ବିଜେଡି ସୁପ୍ରିମୋଙ୍କୁ ଭେଟିଲେ ପ୍ରଭାତ ତ୍ରିପାଠୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିଲମ୍ବନର ୩ ବର୍ଷ ପରେ ନବୀନ ନିବାସ ଗଲେ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ପ୍ରଭାତ।
ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ଆଜି ନବୀନ ନିବାସରେ...
କିଟ୍ ସମାବର୍ତ୍ତନ ଉତ୍ସବରେ ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ପାୱାରପ୍ୟାକ୍ ଭାଷଣ, ‘ଜୟ ଜଗନ୍ନାଥ’ କହି ଓଡ଼ିଆଙ୍କ ମନ ଛୁଇଁଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=_6eXRWFKBKw]
କିଟ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ ଭାଷଣରେ ଓଡ଼ିଆ ବ୍ୟବହାର କରିଛନ୍ତି। ସେହିପରି ମାଆ-ମାତୃଭାଷା-ମାତୃଭୂମିକୁ ମନେରଖିବା ପାଇଁ ସେ ଆହ୍ୱାନ...
“ସିନେମାଟିଏ ତିଆରି କରିବା ଆଇଏଏସ୍ ବା ଇଞ୍ଜିନିୟରିଂ ପାଇବା ପରି କଷ୍ଟସାଧ୍ୟ ବ୍ୟାପାର” – ସାତ୍ତ୍ୱିକ ମହାନ୍ତି
“ସିନେମାଟିଏ ତିଆରି କରିବା ଆଇଏଏସ୍ ବା ଇଞ୍ଜିନିୟରିଂ ପାଇବା ପରି କଷ୍ଟସାଧ୍ୟ ବ୍ୟାପାର। ଏଥିରେ ମଧ୍ୟ ଅନେକଗୁଡ଼ିଏ ଦିଗ ପ୍ରତି ଧ୍ୟାନଦେବାକୁ ହୁଏ। ଭଲ ସିନେମା ପୁଣି ତିଆରି ହେବ ଯେତେବେଳେ ସିନେନିର୍ମାତାଙ୍କ...
କିଟ୍ ସମାବର୍ତ୍ତନ ଉତ୍ସବରେ ଉପ-ରାଷ୍ଟ୍ରପତି
ଓଡ଼ିଶାଲାଇଭ୍ ବ୍ୟୁରୋ
କିଟ୍ ବିଶ୍ୱବିଦ୍ୟାଳୟ ଆଜି ୧୩ତମ ସମାବର୍ତ୍ତନ ଉତ୍ସବ ପାଳନ କରୁଛି। ଏହି ଉତ୍ସବରେ ଉପ-ରାଷ୍ଟପ୍ରତି ଭେଙ୍କିୟା ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ରାଜ୍ୟପାଳ ଡକ୍ଟର ଏସ୍ସି ଜମିର, କିଟ୍...
ବରଗଡ଼ରେ ବିଜେପି କେନ୍ଦ୍ରୀୟ ଟିମ୍, ମୃତ ଚାଷୀ ପରିବାରକୁ ଭେଟିଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚକଡ଼ା ପୋକ ପ୍ରଭାବିତ ଅଞ୍ଚଳ ବରଗଡ଼ ଜିଲ୍ଲାରେ ବିଜେପି କେନ୍ଦ୍ରୀୟ ଟିମ୍। ସାଂସଦ ସାବିତ୍ରୀବାଇ ଠାକୁର ଏବଂ ଓମ୍ ପ୍ରକାଶ ଯାଦବଙ୍କ ନେତୃତ୍ବରେ ଆସିଥିବା ଟିମ୍ ବରଗଡ଼ କଳାପାଣି ଗାଁକୁ ଯାଇଥିଲେ।...
ଶିକ୍ଷକ ସଂଘ ଦୁଇ ଫାଳ: ଆନ୍ଦୋଳନରେ ପଲିଟିକାଲ ଲିଙ୍କ୍!
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଙ୍ଗନବାଡ଼ି ସଂଘ ଭଳି ଶିକ୍ଷକ ସଂଘରେ ଦେଖିବାକୁ ମିଳିଛି ଫାଟ। ଗୋଟିଏ ଗୋଷ୍ଠୀର ଶିକ୍ଷକ ଆନ୍ଦୋଳନ ସ୍ଥଗିତ ରଖିଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ଧାରଣାରେ ବସିଛନ୍ତି। ଅଙ୍ଗନବାଡ଼ି ସଂଘ ଭଳି...
ନୟାଗଡ଼ରେ ବିଜେଡି କର୍ମୀ ସମ୍ମିଳନୀ: ‘ବିକାଶ’ ଉପରେ ଫୋକସ୍ କଲେ ଅରୁଣ
ଓଡ଼ିଶାଲାଇଭ୍ ବ୍ୟୁରୋ
"ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ବକାଳରେ ନୟାଗଡ଼ର ବିକାଶ ହୋଇଛି। ଏହି ବିକାଶର ଧାରାକୁ ଆଗକୁ ନେବାକୁ ହେଲେ ପୁଣିଥରେ ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ପଡ଼ିବ। ନୟାଗଡ଼ରେ ଶାନ୍ତି...
ଜିଏସ୍ଟି ଆଶ୍ୱସ୍ତି: ଏଣିକି ୫୦ଟି ସାମଗ୍ରୀ ଉପରେ କାଏମ ରହିଲା ୨୮ ପ୍ରତିଶତ ଟିକସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜିଏସ୍ଟି କାଉନସିଲ ବୈଠକରେ ବଡ଼ ନିଷ୍ପତ୍ତି। ୧୭୮ଟି ସାମଗ୍ରୀ ଉପଉପରୁ ଟିକସ ହ୍ରାସ କରାଯାଇଛି।। ଏହି ନିଷ୍ପତ୍ତିକୁ ଐତିହାସିକ କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ।
ରେଷ୍ଟୁରାଣ୍ଟରେ ଖାଇବା ହେଲା ଶସ୍ତା
ଷ୍ଟାର...
କୁନ୍ଦୁଲି ଗଣଦୁଷ୍କର୍ମ: ପୀଡ଼ିତାଙ୍କୁ ପଚରାଉଚରା କରିବେ ମାନବାଧିକାର କମିଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
କୁନ୍ଦୁଲି ପୀଡ଼ିତାଙ୍କୁ ଚିକିତ୍ସା ସମ୍ପର୍କରେ ପଚରା ଉଚରା କରିବେ ରାଜ୍ୟ ମାନବାଧିକାର କମିଶନ। ଏଥିପାଇଁ ଆଜି କୋରାପୁଟ ମେଡିକାଲ କଲେଜ ଅଧୀକ୍ଷକ ସୀତାରାମ ମହାପାତ୍ର ଆଜି କମିଶନଙ୍କୁ ଭେଟିଛନ୍ତି। ପୀଡ଼ିତାଙ୍କ ଚିକିତ୍ସା...
୧୩ରେ ଲଘୁଚାପ! ଚାଷୀଙ୍କୁ ସତର୍କ କଲେ ଏସ୍ଆର୍ସି
ଓଡ଼ିଶାଲାଇଭ୍ ବ୍ୟୁରୋ
ରୋଗ ପୋକ ଦାଉରେ ଫସଲହାନିକୁ ନେଇ ହତାଶ ହୋଇଯାଇଥିବା ଚାଷୀଙ୍କ ମୁଣ୍ଡରେ ଆଉ ଏକ ଚଡ଼କ ପଡ଼ିବାକୁ ଯାଉଛି। ସମ୍ଭାବ୍ୟ ଲଘୁଚାପକୁ ନେଇ ଏବେ ଚାଷୀ ପୁଣି ଚିନ୍ତାରେ ପଡ଼ିଛି।
ଚକଡ଼ା ପୋକ...





















