ସ୍କୁଲ ଯିବେ ଓଲିଉଡ ଡିଭା ଅର୍ଚ୍ଚିତା – ରୋଲ୍ ନମ୍ବର ୨୭
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ନୂଆ ରୂପରେ, ନୂଆ ଢଙ୍ଗରେ ଆସୁଛନ୍ତି ଓଲିଉଡ ଅଭିନେତ୍ରୀ ଅର୍ଚ୍ଚତା। ଏଥର ଓକିଲ ନୁହେଁ କି ପୋଲିସ ଅଫିସର ନୁହେଁ ବରଂ ଏକଦମ ସିଧାସାଧା ଗାଉଁଲି ଝିଅ ହୋଇ ଦର୍ଶକଙ୍କ...
ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଚେତାଇଲେ ପୋଲିସ କମିସନର –‘ଆମ ପ୍ରେମ ପତ୍ରକୁ ଅପେକ୍ଷା କରନାହିଁ’
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଚାଲିଥିବା ସଡ଼କ ସୁରକ୍ଷା ମାସ ଆଜି ଶେଷ ହୋଇଛି। ଶେଷଦିନରେ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଟ୍ରାଫିକ ଉଲ୍ଲଙ୍ଘନକାରୀଙ୍କୁ ଏକ ମଜାଳିଆ ଢଙ୍ଗରେ ପୁଣିଥିରେ ଚେତାଇଛନ୍ତି।
‘‘ଟ୍ରାଫିକ ନିୟମ ଉଲ୍ଲଂଘନକାରୀ ଅପେକ୍ଷା...
ଆସିଲା ଫେବ୍ରୁଆରି ମାସର ‘ଓଡ଼ିଆ ଡିଜିଟାଲ ସ୍ଵାସ୍ଥ୍ୟ ମାଗାଜିନ୍’
ଓଡ଼ିଶାଲାଇଭ୍ ବ୍ୟୁରୋ
ଏହି ଓଡ଼ିଆ ଡିଜିଟାଲ ‘ସ୍ୱାସ୍ଥ୍ୟ ମାଗାଜିନ୍’ର ଫ୍ରି ହ୍ୱାଟ୍ସାପ୍ ସବ୍ସ୍କ୍ରିପ୍ସନ୍ ପାଇଁ ଏହି ଲିଙ୍କ୍ ( https://bit.ly/SubscribeToSwasthyaPlusOdia)ରେ କ୍ଲିକ୍ କରନ୍ତୁ।
‘ସ୍ୱାସ୍ଥ୍ୟପ୍ଲସ୍ ଓଡ଼ିଆ’ ଲଞ୍ଚ୍ କଲା ଫେବ୍ରୁଆରି ମାସର ‘ଓଡ଼ିଆ ଡିଜିଟାଲ ସ୍ଵାସ୍ଥ୍ୟ ମାଗାଜିନ୍’
ଲୋକଙ୍କୁସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦେବ ଏହି ଡିଜିଟାଲ ମାଗାଜିନ୍
୧୫ହଜାରରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚୁଛି ଏହି ମାଗାଜିନ୍
ସ୍ମାର୍ଟଫୋନ୍ ଜରିଆରେଏହାକୁ ଯେ...
ପୁଲଓ୍ୱାମା ଆକ୍ରମଣକୁ ୨ ବର୍ଷ – ୪୦ ଯବାନ ଦେଇଥିଲେ ପ୍ରାଣବଳୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିକୁ ପୁଲଓ୍ୱାମା ଆକ୍ରମଣକୁ ୨ ବର୍ଷ ପୂରା ହୋଇଛି। ହେଲେ ଆଜିବି ମନରୁ ଲିଭିନି ସେହି ଛାତିଥର ଘଟଣା। ଆତଙ୍କବାଦୀଙ୍କୁ ଆକ୍ରମଣରେ ସହିଦ ହୋଇଥିଲେ ୪୦ ସିଆରପିଏଫ୍ ଯବାନ। ଏହି ଘଟଣା...
ନାବାଳକ ସ୍କୁଟି ଚାଳକଙ୍କୁ ୩୫ ହଜାର ଜରିମାନା
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ସ୍କୁଟି ଚଳାଇ ଟ୍ରାଫିକ ପୋଲିସ ହାତରେ ଧରାପଡ଼ିଲେ ନାବାଳକ। ଫଳରେ ତାଙ୍କ ନାଁରେ ୩୫ ହଜାର ଟଙ୍କାର ଚାଲାଣ କଟାଯାଇଛି। ପୁରୀ ଟାଉନ ଥାନା ମାର୍କେଣ୍ଡଶ୍ୱର ସାହି...
ମୁଣ୍ଡବିହୀନ ଶବର ଖୁଲାସା କଲା ପୋଲିସ – ବିବାହ ବିବାଦରୁ ହୋଇଥିଲା ମୁଣ୍ଡକାଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ୱରରୁ ମିଳିଥିବା ମହିଳାଙ୍କ ମୁଣ୍ଡବିହୀନ ଶବର ଠିକଣା ପାଇଛି ପୋଲିସ। ମହିଳାଙ୍କ ନାମ ପୁଷ୍ପଲତା ରାଉଳ। ସେ ମଞ୍ଚେଶ୍ଵରର ଧୀରକୁଟ ବସ୍ତିରେ ରହୁଥିଲେ। ବିବାହ ବିବାଦ ପାଇଁ ତାଙ୍କୁ ହତ୍ୟା...
ରାୟଗଡ଼ାରେ ବିଜୁ ଯୁବ-ଛାତ୍ର ସମାବେଶ: ”ସୁନାର ଓଡ଼ିଶା ଗଠନ ଦିଗରେ ଯୁବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ”
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ସହରସ୍ଥିତ ସ୍ଥାନୀୟ ତେଜସ୍ୱୀ ହୋଟେଲ ସମ୍ମୁଖ ପଡ଼ିଆରେ ରାୟଗଡ଼ା ବିଜୁ ଜନତା ଦଳ ପକ୍ଷରୁ ଐତିହାସିକ ବିଜୁ ଯୁବ-ଛାତ୍ର ସମାବେଶ ଅନୁଷ୍ଠିତ ହୋଇଛି। ପ୍ରଥମେ...
ବଡ଼ ପରଦାରେ ନଜର ଆସିବେ କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲଙ୍କ ଝିଅ ଆରୁଷୀ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଡ଼ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କ ଝିଅ ଆରୁଷୀ ନିଶଙ୍କ। କଥକ ଡ୍ୟାନ୍ସର ତଥା ପରିବେଶବିତ୍ ଭାବେ ବେଶ୍ ପରିଚିତ ଆରୁଷୀ ଏବେ...
ଆଗାମୀ ୨୪ ଘଣ୍ଟା ପ୍ରବଳ ଶୀତ – ୧୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗାମୀ ୨୪ ଘଣ୍ଟା ଯାଏଁ ଓଡିଶାର ୧୬ ଜିଲ୍ଲାକୁ ଶୀତଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ,...
୬ରେ ଦେଶବ୍ୟାପୀ ଚାଷୀ ଆନ୍ଦୋଳନ – ୧୨ଟାରୁ ୩ଟା ଚକାଜାମ୍
ଓଡ଼ିଶାଲାଇଭ ବ୍ୟୁରୋ
ଫେବ୍ରୁଆରି ୬ ତାରିଖରେ ଦେଶବ୍ୟାପୀ ହେବ ଚାଷୀ ଆନ୍ଦୋଳନ। ଦିନ ୧୨ଟାରୁ ଅପରାହ୍ଣ ଦିନ ୩ଟା ପର୍ଯ୍ୟନ୍ତ ଚକାବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି ଚାଷୀ ସଙ୍ଗଠନ। ଇଣ୍ଟରନେଟ ବ୍ୟାନ, ବଜେଟରେ କୃଷକଙ୍କୁ...




















