ବଲାଙ୍ଗିରରେ ଉଦଘାଟିତ ହେଲା ‘କଲେକ୍ସନ-୩୦’ ସମୂହ ଚିତ୍ରକଳା ପ୍ରଦର୍ଶନୀ

ଓଡ଼ିଶାଲାଇଭ୍ ବ୍ୟୁରୋ (କୃଷ୍ଣ କୁମାର ମହାନ୍ତି): ବଲାଙ୍ଗିର ଜିଲ୍ଲା ରୁଗୁଡ଼ିଢିପା ସ୍ଥିତ ଓଡ଼ିଶା ଲଳିତ କଳା ଏକାଡେମୀ ଆଞ୍ଚଳିକ ଆର୍ଟ ଗ୍ୟାଲେରୀରେ ‘କଲେକ୍ସନ-୩୦’ ନାମକ ସମୂହ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି। ଏହି ପ୍ରଦର୍ଶନୀ...

ମାଲକାନଗିରି ସୀମାନ୍ତ ମରଡ଼ାପଲ୍ଲୀ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଟପ୍ ମାଓବାଦୀ ନିହତ

ଓଡ଼ିଶାଲାଇଭ୍ ବ୍ୟୁରୋ ମାଲକାନଗିରି ଜିଲ୍ଲା ସୀମାନ୍ତ ମରଡ଼ାପଲ୍ଲୀ ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଟପ୍ ମାଓବାଦୀ ନିହତ ହୋଇଛନ୍ତି। ବୁଧବାର ସକାଳେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମାଲକାନଗିରି...

ବର୍ଷା ଋତୁରେ କାହିଁକି ଆଖି ଧରେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=fxSU59vs4Yg ସାଧାରଣତଃ ବର୍ଷା ଋତୁରେ ଆଖି ଧରିବା ଭଳି ସମସ୍ୟା ଅଧିକ ଦେଖାଦେଇଥାଏ। ଏହା ସାଧାରଣତଃ ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁଁ ହୋଇଥାଏ ବୋଲି ଡାକ୍ତର କୁହନ୍ତି। ଏହି ସମୟରେ ଆଖି ଧରିଥିବା ବ୍ୟକ୍ତିଙ୍କଠାରୁ...

ବଲାଙ୍ଗିରରେ ଅନୁଷ୍ଠିତ ହେଲା ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ବଲାଙ୍ଗିରଠାରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ କହିଛନ୍ତି, କୃଷକମାନଙ୍କୁ...

ହଇଜାଠାରୁ କେମିତି ରହିବେ ସୁରକ୍ଷିତ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=DeEl5prxCJg ବର୍ତ୍ତମାନ ରାଜ୍ୟରେ ବ୍ୟାପୁଛି କଲେରା ବା ହଇଜା। ଏହା ଏକ ଜଳବାହିତ ରୋଗ। ଏହା ଯୋଗୁଁ ଲୋକଙ୍କଠାରେ ପତଳା ଝାଡ଼ା, ବାନ୍ତି ଭଳି ଲକ୍ଷଣ ଦେଖାଦେଉଛି। ସଠିକ୍‌ ସମୟରେ ଏହାର...

ଯାଜପୁରକୁ ଡାଇରିଆ ଡର

ଓଡ଼ିଶାଲାଇଭ୍ ବ୍ୟୁରୋ ଯାଜପୁରକୁ ଡାଇରିଆ ଡର। ବର୍ତ୍ତମାନ ସୁଦ୍ଧା ସ୍ଥିତି ନିୟନ୍ତ୍ରଣକୁ ଆସିପାରୁ ନାହିଁ। ଆଜି ପୁଣି ଯାଜପୁରକୁ ଯାଇ ଗ୍ରାଉଣ୍ଡ ଜିରୋରେ ହଇଜାର ସ୍ଥିତି ସମୀକ୍ଷା କରିବେ କେନ୍ଦ୍ରୀୟ ଟିମ୍। ବର୍ତ୍ତମାନ ଜିଲ୍ଲାରେ ସ୍ଥିତି...

ଆଜି ରଜର ଚତୁର୍ଥ ଦିନ ବସୁମତୀ ସ୍ନାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ରଜ ଉତ୍ସବର ଚତୁର୍ଥ ଦିନ ଅର୍ଥାତ୍‌ ବସୁମତୀ ସ୍ନାନ। ବସୁମତୀ ସ୍ନାନ ହେଉଛି ରଜ ପର୍ବର ଅନ୍ତିମ ଦିବସ। ଏହା ବସୁଧାମାତାଙ୍କ ଶୁଦ୍ଧ ସ୍ନାନ। ଏହା ଧରାସ୍ନାନ, ମହାଲକ୍ଷ୍ମୀ...

ବର୍ଷା ଦିନେ କେମିତି ନେବେ ତ୍ଵଚାର ଯତ୍ନ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=-7DtBcCdM8I ମହିଳା ହୁଅନ୍ତୁ କିମ୍ବା ପୁରୁଷ ସମସ୍ତଙ୍କର ସୁନ୍ଦର ଏବଂ ସୁସ୍ଥ ତ୍ୱଚା ପାଇବାକୁ ଇଚ୍ଛା ଥାଏ। ସେମାନେ ନିଜ ତ୍ୱଚାକୁ ନେଇ ଯତ୍ନବାନ ମଧ୍ୟ ଥାନ୍ତି। ସାଧାରଣତଃ ବର୍ଷା ଦିନେ ରୁପି...

ବାଲେଶ୍ଵର: ପୁରାତନ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ବିଶ୍ଵ ପରିବେଶ ଦିବସରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ସଦର ବ୍ଲକ ଅନ୍ତର୍ଗତ ଖାନନଗର କ୍ରିକେଟ ପଡ଼ିଆରେ ସାଉଁ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ପୁରାତନ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ବିଶ୍ଵ ପରିବେଶ ଦିବସ ଅବସରରେ...

ଓଡ଼ିଶାରେ ସରିଲା ଖରା ଛୁଟି, ଜୁନ ୨୦ରୁ ଖୋଲିବ ସ୍କୁଲ

ଓଡ଼ିଶାଲାଇଭ୍ ବ୍ୟୁରୋ ସରିଲା ଖରାଛୁଟି। ରାଜ୍ୟରେ ଜୁନ ୨୦ ତାରିଖରୁ ସ୍କୁଲ ଖୋଲିବ। ଜୁନ ୧୮ ତାରିଖ ବଦଳରେ ସ୍କୁଲ ଖୋଲିବାକୁ ବିଦ୍ୟାଳାୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ...