କଂଗ୍ରେସରେ ଯୋଗଦେଲେ ମିଲି ପଣ୍ଡା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ସ୍ତ୍ରୀ ଶୁଭଶ୍ରୀ ପଣ୍ଡା ଓରଫ୍ ମିଲି ଆଜି କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ଉପସ୍ଥିତିରେ...

ନବରଙ୍ଗପୁର ବସ୍ ଷ୍ଟାଣ୍ଡ ଖଲାସୀଙ୍କୁ ଔଷଧ ଦୋକାନୀଙ୍କ ପକ୍ଷରୁ ଚାଉଳ ଓ ମାସ୍କ ବଣ୍ଟନ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): କରୋନା କାଳରେ ଠପ୍ ହୋଇଯାଇଛି ଜୀବିକା। ଅନେକ ଚାକିରି ହରାଇଛନ୍ତି, ତ’ ଅନେକ ଭୂତାଣୁ ସଂକ୍ରମଣ ଡରରେ ବାହାରକୁ ନଯାଇପାରି ଘରେ ବସିଛନ୍ତି, ଆଉ କିଏ କିଏ...

କରୋନା ଯୁଦ୍ଧରେ ଜିତିଲେ ହଲିଉଡ୍ ଅଭିନେତା ଟମ ହ୍ୟାଙ୍କସ୍ – ପତ୍ନୀଙ୍କ ସହ ସେଆର୍ କଲେ ଫଟୋ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ବିପକ୍ଷ ଯୁଦ୍ଧରେ ଜିତାପଟ ହାସଲ କରିଛନ୍ତି ହଲିଉଡ୍ ଅଭିନେତା ଟମ୍ ହ୍ୟାଙ୍କସ୍। ସାରା ବିଶ୍ୱ ଯେଉଁ କରୋନା ଭାଇରସ୍ ବିରୋଧରେ ଯୁଦ୍ଧ ଲଢୁଛି ତା’ ବିପକ୍ଷରେ ବିଜେତା ହୋଇଛନ୍ତି...

କୋଭିଡ୍‌ରୁ ସୁସ୍ଥ ହେବା ପରେ କେମିତି ନେବେ ସ୍ୱାସ୍ଥ୍ୟର ଯତ୍ନ? ଜାଣନ୍ତୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

home isolation-2
ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ସତର୍କ ରହିବା ନିହାତି ଜରୁରୀ। କାରଣ ଟିକିଏ ଅସାବଧାନତା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇପାରେ। ତେଣୁ କୋଭିଡରୁ ସୁସ୍ଥ ହେବା ପରେ ନିଜ...

ଓଡ଼ିଶାରେ ଆରମ୍ଭ ହେବ ଆଣ୍ଟିବଡି ଟେଷ୍ଟ – ଆସନ୍ତା ସପ୍ତାହରେ ପହଞ୍ଚିବ କିଟ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାରେ ପୁଣି ଆରମ୍ଭ ହେବ ଆଣ୍ଟିବଡି ଟେଷ୍ଟ। ଆସନ୍ତା ସପ୍ତାହରେ ଆଣ୍ଟିବଡି କିଟ୍‌ ଓଡ଼ିଶାରେ ପହଞ୍ଚିବ। ଏନେଇ ଜୀବ ବିଜ୍ଞାନ ପ୍ରତିଷ୍ଠାନ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି। ଆସନ୍ତା ସପ୍ତାହରେ ଆଇସିଏମ୍‌ଆର...

ମଦ୍ରାସାରେ ଜାତୀୟ ସଂଗୀତ ଗାନ ବାଧ୍ୟତାମୂଳକ

ଓଡ଼ିଶାଲାଇଭ୍ ବ୍ୟୁରୋ ମଦ୍ରାସାଗୁଡ଼ିକରେ ଜାତୀୟ ସଙ୍ଗୀତ ପରିବେଷଣ ବାଧ୍ୟତାମୂଳକ ବୋଲି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି। ଏହା ଫଳରେ ଉତ୍ତର ପ୍ରଦେଶ ଯୋଗୀ ସରକାର ନେଇଥିବା ନିଷ୍ପତ୍ତିକୁ  ବିଚାର ବିଭାଗୀୟ ମୋହର ଲାଗିଛି। ମଦ୍ରାସା ରେ ଜାତୀୟ...

ଫେବ୍ରୁଆରି ୨୨ରେ ପୁରୀ ଆସିବେ ଆମିକସ କ୍ୟୁରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫେବ୍ରୁଆରି ୨୨ ଓ ୨୩ରେ ଓଡ଼ିଶା ଆସିବେ ଆମିକସ କ୍ୟୁରି ରଞ୍ଜିତ କୁମାର। ମଙ୍ଗଳବାର ଶ୍ରୀମନ୍ଦିର ସଂସ୍କାରକୁ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ହୋଇଥିଲା। ଶୁଣାଣିରେ ସୁପ୍ରିମକୋର୍ଟ ଆମିକସ...

ବର୍ଷାଦିନେ କିପରି ନେବେ କେଶର ଯତ୍ନ?

hair care-3
ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ଷାଦିନରେ ଓଦା ହେବାର ଯଥେଷ୍ଟ ସମ୍ଭାବନା ଥାଏ। ତେଣୁ ଶରୀରକୁ ବିଭିନ୍ନ ପ୍ରକାର ରୋଗର ସାମନା କରିବାକୁ ପଡ଼ିଥାଏ। କେବଳ ଶରୀର ନୁହେଁ, ବର୍ଷାଦିନରେ ବିଭିନ୍ନ କେଶ ସମସ୍ୟା ମଧ୍ୟ ଦେଖାଦିଏ।...

ଜୋର୍ ଧରିଲା ମହାରଥୀଙ୍କ ଇସ୍ତଫା ଦାବି – ପୋଲିସ, ବିଜେପି ମହିଳା ମୋର୍ଚ୍ଚା ଧସ୍ତାଧସ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଇସ୍ତଫା ଦାବିରେ ପୁଣି ରାଜରାସ୍ତାକୁ ଓହ୍ଲାଇଲା ବିଜେପି। ରାଜ୍ୟ ରାଜନୀତିରେ ଥମୁନି ମହାରଥୀ ଝଡ଼। କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଇସ୍ତଫା ଦାବିରେ ବିଜେପି ମହିଳା ମୋର୍ଚ୍ଚା ପୁଣିଥରେ ରାଜରାସ୍ତାକୁ...

ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇବେ ମିଶନ ଶକ୍ତି ମା’: ଓଡ଼ିଶାରେ ଆସନ୍ତା ୫ ବର୍ଷରେ ଖୋଲିବ ୫ ହଜାର ମିଶନ ଶକ୍ତି ବଜାର

ଓଡ଼ିଶାଲାଇଭ୍ ବ୍ୟୁରୋ ମିଶନ ଶକ୍ତି ମା’ମାନଙ୍କ ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର। ମିଶନ ଶକ୍ତି ମା’ମାନଙ୍କୁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେବାକୁ ମଙ୍ଗଳବାର ଦିନ...