ଓଡ଼ିଶାର ୭ଟି ଅଞ୍ଚଳରେ ହେବ ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁସନ୍ ପ୍ରକଳ୍ପ

ଓଡ଼ିଶାଲାଇଭ୍ ବ୍ୟୁରୋ ନଭେମ୍ବର ୨୨ ତାରିଖରେ ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁସନ୍ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି।  ଦେଶର ୬୩ଟି ଭୈାଗୋଳିକ ଅଞ୍ଚଳର ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁସନ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି। ଏଥି...

ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ବଳଙ୍ଗା ଥାନା ଏଏସ୍‌ଆଇ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗିରଫ ହେଲେ ପୁରୀ ବଳଙ୍ଗା ଥାନା ଏଏସ୍‌ଆଇ ଚିତ୍ତରଞ୍ଜନ ଦାଶ। ଦୁଷ୍କର୍ମ ଅଭିଯୋଗରେ ତାଙ୍କୁ ଗିରଫ କରିଛି ପୋଲିସ। ଗୁରୁବାର ଜଣେ ମହିଳା ବଳଙ୍ଗା ଥାନା ଏଏସ୍‌ଆଇଙ୍କ ନାଁରେ ପିପିଲି ଏସ୍‌ଡିପିଓଙ୍କ...

ନୟାଗଡ଼: ଦୁର୍ଦ୍ଦିନରେ ଥୁଆବାରୀ ଗ୍ରାମର ସ୍ବାଧୀନତା ସଂଗ୍ରାମୀ କଣ୍ଡୁରି ପରିଡ଼ାଙ୍କ ପରିବାର

ଓଡ଼ିଶାଲାଇଭ୍ ବ୍ୟୁରୋ (କିଶୋର ମହାପାତ୍ର , ନୟାଗଡ଼ ରୁରାଲ): ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପାରାଢ଼ିପି ପଞ୍ଚାୟତ ଥୁଆବାରୀ ଗ୍ରାମର ସ୍ବାଧୀନତା ସଂଗ୍ରାମୀ ସହିଦ କଣ୍ଡୁରି ପରିଡ଼ାଙ୍କ ପରିବାର। ମହାତ୍ମା...

କେମିତି ଭଲ ହେବ ପିସିଓଏସ୍ ସମସ୍ୟା?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=fSDT_DwG56Q ପିସିଓଏସ୍ ବା ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ ହେଉଛି ଏକ ହରମୋନ୍ ଜନିତ ସମସ୍ୟା। ବର୍ତ୍ତମାନ ସମୟରେ କିଶୋରୀଙ୍କଠାରୁ ଆରମ୍ଭ କରି ୪୦ ବର୍ଷର ମହିଳାଙ୍କ ପର୍ଯ୍ୟନ୍ତ ପିସିଓଏସ୍‌ ସମସ୍ୟା ଦେଖାଦେଉଛି। ଏହି...

କର୍ଣ୍ଣାଟକ ରାଜନୀତି ପୁଣି ଉଷ୍ମ: କୁମାରସ୍ଵାମୀ କହିଲେ କାହା ଦୟାରେ ମୁଖ୍ୟମନ୍ତ୍ରୀ ହୋଇନାହିଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ କର୍ଣ୍ଣାଟକ ରାଜନୀତି ପୁଣି ଥରେ ଗୋଳିଆ। କଂଗ୍ରେସ ସହାୟତାରେ ରାଜ୍ୟରେ ଜେଡିଏସ ନେତା ଏଚଡି କୁମାରସ୍ଵାମୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। ପଦ ସମ୍ଭାଳିବାର ଦୁଇମାସ ନପୂରୁଣୁ ଦୁଇ କଂଗ୍ରେସ-ଜେଡିଏସ ମଧ୍ୟରେ ବାଦବିବାଦ ଦେଖାଯାଇଛି। କଂଗ୍ରେସ...

ଯକ୍ଷ୍ମା (ଟିବି) କାହିଁକି ହୁଏ? କାରଣ, ଲକ୍ଷଣ ଓ ପ୍ରତିକାର

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://youtu.be/YpBOlX5avj0?si=hz3fQi8yvIikd4WP ଯକ୍ଷ୍ମା ବା ଟିବି ଏକ ମାରାତ୍ମକ ସଂକ୍ରାମକ ରୋଗ। ଯକ୍ଷ୍ମା କେବଳ ଫୁସ୍‌ଫୁସ୍‌କୁ ପ୍ରଭାବିତ କରେ ତାହା ନୁହେଁ, ଏହା ମସ୍ତିଷ୍କ, ହାଡ଼, ଗଣ୍ଠି, ଚର୍ମ ଭଳି ଅନ୍ୟ ଅଙ୍ଗକୁ...

ଅଶୋକ ପାଣିଗ୍ରାହୀ ହେଲେ ବିଜେପିର ବିଜେପୁର ପ୍ରାର୍ଥୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରତୀକ୍ଷାର ଅନ୍ତ ଘଟିଛି। ବିଜେପୁର ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ଛାଡ଼ି ବିଜେପିରେ ସାମିଲ୍ ହୋଇଥିବା ଅଶୋକ ପାଣିଗ୍ରାହୀଙ୍କୁ ବିଜେପି ଟିକେଟ ଦେଇଛି। ଅଶୋକ ପାଣିଗ୍ରାହୀଙ୍କ ଉପରେ ମୋହର ମାରିଲା...

‘ମି ଠୁ’ ଜାଲରେ ଫସିଲେ ଚିତ୍ରଶିଳ୍ପୀ ଯତୀନ ଦାସ – ମହିଳା ପରିବେଶବିତ୍ ଆଣିଲେ ଯୌନ ଶୋଷଣ ଅଭିଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶିଷ୍ଟ ଚିତ୍ରଶିଳ୍ପୀ ଯତୀନ ଦାସଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଲେ ନିଶା ବୋରା। ସୋସିଆଲ ମିଡିଆରେ ଲେଖିଲେ ପୂରା କହାଣୀ। ଓଡ଼ିଶାକୁ ଡେଇଁଲା 'ମି ଠୁ' ଆନ୍ଦୋଳନ। ଜଣେ ଓଡ଼ିଆ ଅଭିନେତ୍ରୀଙ୍କ ପରେ...

‘କଂସ ମହାରାଜା’- ଦ୍ୱାପରର ଖଳନାୟକ, କଳିଯୁଗର ହିରୋ

ଓଡ଼ିଶାଲାଇଭ୍‌ ଫିଚର [youtube https://www.youtube.com/watch?v=nw_Eu9PpzWw] ନାଟକର ଅନେକ ଖଳ ଚରିତ୍ର ଦର୍ଶକଙ୍କ ହୃଦୟରେ ପାଇଛନ୍ତି ସ୍ୱତନ୍ତ୍ର ସ୍ଥାନ। ସେମାନଙ୍କ ମଧ୍ୟରେ ବରଗଡ଼ ଧନୁଯାତ୍ରାର କଂସ ସମସ୍ତଙ୍କଠାରୁ ଭିନ୍ନ। ଦ୍ୱାପରରେ ଖଳନାୟକ କଂସ, କଳିଯୁଗରେ ଲୋକମାନଙ୍କ ପାଇଁ...

WHOର ପରାମର୍ଶ – ସ୍ୱାସ୍ଥ୍ୟ ପାଇଁ ୩୦ ମିନିଟ୍ ବ୍ୟାୟାମ ଜରୁରୀ

ଓଡ଼ିଶାଲାଇଭ୍  କରୋନା ବ୍ୟୁରୋ ଲକଡାଉନ୍‌ରେ ଦିନସାରା ଘରେ ରହୁଥିବାରୁ ଶରୀର ଉପରେ ନକରାତ୍ମକ ପ୍ରଭାବ ପଡ଼ିପାରେ। ସେଥିପାଇଁ ବ୍ୟାୟାମ କରିବା ଜରୁରୀ। ସାରା ବିଶ୍ୱରେ କରୋନା ଭାଇରସର ଶିକାର ହୋଇଛନ୍ତି ୭ ଲକ୍ଷରୁ ଅଧିକ ଲୋକ।...