ବ୍ରହ୍ମପୁର: ସାମାଜିକ ଦୂରତ୍ୱ ନିୟମ ଭାଙ୍ଗିଲା ମେଡିସିନ୍ ଷ୍ଟୋର, ଦୋକାନ ସିଲ୍

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ (ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): କରୋନା ଭାଇରସକୁ ମୁକାବିଲା କରିବାର ଏକମାତ୍ର ଉପାୟ ହେଉଛି ସାମାଜିକ ଦୂରତ୍ୱ। ଯାହାକୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

କରୋନା ମୁକାବିଲା – ରାଜ୍ୟରେ ନିଯୁକ୍ତ ହେବେ ଚୁକ୍ତି ଭିତ୍ତିକ ଡାକ୍ତର, ନର୍ସ ଓ ଫାର୍ମାସିଷ୍ଟ୍

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ମୁକାବିଲା ପାଇଁ ବିଭିନ୍ନ ପଦରେ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ୩ମାସ ଚୁକ୍ତି ଭିତ୍ତିରେ ଡାକ୍ତର, ନର୍ସ ଓ ଫାର୍ମାସିଷ୍ଟ୍ ଆଦି ପଦରେ...

କରୋନା ସଚେତନତା – ଅଭିନେତା ଆକାଶ ଶିଖାଇଲେ ହାତ ଧୁଆ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ [youtube https://www.youtube.com/watch?v=Sa9UwRJXVS4] ବଲିଉଡରୁ ଓଲିଉଡ ସବୁଠି କରୋନା ଚର୍ଚ୍ଚା। କିଏ ଗୀତ ଗାଇ ତ କିଏ ଅଭିନୟ କରି ଭିନ୍ନ ଭିନ୍ନ ଉପାୟରେ ଲୋକଙ୍କୁ ସଚେତନ କରାଉଛନ୍ତି ସେଲିବ୍ରିଟି। ଏହି କ୍ରମରେ...

ରାଜଧାନୀରେ ଅଡ୍ – ଇଭିନ୍ ଗାଡ଼ି ଚେକିଂ ଜୋରଦାର

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଲକଡାଉନର ଦ୍ୱିତୀୟ ଦିନରେ ରାଜଧାନୀର ବିଭିନ୍ନ ଛକରେ ଚେକିଂ ଜୋରଦାର ହୋଇଛି। ଅଡ୍-ଇଭିନକୁ ନେଇ ପୋଲିସ୍ ପକ୍ଷରୁ ଏହି ଚେକିଂ କରାଯାଉଛି। ଏହି କାରଣରୁ ରାଜଧାନୀର ବିଭିନ୍ନ ଛକରେ ଆଜି...

ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ – ଫ୍ଲୋର୍ ଟେଷ୍ଟ ପୂର୍ବରୁ ଇସ୍ତଫା ଦେବେ କମଳନାଥ!

ଓଡ଼ିଶାଲାଇଭ୍ ବ୍ୟୁରୋ ମଧ୍ୟପ୍ରଦେଶ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗୁରୁବାର ସୁପ୍ରିମକୋର୍ଟ ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ଫ୍ଲୋର୍ ଟେଷ୍ଟ୍ କରାଇବା ପାଇଁ ନିର୍ଦ୍ଦେଶ ଦେବା ପରେ ଶୁକ୍ରବାର ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି...

କରୋନା ବିଷୟରେ ଛୋଟପିଲାଙ୍କୁ କେମିତି କହିବେ?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ବର୍ତ୍ତମାନ କରୋନା ଭାଇରସ ଯେଉଁଭଳି ଭାବେ ତା’ର କାୟା ମେଲାଇଛି ଏଥିରେ ଲୋକେ ଆତଙ୍କିତ ହେବା ସ୍ୱାଭାବିକ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା  ବଡ଼ମାନେ ସିନା କରୋନା ଭାଇରସ ବିଷୟରେ ବୁଝିପାରୁଛନ୍ତି...

କରୋନା ପାଇଁ ସମସ୍ତେ ମାସ୍କ ପିନ୍ଧିବା ଜରୁରୀ ନୁହେଁ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ଭାଇରସ ପାଇଁ ଏବେ ସମସ୍ତେ ତତ୍ପର ହୋଇପଡ଼ିଛନ୍ତି। ଯେଉଁଠି ଦେଖ ଲୋକେ ମାସ୍କ, ହ୍ୟାଣ୍ଡ ଓ୍ୱାସ, ସାନିଟାଇଜର କିଣିବା ପାଇଁ ଭିଡ଼ ଲଗାଇଛନ୍ତି। ଫଳରେ ବଜାରରୁ ମାସ୍କ ଉଭେଇଗଲାଣି।...

ଜାଣନ୍ତୁ ବୟସ୍କଙ୍କ ପାଇଁ କ’ଣ ରହିଛି କରୋନା ପରାମର୍ଶ?

 ଓଡ଼ିଶାଲାଇଭ୍‌ କେରୋନା ବ୍ୟୁରୋ ସାରାବିଶ୍ୱରେ କରୋନା ଭାଇରସର ବାତାବରଣ ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଭାଇରସ ସଂକ୍ରମଣ ରୋକିବା ପାଇଁ ଏଯାଏଁ କିଛି ଉପାୟ ବାହାରିନି। କିନ୍ତୁ ହଁ ସଚେତନ ହେବା ଦ୍ୱାରା...

ବଲିଉଡ ଚୁଲବୁଲି ଆଲିୟାଙ୍କୁ ଛୁଇଁଲା ୨୭

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡର ଚୁଲବୁଲି ଅଭିନେତ୍ରୀ ଆଲିୟା ଭଟ୍ଟ ଆଜି ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ଜନ୍ମଦିନରେ ତାଙ୍କ ପ୍ରଶଂସକଙ୍କ ସହ ସେଲିବ୍ରିଟିମାନେ ଆଲିୟାଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ଜନ୍ମଦିନରେ ଇଣ୍ଟରନେଟରେ...

ଝିଲିକଙ୍କ ସହ ଡ୍ୟାନିଙ୍କ ସିକ୍ରେଟ ମ୍ୟାରେଜ, କ’ଣ କହିଲେ ପ୍ରଫୁଲ୍ଲ ଘଡ଼େଇ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଭିନେତ୍ରୀ ଝିଲିକଙ୍କ ସହ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କ ବାହାଘର ଘଟଣା ସମସ୍ତଙ୍କୁ ଚକିତ କରିଛି। ହଠାତ ଏହି ଖବର ସାମ୍ନାକୁ ଆସିବା ପରେ ଅନେକ ଏହି କଥାକୁ ବିଶ୍ୱାସ କରିପାରିନାହାନ୍ତି।...