ସେପ୍ଟେମ୍ବରରୁ କଳିଙ୍ଗ ଷ୍ଟୁଡିଓରେ ହେବ ଫିଲ୍ମ ସୁଟିଂ: କୁନା ତ୍ରିପାଠୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଳିଙ୍ଗ ଷ୍ଟୁଡିଓରେ ପୁଣି ହେବ ଫିଲ୍ମ ସୁଟିଂ। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଙ୍ଗଳବାର...

ରାୟଗଡ଼ାରେ ଟ୍ରକ୍-ଟ୍ୟାଙ୍କର୍ ମୁହାଁମୁହିଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ାସ୍ଥିତ ପିତାମହଲ ନିକଟରେ ଏକ ଟ୍ରକ୍ ଓ ଟ୍ୟାଙ୍କର୍ ମଧ୍ୟରେ ଧକ୍କା ହେବା ଫଳରେ ଟ୍ୟାଙ୍କରଟି ଜଳି ଯାଇଛି। ପୋଲିସ ସୂଚନାଅନୁଯାୟୀ, ରାତି ୧ଟା ସମୟରେ ଏକ ଟ୍ୟାଙ୍କର୍ ବିଶାଖାପାଟଣାରୁ...

କଳିଙ୍ଗରେ ସେମି ଫାଇନାଲ ଲଢ଼େଇ, ଟକ୍କର ନେବେ ବିଶ୍ଵ ହକିର ଶ୍ରେଷ୍ଠ ୪ ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୁଷ ହକି ବିଶ୍ଵକପରେ ଶୁକ୍ରବାର ଖେଳାଯିବ ଦୁଇଟି ସେମି ଫାଇନାଲ ମୁକବିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅପରାହ୍ଣ ୪ଟା ୩୦ମିନିଟରେ ଆରମ୍ଭ ହେବ ମ୍ୟାଚ। ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଓ ଜର୍ମାନୀ...

ପରିସ୍ରାଗାର

ମୃଣାଳ ଚାଟ୍ଟାର୍ଜୀ ଓଡ଼ିଶାର ବହୁ ଅଞ୍ଚଳରେ ଯାତାୟାତର ମୁଖ୍ୟ ମାଧ୍ୟମ ହେଲା ବସ। ବସରେ ଦୂର ଜାଗାକୁ ଗଲାବେଳେ ଗୋଟେ ବଡ଼ ସମସ୍ୟା ହେଲା: ଲୋକ ପରିସ୍ରା କରିବ କେଉଁଠି? ବସ୍ କେଉଁଠି ଅଟକିଲେ...

ଅଧାରେ ଅଟକୁଛି ଗାଁ’ରେ ରାସ୍ତା କାମ – ବିଧାନସଭାରେ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ହେଉଥିବା ଅନେକ ରାସ୍ତା କାମ ଅଧାରେ ପଡ଼ିରହୁଛି। ଏପରିକି ଅନେକ ରାସ୍ତା କାମ ଠିକ୍ ଭାବେ ହେଉନାହିଁ। କେତେକ ସ୍ଥାନରେ ଠିକାଦାରମାନେ ଅଧାରୁ କାମ...

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ବିଜେପିରୁ ୫ ସସ୍‌ପେଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା ଏବେ ରାଜ୍ୟ ରାଜନୈତିକ ମହଲରେ ଝଡ଼ ସୃଷ୍ଟି କରିଛି। ଘଟଣାକୁ ବିରୋଧୀ ଦଳ ତୀବ୍ର ନିନ୍ଦା କରିଥିବା ବେଳେ ଏ ପଟେ ଓଏଏସ୍ ସଂଘ...

ଭୁବନେଶ୍ୱରର ୪ଟି ସ୍ଥାନରେ ରାବଣ ପୋଡ଼ି ଉତ୍ସବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ପବିତ୍ର ବିଜୟଦଶମୀ। ଏହିଦିନ ଭଗବାନ ରାମଚନ୍ଦ୍ର ରାବଣକୁ ବଧ କରିଥିଲେ। ତେଣୁ ଏହିଦିନ ଅଧିକାଂଶ ସ୍ଥାନରେ ରାବଣ ପୋଡ଼ି ମଧ୍ୟ ଆୟୋଜନ କରାଯାଇଥାଏ। ଆଜି ଭୁବନେଶ୍ୱରର ୪ଟି ସ୍ଥାନରେ ମଧ୍ୟ...

‘ମନ୍‌ କି ବାତ୍‌’ରେ ମୋଦୀଙ୍କ ଆହ୍ଵାନ – “ଦେଶକୁ ହିଟ୍‌ କରିବାକୁ ଫିଟ୍‌ ରହିବା ଜରୁରୀ”

ଓଡ଼ିଶାଲାଇଭ୍‌ ବ୍ୟୁରୋ “ଯେଉଁ ଦେଶ ଫିଟ୍‌ ସେ ସବୁବେଳେ ହିଟ୍‌ ରହିବ। ତେଣୁ ଆମ ଦେଶକୁ ହିଟ୍‌ ରଖିବାକୁ ଆମକୁ ଫିଟ୍‌ ରହିବା ଜରୁରୀ। ବିଜ୍ଞାନ ପ୍ରତି ଯୁବକଙ୍କ ଆକର୍ଷଣ ବଢ଼ିଛି, ଯାହା ସକାରାତ୍ମକ...

ମାଟିର ମହାକବି ସଚ୍ଚି ରାଉତରାୟ – ଆଧୁନିକ ଓଡ଼ିଆ କବିତାର ବରେଣ୍ୟ କର୍ଣ୍ଣଧାର

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=wssdGTn_Kog] ଆଧୁନିକ ଓଡ଼ିଆ କବିତାର ଜନ୍ମଦାତା ସଚ୍ଚିଦାନନ୍ଦ ରାଉତରାୟ ଏକାଧାରରେ ଥିଲେ ଜଣେ କବି, ଗାଳ୍ପିକ, ଔପନ୍ୟାସିକ,  ପ୍ରଭାବଶାଳୀ ପ୍ରାବନ୍ଧିକ, ଓ ସମାଲୋଚକ। ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ସେ...

୨୦୧୧ ବିଶ୍ୱକପ ଫାଇନାଲରେ ଧୋନୀଙ୍କୁ ୫ ନମ୍ବରରେ ବ୍ୟାଟିଂ କରିବାକୁ କହିଥିଲେ ସଚିନ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୧୧ କ୍ରିକେଟ୍ ବିଶ୍ୱକପକୁ ଇତିମଧ୍ୟରେ ୯ ବର୍ଷ ପୂରଣ ହୋଇଯାଇଛି। ଏହି ବିଶ୍ୱକପରେ ଟିମ୍ ଇଣ୍ଡିଆ ଦୀର୍ଘ ୨୮ ବର୍ଷର ବ୍ୟବଧାନ ପରେ ଦ୍ୱିତୀୟ ଥର ପାଇଁ ଟ୍ରଫି ହାତେଇଥିଲା। ଫାଇନାଲ...