ଦେଶରେ ହୁ ହୁ ବଢ଼ୁଛି କରୋନା : ଲଗାତର ଦ୍ୱିତୀୟ ଦିନରେ ୨ ଲକ୍ଷ ପାର୍ କରୋନା ମାମଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ମାଡ଼ି ଚାଲିଛି। ଲଗାତର ଦୁଇ ଦିନ ହେଲା ଦେଶରେ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ଉପରେ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁସାରେ...
ଜାଣନ୍ତୁ ଆଜିର ରାଶିଫଳ – (୧୧ ଏପ୍ରିଲ ୨୦୨୧, ରବିବାର)
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା
ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ।
ତିଥି ଓ ପର୍ବ-ଦିବସ: ଆଜି ଚୈତ୍ର କୃଷ୍ଣ ଚତୁର୍ଦ୍ଦଶୀ (ମଳ) ପ୍ରାତଃ ୦୬:୦୩:୩୬ ଗତେ ଅମାବାସ୍ୟା ତିଥି। ମୀନଚନ୍ଦ୍ର ଅହୋରାତ୍ର। ଉତ୍ତରଭାଦ୍ର...
କରୋନା ହଟସ୍ପଟ ସୁନ୍ଦରଗଡ଼, ଖୋର୍ଦ୍ଧା – କାହିଁକି ବଢ଼ୁଛି ସଂକ୍ରମଣ?
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ରୁ ସର୍ବାଧିକ ୩୫୫ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ଖୋର୍ଦ୍ଧାରୁ ୧୯୩ ଜଣ ଚିହ୍ନଟ ହୋଇଛନ୍ତି। ଗତ ୫ ଦିନର ରିପୋର୍ଟ...
କରୋନାର ନୂଆ ରୂପ, ନୂଆ ଲକ୍ଷଣ – କେମିତି ରହିବେ ସତର୍କ?
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆ ନୂଆ ରୂପରେ କରୋନା ଏବେ ସାଂଘାତିକ ହେବାକୁ ଲାଗିଲାଣି। କେରଳ, ମହାରାଷ୍ଟ୍ର, ଛତିଶଗଡ଼, ମଧ୍ୟପ୍ରଦେଶ, ପଞ୍ଜାବ, ହରିୟାଣା ପ୍ରଭୃତି ରାଜ୍ୟରେ ସଂକ୍ରମଣ ଉପରମୁହାଁ ହୋଇଛି। ଭାଇରସର ନୂଆ ରୂପ ଅଧିକ...
ରାଜ୍ୟରେ ଟିକା ଅଭାବରୁ ୪୦୦ଟିକାକରଣ କେନ୍ଦ୍ର ବନ୍ଦ – ୧୫ଲକ୍ଷ କୋଭିସିଲ୍ଡ ଟିକା ପାଇଁ ଦାବି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଦେଖାଦେଇଛି କରୋନା ଟିକା ସଙ୍କଟ। ପର୍ଯ୍ୟାପ୍ତ ପରିମାଣରେ ଟିକା ନଥିବାରୁ ୪୦୦ଟିକାକରଣ କେନ୍ଦ୍ର ବନ୍ଦ ହୋଇଗଲାଣି। କୋଭିସିଲ୍ଡ ଟିକା ନଥିବା କାରଣରୁ ଏଭଳି ହୋଇଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ...
ପୁରୀରେ ୧୨ରାଜ୍ୟର ପର୍ଯ୍ୟଟଙ୍କ ପାଇଁ କଟକଣା – ଦର୍ଶନ ପୂର୍ବରୁ ଆରଟିପିସିଆର ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ପୁରୀରେ ପର୍ଯ୍ୟଟକମାନଙ୍କ ପାଇଁ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି। ଏଣିକି ୧୨ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକମାନଙ୍କ ଉପରେ ପ୍ରଶାସନର ତୀକ୍ଷ୍ଣ...
ବାଚସ୍ପତିଙ୍କୁ ଚପଲ ଫିଙ୍ଗିବା ଘଟଣା – ରାଜ୍ୟପାଳଙ୍କୁ ଭେଟିବେ ନିଲମ୍ବିତ ବିଜେପି ବିଧାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଧାନସଭା ପରିସରରେ ପୂରା ରାତି ଧାରଣାରେ ବସିବା ପରେ ବିଜେପି ବିଧାୟକମାନେ ସୋମବାର ଦିନ ରାଜ୍ୟପାଳଙ୍କୁ ଭେଟିବେ। ଧାରଣାରୁ ଓହରିବା ପାଇଁ ଓଡ଼ିଶା ବିଜେପି ପ୍ରଭାରୀ ଭିପି ସିଂହ ତୋମର ଅନୁରୋଧ...
ଆନ୍ଧ୍ରପ୍ରଦେଶର ନେଲୁରୁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା – ୮ ମୃତ, ୭ ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆନ୍ଧ୍ରପ୍ରଦେଶର ନେଲୁରୁ ଜିଲା ନିକଟ ବୁଛିରେଡିପାଲେମ ପଞ୍ଚାୟତର ଦାମରାମାଡୁଗୁ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ମୋଟ ୮ ଜଣକ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ...
ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଶୁକ୍ରବାର ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା ଅସୁସ୍ଥ ହେବାପରେ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥିତ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା...
ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍-୧୯ ଗାଇଡଲାଇନ୍ କଡ଼ାକଡ଼ି ପାଳନ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର କେତେକ ସ୍ଥାନରେ ସାନି କରୋନା ସଂକ୍ରମଣ ଦେଖାଦେଇଛି। ଏହାକୁ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍-୧୯ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବା ପାଇଁ...





















