ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଆୟୋଜିତ ହେବ ଓଡ଼ିଶା ଟ୍ରାଭେଲ ବଜାର

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=O4Qq0HcwzBE] ଓଡ଼ିଶା ଟୁରିଜିମ୍‍ ଓ 'ଫିକି' ସହଯୋଗିତାରେ ଭୁବନେଶ୍ୱରଠାରେ ଚଳିତ ମାସ ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ପ୍ରଥମ ଥର ପାଇଁ ଓଡ଼ିଶା ଟ୍ରାଭେଲ ବଜାର ଆୟୋଜନ ହେବାକୁ ଯାଉଛି।...

ଅଣ୍ଡା ଖାଅ ସୁସ୍ଥ ରୁହ

କପିଳାସ ଭୂୟାଁ ଆଜି ବିଶ୍ଵ ଅଣ୍ଡା ଦିବସ। ପ୍ରତିବର୍ଷ ଅକ୍ଟୋବର ମାସ ଦ୍ଵିତୀୟ ସପ୍ତାହର ଶୁକ୍ରବାର ଦିନ ଏହି ବିଶ୍ଵ ଅଣ୍ଡା ଦିବସ ପାଳନ କରାଯାଏ। ସଂପୂର୍ଣ୍ଣ ଦ୍ଵିଧାମୁକ୍ତ ଭାବେ କୁହାଯାଇପାରେ ଯେ ଅଣ୍ଡା ହେଉଛି ଆବାଳ-ବୃଦ୍ଧ-ବନିତା...

ଅକ୍ଷୟ ମହାନ୍ତିଙ୍କୁ ଡିଜିଟାଲ୍‍ ମିଡିଆରେ କଣ୍ଠଶିଳ୍ପୀ ନମ୍ରତାଙ୍କ ସଙ୍ଗୀତ-ଶ୍ରଦ୍ଧାଞ୍ଜଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରସିଦ୍ଧ ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ଅକ୍ଷୟ ମହାନ୍ତିଙ୍କ ଜନ୍ମଦିନ ଅବସରରେ ଡିଜିଟାଲ୍‌ ମିଡିଆରେ ସଙ୍ଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଏହି ମହାନ ସୁରକାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ତଥା କଣ୍ଠଶିଳ୍ପୀ ନମ୍ରତା...

ଓଡ଼ିଆ ହେଉ ବା ତେଲୁଗୁ ସିନେମା, ଲଭର ବୟ ସବ୍ୟସାଚୀ ସବୁଠି ଫିଟ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଥମ ସିନେମା ‘ପାଗଳ ପ୍ରେମୀ’ରେ ନିଜର ଚମତ୍କାର ଅଭିନୟ ପାଇଁ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଲା ପରେ ଲଭର ବୟ ସବ୍ୟସାଚୀ ମିଶ୍ର ଆଉ ପଛକୁ ଫେରି ଚାହିଁ ନାହାନ୍ତି। ‘ଏମିତି...

‘ପଦ୍ମାବତୀ’ରେ ଓଡ଼ିଆ ସାଉଣ୍ଡ ଡିଜାଇନର ନିହାର ରଞ୍ଜନ ସାମଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସଞ୍ଜୟ ଲୀଲା ଭଂସାଲିଙ୍କ ବହୁ ପ୍ରତିକ୍ଷିତ ବିଗ୍‌ ବକେଟ୍ ଐତିହାସିକ ସିନେମା ‘ପଦ୍ମାବତୀ’ର ଟିଜର ରିଲିଜ୍ ହେବା ପରେ ସିନେପ୍ରେମୀଙ୍କ ଉତ୍ସାହ ଦ୍ୱିଗୁଣିତ ହୋଇଛି। ରଣବୀର ଦୀପିକା-ସାହିଦଙ୍କ ଐତିହାସିକ ଲୁକ୍ସ ସହିତ...

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ନାବାଳିକା ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ଅପରାଧ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ୧୮ ବର୍ଷରୁ କମ୍ ବୟସର ପତ୍ନୀଙ୍କ ସହ ଶାରୀରିକ ଅପରାଧ ରଖିବା ଅପରାଧ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଜଣେ ନାବାଳିକା ପତ୍ନୀ ଏନେଇ...

ଏଫ୍‌ଟିଆଇଆଇର ନୂଆ ଅଧ୍ୟକ୍ଷ ହେଲେ ଅନୁପମ୍‌ ଖେର୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡର ଜଣାଶୁଣା ଅଭିନେତା ଅନୁପମ୍ ଖେର୍‌ ହୋଇଛନ୍ତି ଭାରତୀୟ ଫିଲ୍ମ ଏବଂ ଟେଲିଭିଜନ ସଂସ୍ଥା (ଏଫ୍‌ଟିଆଇଆଇ)ର  ନୂତନ ଅଧ୍ୟକ୍ଷ। ପୂର୍ବରୁ ଏହି ପଦବୀରେ ଗଜେନ୍ଦ୍ର ଚୌହାନ୍‌ ରହିଥିଲେ। ଏବେ ତାଙ୍କୁ ହଟାଇ...

କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା: କୋରାପୁଟ ଗଲେ କ୍ରାଇମ୍‌ ବ୍ରାଞ୍ଚ ଟିମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟ ଜିଲ୍ଲା କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାକୁ ନେଇ ପୋଲିସ ଡିଜି ତତ୍ପରତା ପ୍ରକାଶ କରିଛନ୍ତି। ଏହି ସମ୍ବେଦନଶୀଳ ଏବଂ ଅମାନବୀୟ ଘଟଣାକୁ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ରେଡ୍...

ସଚିନଙ୍କ ଟ୍ୱିଟର ପେଜ୍‌ରେ ପ୍ରଶଂସା ସାଉଣ୍ଟିଲେ ମାଲକାନଗିରି ଝିଅ ସିରିସା

ଓଡ଼ିଶାଲାଇଭ୍‌ ବ୍ୟୁରୋ କିମ୍ବଦନ୍ତୀ କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ତାଙ୍କର ଗୋଟିଏ ଅଟୋଗ୍ରାଫ୍ ପାଇବାକୁ ବିରଳ ସୌଭାଗ୍ୟ ମନେ କରନ୍ତି ତାଙ୍କର ଅଗଣିତ ପ୍ରଶଂସକ। ଅଥଚ ସେଇ କିମ୍ବଦନ୍ତୀଙ୍କ ଟ୍ୱିଟର ପେଜରେ ପ୍ରଶଂସାର...

ମିଶନ୍ ସକ୍ସେସ୍‌: କାଠମାଣ୍ଡୁରେ ଓଡ଼ିଶାର ଦୁଃସାହସିକ ସାଇକେଲ ଯାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଶାନ୍ତି ଓ ବନ୍ଧୁତ୍ବର ବାର୍ତ୍ତା ନେଇ ସେପ୍ଟେମ୍ବର ୨୮ରୁ କଟକରୁ କାଠମାଣ୍ଡୁ ଅଭିମୁଖେ ଯାତ୍ରା କରିଥିବା ସାଇକେଲିଂ ଆଣ୍ଡ ଆଡଭେଞ୍ଚର କ୍ଲବର ୮ ଜଣ ସଦସ୍ୟ ଆଜି କାଠମାଣ୍ଡୁରେ ପହଞ୍ଚି ଦୁଃସାହସିକତାର...