୧୦ ଦିନ ଭିତରେ ଭାରତରେ ଟିକାକରଣ!
ଓଡ଼ିଶାଲାଇଭ ବ୍ୟୁରୋ
ଆଗାମୀ ୧୦ ଦିନ ଭିତରେ ଭାରତରେ ଟିକାକରଣ ଆରମ୍ଭ ହୋଇପାରେ। ଦେଶରେ କରୋନା ସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ହୋଇଥିବା ସାମ୍ବାଦିକ ସମ୍ମଳିନୀରେ ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ...
ଆଜିର ବଡ଼ ଖବର (ଫେବ୍ରୁଆରି ୨୬, ୨୦୧୯)
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ 'ଆଜିର ବଡ଼ ଖବର'।
ପାକ ଅଧିକୃତ କଶ୍ମୀର ଉପରେ ବାୟୁସେନାର ଆକ୍ରମଣ, ୩୦୦ ଆତଙ୍କବାଦୀ ମୃତ!
ଆଜି ବଡ଼ି ଭୋରରରୁ...
ବିଚିତ୍ର ପରମ୍ପରା, ବିବାହ ଲାଗି କବରରୁ ଚୋରାଗଲା ମୃତଦେହ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିବାହ ଲାଗି ଚୀନର ଏକ କବରରୁ ଜଣେ ଝିଅର ମୃତଦେହକୁ ଚୋରି କରାଯାଇଛି। ଚୀନର କିଛି ଅଞ୍ଚଳରେ ଏମିତି କିଛି ବିଚିତ୍ର ଘଟଣା ପ୍ରାୟତଃ ସାମ୍ନାକୁ ଆସିଥାଏ। ତେବେ ଚୀନ୍ର କିଛି...
ବଡ଼ବଡ଼ିଆ ଜବରଦଖଲକାରୀ ସାବଧାନ: ଓଡ଼ିଶାରେ ବି ଚାଲିବ ବୁଲଡୋଜର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ସରକାରୀ ଜମି ଜବରଦଖଲ କରି ହୋଇଥିବା କୋଠା ଉପରେ ଚାଲିବ ବୁଲଡୋଜର। ଜବରଦଖଲ ଜମିରେ ନିର୍ମିତ ଘର ତଥା ଅନ୍ୟ ବ୍ୟବସାୟିକ ଅନୁଷ୍ଠାନ ଭଙ୍ଗା ଯିବ। ରାଜ୍ୟରେ ବଡ଼ବଡ଼ିଆ ଜବରଦଖଲକାରୀଙ୍କୁ...
ପ୍ରେମିକାକୁ ଉଠାଇ ନେବା ମହଙ୍ଗା ପଡ଼ିଲା – ପ୍ରେମିକକୁ ନିର୍ଧୁମ ଛେଚିଲେ ଗାଁ ଲୋକେ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା ଜିଲ୍ଲା ରଙ୍ଗଣି ପଞ୍ଚାୟତ ଭେକ୍ଟା ଗାଁର ଘଟଣା
ପ୍ରେମିକାକୁ ରାତି ଅଧିଆ ଉଠାଇ ନେଇଥିଲା ପ୍ରେମିକ
ଭୁବନେଶ୍ୱରରୁ ଉଦ୍ଧାର ହେଲେ ପ୍ରେମୀ ଯୁଗଳ
ତାଳଚୁଆ ପଞ୍ଚାୟତରେ ଚାଲିଲା ବିଚାର
...
ବିଶ୍ୱର ଏହି ଦେଶରେ ନାହାନ୍ତି କୌଣସି ସେନା – ସୀମାର ସୁରକ୍ଷା କରନ୍ତି ପଡ଼ୋଶୀ ଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୋଟିଏ ଦେଶ ପାଇଁ ତାର ପ୍ରକୃତ ବଳ ହେଉଛି ତାର ସେନା। ଦୁନିଆରେ ଆଜି ଯେଉଁଦେଶର ସେନା ଯେତେ ଉନ୍ନତ ସେ ଦେଶ ସେତେ ଶକ୍ତିଶାଳୀ ବୋଲି କୁହାଯାଏ। ଅଧିକାଂଶ ଦେଶରେ...
ଟ୍ୱେଣ୍ଟି-୨୦ କ୍ରିକେଟକୁ ବାଏ ବାଏ କହିଲେ ଝୁଲଣ ଗୋସ୍ୱାମୀ
ଓଡ଼ିଶାଲାଇଭ ବ୍ୟୁରୋ
ଭାରତୀୟ ମହିଳା କ୍ରିକେଟ ଦଳର ଫାଷ୍ଟ ବୋଲର ଝୁଲଣ ଗୋସ୍ୱାମୀ ଗୁରୁବାର ଟ୍ୱେଣ୍ଟି-୨୦ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି।
ଭାରତୀୟ ମହିଳା କ୍ରିକେଟ୍ ଦଳର ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀ ଟେ୍ଵଣ୍ଟି-୨୦...
ରାଜ୍ୟରୁ ୩୬୩୧ କରୋନା ପଜିଟିଭ୍ ଚିହ୍ନଟ, ଗଞ୍ଜାମରେ କମୁଛି ପଜିଟିଭ୍ ସଂଖ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ରାଜ୍ୟରେ ସମସ୍ତ ୩୦ଟି ଜିଲ୍ଲାରୁ ମୋଟ୍ ୩୬୩୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୨୧୪ ଚିହ୍ନଟ ହୋଇଥିଲା ବେଳେ ୧୪୧୭ ଲୋକାଲ କେସ ରହିଛି।...
ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି – ବିନା ଭକ୍ତରେ ଗୁଣ୍ଡିଚା ଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା। ପାରମ୍ପରିକ ବାଦ୍ୟର ତାଳେ ତାଳେ ଧାଡ଼ି ପହଣ୍ଡିରେ ରଥରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ପ୍ରଥମେ ତାଳଧ୍ଵଜ ରଥରେ ବିଜେ କରିଛନ୍ତି ପ୍ରଭୁ ବଳଭଦ୍ର, ପରେ ଦେବଦଳନ...
ୱିକେଟ କିପର ରିଦ୍ଦିମାନ୍ ଶାହାଙ୍କ କମାଲ୍: ୧୦ଟି କ୍ୟାଚ ନେଇ ଧୋନି-ମଙ୍ଗିଆଙ୍କୁ ପଛରେ ପକାଇଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
ୱିକେଟ୍ ପଛରେ ଛିଡ଼ା ହୋଇ କମାଲ୍ ଦେଖାଇଛନ୍ତି ଟିମ୍ ଇଣ୍ଡିଆର ରିଦ୍ଦିମାନ୍ ଶାହା। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ୧୦ଟି କ୍ୟାଚ ନେଇ ଧୋନି ଏବଂ ମଙ୍ଗିଆଙ୍କୁ ପଛରେ ପକାଇଛନ୍ତି...


















