ବାତ୍ୟା ପ୍ରଭାବିତଙ୍କ ପାଇଁ ଗୋଟିଏ ମାସର ଦରମା ଛାଡ଼ିଲେ ଧର୍ମେନ୍ଦ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ପ୍ରଭାବିତଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋଟିଏ ମାସର ଦରମା ଛାଡ଼ିଛନ୍ତି। ସେ ତାଙ୍କ ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦେଇଛନ୍ତି। ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟ ବର୍ଷକର...

‘ଫନି’ ସହାୟତା – ଓଡ଼ିଶାକୁ ମୋଦି ଦେଲେ ୧ ହଜାର କୋଟି, ନବୀନ ମାଗିଲେ ୧୭

ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ‘ଫନି’ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ୧୭ ହଜାର କୋଟି ଟଙ୍କା ମାଗିଲେ। ‘ଫନି’ ସହାୟତାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆରମ୍ଭ ହୋଇଯାଇଛି ଟଣା ଓଟରା। ପ୍ରଧାନମନ୍ତ୍ରୀ...

‘ଫନି’ ପ୍ରଭାବିତ ଲୋକଙ୍କ ପାଇଁ ବର୍ଷକର ଦରମା ଦେଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ‘ଫନି’ ପ୍ରଭାବିତ ଲୋକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ପ୍ରଭାବିତଙ୍କ ପାଇଁ ନବୀନ ତାଙ୍କ ବର୍ଷକର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। ବାତ୍ୟା ଫନି...

ବାତ୍ୟା ପ୍ରଭାବରେ ବନ୍ଦ ଥିବା ପୁରୀ କୋଣାର୍କ ବେଳାଭୂମି ରାସ୍ତା ଖୋଲିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲୁଖଣ୍ଡ ଅଭୟାରଣ୍ୟ ଭୟଙ୍କର ଭାବେ ପ୍ରଭାବିତ ମେରାଇନ୍ ଡ୍ରାଇଭ୍‌ ରାସ୍ତାରେ ଚରିଗଲା ବାଲି ରାମଚଣ୍ଡୀ ମନ୍ଦିରର ଦଧିନଉତି କ୍ଷତିଗ୍ରସ୍ତ ଉଜୁଡ଼ିଲା କୋଣାର୍କ ମନ୍ଦିରର ଚାରିପାଖର ସବୁଜିମା ତିନି ଦିନ ପରେ...

‘ଫନି’ ମୃତ୍ୟୁ ସଂଖ୍ୟା ୨୯

ଓଡ଼ିଶାଲାଇଭ ବ୍ୟୁରୋ ବାତ୍ୟା ‘ଫନି’ରେ ଓଡ଼ିଶାରେ ମୋଟ ୨୯ ଜଣ ପ୍ରାଣ ହରାଇଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ କହିବା ଅନୁସାରେ ପୁରୀରେ...

ପୁରୀରେ ମୋଦିଙ୍କ ହେଲିକପ୍ଟର ଓହ୍ଲାଇବାକୁ ମିଳିଲାନି ଅନୁମତି

ଓଡ଼ିଶାଲାଇଭ ବ୍ୟୁରୋ ‘‘ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର ଓହ୍ଲାଇବାକୁ ଅନୁମତି ଦେଲାନି ପ୍ରଶାସନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର ଓହ୍ଲାଇବାକୁ ପ୍ରଶାସନ ଅନୁମତି ଦେଇଥିବା ବେଳେ ମୋଦିଙ୍କୁ କାହିଁକି ନୁହେଁ?’’ ଏହି ପ୍ରଶ୍ନ ଉଠାଇଛନ୍ତି...

ବାତ୍ୟା ‘ଫନି’ ପରେ ଓଡ଼ିଶାକୁ ସହାୟତାର ହାତ ବଢ଼ାଇଲା ଆନ୍ଧ୍ର ସରକାର

ଓଡ଼ିଶାଲାଇଭ ବ୍ୟୁରୋ ବାତ୍ୟା ଫନି ଉପକୂଳ ଓଡ଼ିଶାକୁ ଛାରଖାର କରି ଦେଇଛି। ରାଜଧାନୀ ଭୁବନେଶ୍ୱର ସମେତ ପୁରୀ, ଖୋର୍ଦ୍ଧାରେ ତାଣ୍ଡବ ରଚିଛି ଫନି। ଫନି ପ୍ରଭାବିତ ଓଡ଼ିଶା ପାଇଁ ଆନ୍ଧ୍ର ସରକାର ସହାୟତାର ହାତ...

ବାତ୍ୟା ପାଇଁ ଆଉ ୧ ହଜାର କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଓଡ଼ିଶାଲାଇଭ ବ୍ୟୁରୋ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଡିଜିପି ଓ ଅନ୍ୟ ବରିଷ୍ଠଙ୍କ ପଦାଧିକାରୀଙ୍କ ସହ ବାତ୍ୟା ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ଓଡ଼ିଶା ପାଇଁ ଆଉ...

ବାତ୍ୟା ଆଶ୍ରୟସ୍ଥଳରେ କେମିତି କଟୁଛି ଜୀବନ?

ଓଡ଼ିଶାଲାଇଭ ବ୍ୟୁରୋ ବାତ୍ୟା ଫନି ତାଣ୍ଡବ ରଚି ଚାଲି ଯାଇଥିଲେ ମଧ୍ୟ ସ୍ଥିତି ସ୍ୱାଭାବିକ ହୋଇନି। ଫନି ଅଧିକାଂଶ ଲୋକଙ୍କ ଘର ଭାଙ୍ଗି ଦେଇଥିବାରୁ ପ୍ରଭାବିତ ଲୋକେ ବାତ୍ୟା ଆଶ୍ରୟସ୍ଥଳ ଉପରେ ନିର୍ଭର କରି...

ବିଜୁଳି ନାହିଁ, କ୍ୟାପିଟାଲ ହସ୍ପିଟାଲରେ ରୋଗୀ ହନ୍ତସନ୍ତ

ଓଡ଼ିଶାଲାଇଭ ବ୍ୟୁରୋ ବାତ୍ୟା ଫନି ପରେ କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ସ୍ଥିତି ପରଖିଲା ଓଡ଼ିଶାଲାଇଭ୍ ଟିମ୍। (ଭୁବନେଶ୍ୱରରୁ ସତ୍ୟବ୍ରତ ପାଢ଼ୀ): ବାତ୍ୟା ‘ଫନି’ ଓଡ଼ିଶା ଉପକୂଳରେ ତାଣ୍ଡବ ରଚି ଚାଲି ଯାଇଛି। ହେଲେ ଏହାର ପ୍ରଭାବରେ...