ପ୍ରକାଶ ପାଇଲା ଅଫଲାଇନ୍ ମାଟ୍ରିକ ପରୀକ୍ଷା ଫଳ – ଝିଅଙ୍କୁ ପଛରେ ପକାଇ ପୁଅ ଆଗରେ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରକାଶ ପାଇଲା ଅଫଲାଇନ୍ ମାଟ୍ରିକ ପରୀକ୍ଷା ଫଳ। ଅଫଲାଇନ୍ ପରୀକ୍ଷାରେ ଛାତ୍ରମାନେ ଛାତ୍ରୀଙ୍କୁ ଟପିଛନ୍ତି। ୩୧୦୦ ଛାତ୍ର ଓ ୨୧୩୩ ଜଣ ଛାତ୍ରୀଙ୍କୁ ମିଶାଇ ମୋଟ୍ ୫୨୩୩ ଜଣ ପାସ୍ କରିଥିବା...
IPSAR ଅଧୀନରେ IT ଅଫିସର ଏବଂ କାଉନ୍ସେଲର ପଦବୀରେ ନିଯୁକ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପ୍ରଫେସନାଲ୍ ଷ୍ଟଡିଜ୍ ଆଣ୍ଡ ରିସର୍ଚ (IPSAR) ଅଧୀନରେ ଆଇଟି ଅଫିସର ଏବଂ ମାର୍କେଟିଂ ଆଣ୍ଡ୍ ଏଜୁକେସନ୍ କାଉନ୍ସେଲର୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଫେବ୍ରୁଆରି...
ସହିଦ ପିଲାମାନଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବେ କେନ୍ଦ୍ର ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ସହିଦ୍ ପିଲାମାନଙ୍କ ପାଇଁ ଖୁସି ଖବର। ଏଣିକି ସେମାନଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବେ କେନ୍ଦ୍ର ସରକାର। ଏନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି।
ସହିଦ୍ ପିଲାମାନଙ୍କ ସମସ୍ତ ପାଠପଢ଼ା...
ଗୁଜୁରାଟରେ ଧିମେଇ ଯାଇଛି ବିଜେପିର ସୋସିଆଲ ମିଡିଆ କ୍ୟାମ୍ପେନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ସୋସିଆଲ ମିଡିଆକୁ ଅସ୍ତ୍ର କରି ୨୦୧୪ ନିର୍ବାଚନ ବୈତରଣୀ ପାର୍ ହୋଇଥିବା ବିଜେପି ପାଇଁ ଗୁଜୁରାଟ ନିର୍ବାଚନ କ୍ୟାମ୍ପେନ୍ ମହଙ୍ଗା ପଡ଼ିଛି। ବିଜେପି ଏଥର ସୋସିଆଲ ମିଡିଆ କ୍ୟାମ୍ପେନରେ କିଛି ନୂଆ...
ଆଜି ମୋଦୀ-ଟ୍ରମ୍ପଙ୍କ ସାକ୍ଷାତ – କଶ୍ମୀର ପ୍ରସଙ୍ଗରେ ହେବ ଆଲୋଚନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଫ୍ରାନ୍ସରେ ଜି ୭ ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆଜି ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ସାକ୍ଷାତକାରରେ...
ବୌଦ୍ଧରେ ସମସ୍ତ ସରକାରୀ ଅଫିସ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସଟଡାଉନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବୌଦ୍ଧ ଜିଲ୍ଲାରେ ସମସ୍ତ ସରକାରୀ ଅଫିସ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସଟଡାଉନ ରହିବ। ଜିଲ୍ଲାରେ ଅଧିକାଂଶ ସରକାରୀ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି ବୌଦ୍ଧ ଜିଲ୍ଲାପାଳ।
ମେଡିକାଲ ଓ...
କରୋନା ଭାଇରସର ଲକ୍ଷଣ କ’ଣ? କେମିତି ଏହାକୁ ବ୍ୟାପିବାରୁ ରୋକିବେ ?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଚୀନର ଉହାନ ସହରରୁ ସୃଷ୍ଟି ହୋଇଥିବା ଭୟଙ୍କର କରୋନା ଭାଇରାସ ଏବେ ବିଶ୍ୱର ୧୧୮ଟି ଦେଶକୁ ଗ୍ରାସ କରି ସାରିଲାଣି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO) ଏହାକୁ ବିଶ୍ୱ ମହାମାରୀ ଭାବେ...
ଚତୁର୍ଥ ଆସେସ୍ ଟେଷ୍ଟ – ୧୮୫ରନରେ ଜିତିଲା ଅଷ୍ଟ୍ରେଲିଆ
ଓଡ଼ିଶାଲାଇଭ ବ୍ୟୁରୋ
ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଆସେସ ଟେଷ୍ଟର ଚତୁର୍ଥ ମ୍ୟାଚକୁ ନିଜ କବଜାରେ କରିଛି ଅଷ୍ଟ୍ରେଲିଆ। ଷ୍ଟିଭେନ ସ୍ମିଥଙ୍କ ଦ୍ଵିଶତକ ବଳର ଏହି ମ୍ୟାଚକୁ ଅଷ୍ଟ୍ରେଲିଆ ୧୮୫ରନରେ ଜିତିଛି ନେଇଛି। ଏହାସହ ୫ଟିକିଆ...
ଆହୁରି ୩ଦିନ ଥଣ୍ଡା, ଆଲର୍ଟ ଜାରି କଲା ପାଣିପାଗ ବିଭାଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ସକାଳ ୯ଟା ନହେଲେ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ଓଡ଼ିଶା ସମତେ ଦିଲ୍ଲୀ , ହରିୟାଣା, ହିମାଚଳ...
କୋହଲିଙ୍କ ସ୍ଥାନ ନେଲେ ଷ୍ଟିଭ୍ ସ୍ମିଥ୍ – ହେଲେ ନମ୍ବର ୱାନ୍ ଟେଷ୍ଟ ବ୍ୟାଟ୍ସମ୍ୟାନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଅଧିନାୟକଙ୍କ ସ୍ଥାନ ଛଡେଇନେଲେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥ୍। ନୂଆକରି ପ୍ରକାଶ ପାଇଥିବା ପୁରୁଷ ଟେଷ୍ଟ ରାଙ୍କିଙ୍ଗରେ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି ଷ୍ଟିଭ୍ ସ୍ମିଥ୍। ଗତ ଏକବର୍ଷ ଧରି...


















