଡାଙ୍କ ସରକାର ପତନ ପରେ କଂଗ୍ରେସ ସହ ନୂଆ ବୁଝାମଣା କରି ପ୍ରଧାନମନ୍ତ୍ରୀ ହୋଇଥାନ୍ତି ଗୁଜରାଲ୍। କୁହାଯାଏ ଯେ, ଗୋଖାଦ୍ୟ ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀ ପଦରୁ...
ପାକିସ୍ତାନକୁ ମୁହଁତୋଡ ଜବାବ; ୧୫ ପାକିସ୍ତାନୀ ରେଞ୍ଜର୍ସ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାମ୍ମୁ କାଶ୍ମୀରର ସାମ୍ବା ସେକ୍ଟରରେ ପାକିସ୍ତାନ ସେନାର ଗୁଳିରେ ଜଣେ ଯବାନ୍ ସହିଦ ହୋଇଥିଲେ। ଏହି ବର୍ବର କାଣ୍ଡକୁ ସହଜରେ ଗ୍ରହଣ କରିପାରିନାହିଁ ଭାରତ। ଯବାନମାନେ ଦେଇଛନ୍ତି ମୁହଁତୋଡ ଜବାବ।
ଯବାନଙ୍କ କାର୍ଯ୍ୟାନୁଷ୍ଠାନରେ...





















