ଏଥର କ’ଣ ହେବ ସିମୁଳିଆର ଚିତ୍ର?

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ସିମୁଳିଆ ବିଧାନସଭା ଆସନରେ ତ୍ରିମୁଖୀ ଲଢ଼େଇ। ଭଦ୍ରକ ଲୋକସଭା ଆସନ ଅଧିନରେ ଆସୁଥିବା ସିମୁଳିଆରେ ଚାଲିଛି ଜୋରଦାର ଟକ୍କର। ବିଜେଡି-ବିଜେପି-କଂଗ୍ରେସର ପ୍ରାର୍ଥୀଙ୍କ ପ୍ରଚାରରେ ସିମୁଳିଆ ପ୍ରଚାର ମଇଦାନ କମ୍ପୁଥିବା ବେଳେ ଏଠାକର...

ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କଲେ ମୋଦି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଏନଡିଏର ନେତା ଭାବେ ନରେନ୍ଦ୍ର ମୋଦି ଚୟନ ହେବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ସରକାର ଗଠନ ପାଇଁ ଦାବି କରିଛନ୍ତି ମୋଦି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ...

ସ୍ୱର୍ଣ୍ଣ ବିଜୟୀ ଭାରତୀୟ ହକି ଦଳ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କଲା ହକି ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଚୀନରେ ଚମକିଲା ଭାରତ ସ୍ୱର୍ଣ୍ଣ ସହ ସିଧାସଳଖ ଅଲିମ୍ପିକ୍ସ ଯୋଗ୍ୟତା ହାସଲ, ଶୁଭେଚ୍ଛା ଜଣାଇଲେ ହକି ଇଣ୍ଡିଆ ସଭାପତି। ଚୀନରେ ଚମକିଲା ଭାରତୀୟ ପୁରୁଷ ହକି ଦଳ। ଫାଇନାଲରେ ଜାପାନକୁ ହରାଇ ସ୍ୱର୍ଣ୍ଣ...

କେନ୍ଦ୍ର କ୍ୟାବିନେଟରେ ବଡ଼ ନିଷ୍ପତ୍ତି: ଦେଶରେ ପ୍ରତିଷ୍ଠା ହେବ ୨୦ଟି ନୂଆ ଏମ୍ସ ହସ୍ପିଟାଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚତୁର୍ଥ ବର୍ଷରେ ପାଦ ଦେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ସରକାର। ଚତୁର୍ଥ ବର୍ଷ ପୂର୍ତ୍ତି ପାଳନ କରିବା ପୂର୍ବରୁ କେନ୍ଦ୍ର କ୍ୟାବିନେଟ୍ ବୁଧବାର ଦିନ ବଡ଼ ନିଷ୍ପତ୍ତି ନେଇଛନ୍ତି।...

ନଭେମ୍ବର ୨୦ରେ ଭାରତରେ ଲଞ୍ଚ୍‌ ହେବ Realme X2 Pro

ଓଡ଼ିଶାଲାଇଭ୍‌ ବ୍ୟୁରୋ କ୍ୱାଡ୍‌ କ୍ୟାମେରା ସେଟ୍‌ଅପ୍‌ ସହିତ ମିଳିବ ୬୪ ମେଗାପିକ୍ସେଲର ରିୟର କ୍ୟାମେରା। ନଭେମ୍ବର ୨୦ରେ ଭାରତରେ ଲଞ୍ଚ୍‌ ହେବ ‘ରିୟଲମି ଏକ୍ସ୨ ପ୍ରୋ’ ସ୍ମାର୍ଟଫୋନ। ରିୟଲମି ନିକଟରେ ଏହାର ବହୁପ୍ରତିକ୍ଷୀତ ସ୍ମାର୍ଟଫୋନ Realme...

ମୋଦୀଙ୍କ ସହ ଆଜି ଚନ୍ଦ୍ରଯାନ-୨ର ଅବତରଣ ଦେଖିବେ ଓଡ଼ିଶାର ଶରଣ୍ୟା ଓ ଚିନ୍ମୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚନ୍ଦ୍ରଯାନ ୨ ଅବରତରଣକୁ ଆଉ କିଛି ଘଣ୍ଟା ବାକି ରହିଛି। ଆଜି ବିଳମ୍ବିତ ରାତିରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନ ୨। ରାତି ସାଢ଼େ ୧ଟାରୁ ସାଢ଼େ ୨ଟା...

କରୋନା ମୁକାବିଲା ପାଇଁ ୨୨୦୦ କୋଟିର ପ୍ୟାକେଜ ଘୋଷଣା କଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ମିଳିବ ଆଗୁଆ ତିନି ମାସର ଚାଉଳ ୯୪ ଲକ୍ଷ ପରିବାରକୁ ମିଳିବ ମାସକୁ ୧ ହଜାର ଟଙ୍କା ଲେଖାଏଁ ସହାୟତା ଏଥିପାଇଁ ୯୪୦...

୬୬ ବର୍ଷରେ ରେଖା , କିନ୍ତୁ କମିନି ଚମକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ହିନ୍ଦୀ ଫିଲ୍ମ ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ହେଲେ ରେଖା। ରେଖାଙ୍କୁ ହିନ୍ଦୀର ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରେ ଗଣାଯାଏ। ୧୯୫୪, ଆଜିର ଦିନରେ ତାମିଲନାଡୁରେ ଜନ୍ମ ହୋଇଥିବା ରେଖା ଆଜି ୬୬...

ଓଏସଏସଏସସି ପରୀକ୍ଷା ବାତିଲ କରିବାକୁ ଦାବି: ରାଜରାସ୍ତାକୁ ଓହ୍ଲାଇଲେ ହଜାର ହଜାର ପରୀକ୍ଷାର୍ଥୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଏସଏସଏସସି ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ପରୀକ୍ଷାର୍ଥୀ। ଓଏସଏସଏସସି ପରୀକ୍ଷାଗୁଡ଼ିକରେ ଅନିୟମିତତା ଅଭିଯୋଗରେ ସେମାନେ ଭୁବନେଶ୍ଵର ଲୋୟର ପିଏମଜି ଛକରେ ଧାରଣାରେ ବସିଛନ୍ତି। ଓଏସଏସଏସସି ଦ୍ଵାରା ପରିଚାଳିତ ଆରଆଇ, ଏଆରଆଇ,...

ଅଗ୍ରଣୀ ଡିଜିଟାଲ ମିଡିଆ ପ୍ଲାଟଫର୍ମ ଓଡ଼ିଶାଲାଇଭରେ ଜେନେରାଲ୍ ମ୍ୟାନେଜର ପଦବୀ ପାଇଁ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ଅଗଷ୍ଟ ୩୧

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଅଗ୍ରଣୀ ଡିଜିଟାଲ ମିଡିଆ ପ୍ଲାଟଫର୍ମ ଓଡ଼ିଶାଲାଇଭ୍ ପକ୍ଷରୁ ଜେନେରାଲ୍ ମ୍ୟାନେଜର (କଣ୍ଟେଣ୍ଟ ଆଣ୍ଡ ଅପରେସନ୍ସ) ପଦବୀ ଲାଗି ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏଥିପାଇଁ ସଂସ୍ଥା ପକ୍ଷରୁ ଆବେଦନ ଆହ୍ୱାନ...