ଗିରଫ ହେଲେ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମନ ଚକମା

ଓଡ଼ିଶାଲାଇଭ୍ ବ୍ୟୁରୋ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ଧର୍ମଗଡ଼ ଉପଜିଲ୍ଲାପାଳ ଆଇଏଏସ୍ ଧୀମାନ ଚକମା। ଜଣେ ବ୍ୟବସାୟୀଙ୍କଠାରୁ ୧୦ ଲକ୍ଷ ଟଙ୍କା ନେବା ସମୟରେ ଧୀମାନ ଚକମାଙ୍କୁ କାବୁ ଧରିଥିଲେ ଭିଜିଲାନ୍ସ ଟିମ୍।...

ଏଥର ବର୍ଷାରେ ଭିଜିବ ରଜ: ଓଡ଼ିଶାରେ ଜୁନ ୧୬ ଯାଏଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ!

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷ ବର୍ଷା ପାଇଁ ଫିକା ପଡ଼ିପାରେ ରଜ। କାରଣ ଜୁନ ୧୬ ତାରିଖ ଯାଏଁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଓ୍ଵାର୍ଣ୍ଣିଂ...

ଛତିଶଗଡ଼: ଆଇଇଡି ବିସ୍ଫୋରଣରେ ଏଏସପି ଆକାଶ ରାଓ ଗିରିପୁଞ୍ଜେ ସହିଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ ସୁକୁମା ଜିଲ୍ଲାର କୋଣ୍ଟା-ଏରାବୋରା ରାସ୍ତାରେ ମାଓବାଦୀ ବିଛାଇଥିବା ଆଇଇଡି ବିସ୍ଫୋରଣରେ ଏଏସପି ଆକାଶ ରାଓ ଗିରିପୁଞ୍ଜେ ସହିଦ ହୋଇଛନ୍ତି। ଏହି ବିସ୍ଫୋରଣରେ କୋଣ୍ଟା ଟିଆଇ ଓ ଏସଡିପିଓ ଏବଂ ଅନ୍ୟ...

ମାଇଗ୍ରେନ କାରଣରୁ ମୁଣ୍ଡବିନ୍ଧା ହେଉଛି କି, ଜାଣନ୍ତୁ କେମିତି ଭଲ ହେବ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=cXx2H4AET1w ମାଇଗ୍ରେନ୍ ବା ଅଧକପାଳୀ ଏକ ପ୍ରକାରର ସ୍ନାୟୁଗତ ସମସ୍ୟା, ଯାହା କି ମୁଣ୍ଡର ଗୋଟିଏ ପାଖରେ ପ୍ରବଳ ବିନ୍ଧା ହେବା ସହିତ ଅନ୍ୟାନ୍ୟ ଲକ୍ଷଣ ଦେଖାଦେଇଥାଏ। କେତେକ ଲୋକଙ୍କୁ କଡ଼ା ବାସ୍ନା...

ଭୁବନେଶ୍ଵରରେ ପାଳିତ ହେଲା ବିଶ୍ୱ ପରିବେଶ ଦିବସ

ଓଡ଼ିଶାଲାଇଭ୍ ବ୍ୟୁରୋ (କୃଷ୍ଣ କୁମାର ମହାନ୍ତି): ‘କଳିଙ୍ଗ ଆଡଭାନ୍ସ ଚାରିଟେବୁଲ ଟ୍ରଷ୍ଟ’ ଓ ‘ସେଭ୍‌ ଏନଭାୟରନମେଣ୍ଟ, ସେଭ୍‌ ଗ୍ଲୋବ୍’ର ମିଳିତ ପ୍ରୟାସରେ ଭୁବନେଶ୍ଵରଠାରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି...

ଏନଡିଏର ପ୍ରଥମ ବ୍ୟାଚର ୧୭ ସଫଳ ମହିଳା କ୍ୟାଡେଟ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/I9_9Fj10UDE ଭାରତୀୟ ସଶସ୍ତ୍ର ବାହିନୀରେ ମହିଳାଙ୍କ ପାଇଁ ଏକ ଐତିହାସିକ ଅଧ୍ୟାୟ ଆରମ୍ଭ ହୋଇଛି। ପୁନେର ଜାତୀୟ ପ୍ରତିରକ୍ଷା ଏକାଡେମୀ ବା ଏନଡିଏର ୧୪୮ତମ କୋର୍ସରେ ପ୍ରଥମ ମହିଳା ବ୍ୟାଚରେ ୧୭ ଜଣ...

ଆପଣ ଜାଣନ୍ତି କି, କେମିତି ହୋଇଥିଲା ସର୍ଚ୍ଚ ଇଞ୍ଜିନ ‘ଗୁଗଲ୍’ ର ନାମକରଣ?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/fpZ4XOb436Q ବିଶ୍ଵର ୧ ନମ୍ବର ସର୍ଚ୍ଚ ଇଞ୍ଜିନ ହେଉଛି ଗୁଗଲ୍‌। ତେବେ କେମିତି ହୋଇଥିଲା ଏହାର ନାମ କରଣ। ଏହା ପଛରେ ରହିଛି ଗୋଟିଏ ରୋଚକ କଥା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ...

କଟ୍ରାରୁ ଶ୍ରୀନଗରକୁ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ

ଓଡ଼ିଶାଲାଇଭ୍ ବ୍ୟୁରୋ କଟ୍ରାରୁ ଶ୍ରୀନଗରକୁ ଗଡ଼ିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଏହାର ଶୁଭାରମ୍ଭ କରିଥିବା ବେଳେ ଆଜି, ଶନିବାର ସକାଳେ କଟ୍ରାରୁ ଯାତ୍ରୀଙ୍କୁ ଧରି ଶ୍ରୀନଗରକୁ ଯାତ୍ରା...

ଓଡ଼ିଶାରେ ଜୁନ ୧୨ ଯାଏଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ!

ଓଡ଼ିଶାଲାଇଭ୍ ବ୍ୟୁରୋ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳିରୁ ମିଳିବ ସାମାନ୍ୟ ଆଶ୍ଵସ୍ତି। ଜୁନ ୧୨ ତାରିଖ ଯାଏଁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଓ୍ଵାର୍ଣ୍ଣିଂ ଜାରି...

ବୟସ ବଢ଼ିଲେ କାହିଁକି ବଢ଼ୁଛି ଆଣ୍ଠୁଗଣ୍ଠି ସମସ୍ୟା?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=M198OtpefMA ବୟସ ବଢ଼ିଲେ ଆମ ଶରୀରର ହାଡ଼ଗୁଡ଼ିକ ଦୁର୍ବଳ ହୋଇପଡ଼ନ୍ତି। ଫଳରେ ଆଣ୍ଠୁଗଣ୍ଠିରେ ଅସହ୍ୟ ଯନ୍ତ୍ରଣା ଅନୁଭବ ହୁଏ। ଏହା ବିଭିନ୍ନ ଆଣ୍ଠୁଗଣ୍ଠି ବାତଜନିତ ରୋଗ କାରଣରୁ ହୋଇଥାଏ। ତେବେ ଆଣ୍ଠୁଗଣ୍ଠି ବାତ...