ଭୁବନେଶ୍ୱର ସହରାଞ୍ଚଳର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ...

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଭୁବନେଶ୍ୱର ସହରାଞ୍ଚଳର ପ୍ରମୁଖ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ। ସେ ନିକୋପାର୍କ ପରିଦର୍ଶନ କରି ଏହାର...

ଭାରତର ଏକମାତ୍ର ମହିଳା ରାଫେଲ୍ ପାଇଲଟ ଶିବାଙ୍ଗୀ ସିଂହ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/hZ9jMG9rk_4 ପହଲଗାମ ଆକ୍ରମଣର କଡ଼ା ଜବାବ ଦେଇଛି ଭାରତ। ଅପରେସନ ସିନ୍ଦୂରରେ ରାଫେଲ ଜେଟରୁ କ୍ଷେପଣାସ୍ତ୍ର ମାଡ଼ କରି ୯ ଆତଙ୍କୀ ଶିବିରକୁ ନଷ୍ଟ କରିଥିଲା ଭାରତୀୟ ବାୟୁସେନା। ଏହା ପରଠାରୁ ଚର୍ଚ୍ଚାରେ...

ସୀମା ସୁରକ୍ଷା ପାଇଁ ‘EOS-09’ ସାଟେଲାଇଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/YuGFj4Qhvds ଇସ୍ରୋ ଲଞ୍ଚ କରିବାକୁ ଯାଉଛି ରାଡାର ଇମେଜିଂ ସାଟେଲାଇଟ୍ 'ଇଓଏସ-୦୯'। ଏହା ଦେଶର ସୀମା ସୁରକ୍ଷାକୁ ଆହୁରି ସୁଦୃଢ଼ କରିବ। ଇଓଏସ-୦୯ ଖରାପ ପାଗରେ ବି ଅନୁପ୍ରବେଶକାରୀଙ୍କ ଉପରେ କଡ଼ା ନଜର...

ଭାରତ ଉପରେ ଆତଙ୍କବାଦୀ ଆକ୍ରମଣର କଡ଼ା ଜବାବ ଦିଆଯିବ – ନରେନ୍ଦ୍ର ମୋଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ ‘ଅପରେସନ ସିନ୍ଦୂର’ ପରେ ଆଜି ଦେଶବାଦୀଙ୍କୁ ପ୍ରଥମ ଥର ସମ୍ବୋଧନ କରିଛନ୍ତି ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଅପରେସନ ସିନ୍ଦୂର’ କେବଳ ଗୋଟିଏ ନାଁ ନୁହେଁ ଦେଶବାସୀଙ୍କ ଭାବାବେଗର ପ୍ରତୀକ।...

‘ଅପରେସନ ସିନ୍ଦୂର’: କ’ଣ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=yIf67rFx3WE ଏପ୍ରିଲ ୨୨ ତାରିଖରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଆରମ୍ଭ କରିଥିଲା ‘ଅପରେସନ ସିନ୍ଦୂର’। ମେ’ ୭ ରାତିରେ ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା...

ଯୁଦ୍ଧ ଠାରୁ କମ୍ ନଥିଲା ‘ଅପରେସନ ସିନ୍ଦୂର’ – ରାଜୀବ ଘାଇ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/qWGI-4JRIAI ଅପରେସନ ସିନ୍ଦୂର ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିଲା। ପରେ ଦୁଇ ଦେଶ ପରସ୍ପର ବୁଝାମଣା କରି ଅସ୍ତ୍ରବିରତି ଲାଗୁ କରିଛନ୍ତି। ଏହାପରେ ପାକିସ୍ତାନରେ ଆତଙ୍କବାଦୀଙ୍କ...

ଟେଷ୍ଟ କ୍ରିକେଟରୁ ବିରାଟଙ୍କ ସନ୍ନ୍ୟାସ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/mEZVkdKINzo ରୋହିତ ଶର୍ମାଙ୍କ ପରେ ଏବେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଭାରତର ରନ ମାଷ୍ଟର ବିରାଟ କୋହଲି। ନିଜ ସୋସିଆଲ୍ ମିଡିଆରେ ଏକ ଭାବବିହ୍ଵଳ ପୋଷ୍ଟ ସେୟାର କରି ସେ...

ଇଣ୍ଟରଭ୍ୟୁ ସମୟରେ ନର୍ଭସ ଥିଲେ ଓଜେଏସ୍ ଟପ୍ପର ସୋମେଶ ରଣବିଜୁଳି

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=c4vGjHUE_9c ଓଜେଏସ୍ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ସୋମେଶ ରଣବିଜୁଳି। ପ୍ରଥମରୁ ସେ ଜୁଡିସିଆଲ୍ ଅଫିସର ହେବାକୁ ଲକ୍ଷ୍ୟ ରଖିଥିଲେ। ୨୦୧୯ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳ ହୋଇ ଖଣ୍ଡପଡ଼ା...

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/-KORIhVZ9QA ଚନ୍ଦନ ଯାତ୍ରା ବା ଚାପ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏକ ସ୍ଵତନ୍ତ୍ର ନୀତିକାନ୍ତିା ଏଥିପାଇଁ ଚଳଚଞ୍ଚଳ ହୋଇ ଉଠେ ଶ୍ରୀକ୍ଷେତ୍ର ପୁରୀ। ଚନ୍ଦନ ଯାତ୍ରା ପାଇଁ ସଜେଇ ହୁଏ ନରେନ୍ଦ୍ର ପୁଷ୍କରିଣୀ। ପରମ୍ପରା ଅନୁଯାୟୀ,...

ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ରାଜି

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/I6zU76To0jI ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାର ସାମୟିକ ଅବସାନ ଘଟିଛି। ଉଭୟ ଦେଶ ଅସ୍ତ୍ରବିରତି ପାଇଁ ରାଜି ହୋଇଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ନିଜ ସୋସିଆଲ୍ ହ୍ୟାଣ୍ଡେଲ...