କାହିଁକି ୨୪ ତାରିଖ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପାଇଁ ଶୁଭ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ମାଷ୍ଟରବ୍ଲାଷ୍ଟର୍ ୪୫ତମ ଜନ୍ମଦିବସ। ସଚିନ ତେନ୍ଦୁଲକର ଓ ୨୪ ତାରିଖ ମଧ୍ୟରେ ଖାସ୍ ସମ୍ପର୍କ ରହିଛି। କେବଳ ଯେ ଏହି ତାରିଖରେ ସଚିନ୍...
ଓଡ଼ିଆ ସାଙ୍ଗଙ୍କୁ ଭୁଲି ନାହାନ୍ତି ରାଷ୍ଟ୍ରପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ପଗଡ଼ି ଦେଖି ୧୩ ବର୍ଷ ତଳର ପୁରୁଣା ସାଙ୍ଗକୁ ଚିହ୍ନିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ।
‘‘ମୁଁ ଆପଣଙ୍କ ପଗଡ଼ି ଦେଖି ଚିହ୍ନିପାରିଲି କାରଣ ଏଠି ଆଉ କେହି ଲୋକ ପଗଡ଼ି ପିନ୍ଧିନାହାନ୍ତି। ତେଣୁ...
ରିଆଲିଟି ସୋ’ରୁ ସିନେ ଅଭିନେତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରିଆଲିଟି ସୋ’ରୁ ଫିଲ୍ମ ପରଦାରେ ଏଣ୍ଟ୍ରି କରିବା ସେତେଟା ସହଜ ନୁହେଁ। କିନ୍ତୁ ଓଲିଉଡରେ କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ଦକ୍ଷ ଅଭିନୟ ଦ୍ୱାରା ଫିଲ୍ମ ପରଦାରେ ଅଭିନେତ୍ରୀ ହେବାର ସୌଭାଗ୍ୟ ଲାଭ...
ଇଣ୍ଟରକାଷ୍ଟ ମ୍ୟାରେଜ କଲେ ଅନୁସୂଚିତ ଜାତି ଓ ଜନଜାତି ଯୁବକଯୁବତୀଙ୍କୁ ମିଳିବ ୧ ଲକ୍ଷ ଟଙ୍କାର ପ୍ରୋତ୍ସାହନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନୁସୂଚିତ ଜାତି ଓ ଜନଜାତି ପରିବାରର କୌଣସି ଯୁବକ ବା ଯୁବତୀ ଯଦି ଅନ୍ୟ ବର୍ଗରେ ବିବାହ (ଇଣ୍ଟରକାଷ୍ଟ ମ୍ୟାରେଜ) କରନ୍ତି, ତେବେ ସରକାର ସେମାନଙ୍କୁ ୧ ଲକ୍ଷ ଟଙ୍କାର ପ୍ରୋତ୍ସାହନ...
ଉତ୍ତରପ୍ରଦେଶ କ୍ୟାବିନେଟ ମନ୍ତ୍ରୀ କମଳା ରାଣୀଙ୍କ ଜୀବନ ନେଲା କରୋନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରପ୍ରଦେଶର କ୍ୟାବିନେଟ ମନ୍ତ୍ରୀ କମଳା ରାଣୀ ବରୁଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟୁଇଟ କରି ଏହି ସୂଚନା ଦେବା ସହ ଶୋକ ପ୍ରକାଶ କରିଛନ୍ତି।
ମୃତ୍ୟୁ ବେଳକୁ...
ହକି ହିରୋ ଅମିତ ରୋହିଦାସ – ଗାଁ ସଉନାମୁରାରେ ପାଇଲେ ଟୋକିଓ ସଫଳତାର ଅସଲ ଖୁସି
ଓଡ଼ିଶାଲାଇଭ୍ ବ୍ୟୁରୋ
୮ ମାସ ପରେ ଗାଁକୁ ଫେରିଲେ ହକି ତାରକା ଅମିତ ରୋହିଦାସ୍
ଗାଁରେ ଅମିତଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା
ପୁଅକୁ ପାଖରେ ପାଇ ଭାବ ବିହ୍ୱଳ ହେଲେ ଅମିତ ମା’
...
ପ୍ରଥମ ‘ଏମି’ ପୁରସ୍କାର ବିଜେତା ସୋନମ ଶେଖାୱତ – ‘ଛୋଟାଭିମ୍’ କାର୍ଟୁନରେ ଜିଣୁଛନ୍ତି ପିଲାଙ୍କ ମନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ପ୍ରଥମ ଲେଖିକା ସୋନମ ଶେଖାୱତ, ଯେ ପ୍ରଥମଥର ପାଇଁ ‘ଏମି’ ପୁରସ୍କାର ପାଇଥିଲେ। ସୋନମଙ୍କ ଘର ରାଜସ୍ଥାନର କରୈଲୀ ସହରରେ କିନ୍ତୁ ସେ ଜୟପୁର ସହରରେ ରହି ନିଜର କ୍ୟାରିୟର...
Madhubabu: The Unifier
Bhaskar Parichha
THE PEOPLE OF ODISHA IN THE EARLY PART OF NINETEENTH CENTURY FACED AN UNPRECEDENTED IDENTITY CRISIS AND ONLY A MADHUSUDAN COULD HAVE RISEN...
ଭାରତୀୟ ଇତିହାସର କାଳାନ୍ତର: ଇନ୍ଦିରାଙ୍କ ସଦସ୍ୟତା ରଦ୍ଦ, ଜରୁରୀ ପରିସ୍ଥିତି
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନୀ ଅନିୟମିତତା ମାମଲାରେ ଇନ୍ଦିରା ସଦସ୍ୟତା ହରାଇବା ପରେ ଆଗକୁ କ’ଣ ହେବ ପୂରା ଦେଶ ଅପେକ୍ଷା କରି ରହିଥିଲା।
ଚଳିତ ବର୍ଷ ମୌସୁମୀ ବର୍ଷାରେ ଡେରି। ଚାରିଆଡ଼େ ପ୍ରବଳ ଗରମ।...
ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ, ଡିସେମ୍ବର ସୁଦ୍ଧା ସରିବ ବାକି ୧୭୭୧ ହାଇସ୍କୁଲର କାମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ଚତୁର୍ଥ ପର୍ଯ୍ୟାୟ ୨୦୨୩ ଡିସେମ୍ବର ମାସ ସୁଦ୍ଧା ଶେଷ ହେବ। ଏହି ପର୍ଯ୍ୟାୟରେ ରାଜ୍ୟରେ ବାକିଥିବା ଆଉ ୧ ହଜାର ୭୭୧ଟି ହାଇସ୍କୁଲର ରୂପାନ୍ତରଣ...


















