୪୨ ବର୍ଷ ବୟସରେ ବଲିଉଡରେ ଡେବ୍ୟୁ କରିଥିଲେ ଏହି ଅଭିନେତ୍ରୀ – ମା’, ଜେଜେ ମା’ ରୋଲ୍ କରି ହୋଇଛନ୍ତି ପରିଚିତ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବରିଷ୍ଠ ଅଭିନେତ୍ରୀ ସୁଷମା ସେଠ୍ ଫିଲ୍ମରେ ମା’ ଏବଂ ଜେଜେମା’ଙ୍କ ଭୂମିକାରେ ଅଭିନୟ କରି ବେଶ୍ ଜଣାଶୁଣା। ସେ ପରଦାରେ ୠଷି କପୁର, ଅକ୍ଷୟ କୁମାର, ଶାହାରୁଖ ଖାନ, ହ୍ରିତିକ...
ସାମନ୍ତ ଗୋଏଲ ର’-ଅରବିନ୍ଦ କୁମାର ଆଇବି ମୁଖ୍ୟ ଭାବେ ନିଯୁକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ସରକାର ବୁଧବାର ଦୁଇଜଣ ଆଇପିଏସ ଅଫିସରଙ୍କୁ ଦୁଇଟି ବିଭାଗରେ ନିଯୁକ୍ତି କରିଛନ୍ତି। ସାମନ୍ତ ଗୋଏଲଙ୍କୁ ର’ ବିଭାଗର (ରିସର୍ଚ୍ଚ ଆଣ୍ଡ ଆନାଲିସିସ) ମୁଖ୍ୟ ଭାବେ ନିଯୁକ୍ତି ମିଳିଥିବାବେଳେ ଅରବିନ୍ଦ କୁମାରଙ୍କୁ...
ଆସୁଛି ଲଘୁଚାପ: ୮ରୁ ୧୧ ତାରିଖ ଯାଏଁ ବର୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
୪୮ ଘଣ୍ଟାରେ ଘନୀଭୂତ ହେବ ଲଘୁଚାପ
୮ରୁ ୧୧ ଯାଏଁ ବର୍ଷା
୪୦ରୁ ୬୦ କିମି ବେଗରେ ବହିବ ପବନ
ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ୪୮ ଘଣ୍ଟା ଭିତରେ...
କରୋନା ଭାଇରସ୍ର ପ୍ରଭାବ ଗର୍ଭବତୀ ମହିଳାଙ୍କ ପ୍ରସବ ଉପରେ ପଡ଼ିଥାଏ କି?
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=cmc-2icrC6k]
ପ୍ରସବ ସମୟରେ କରୋନା ଭାଇରସ୍ର କିଛି ପ୍ରଭାବ ପଡ଼ିଥାଏ କି? ଜାଣନ୍ତୁ, ଏନେଇ କ’ଣ କହୁଛନ୍ତି ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସୁଜାତା କର।
କରୋନା ଭାଇରସ (କୋଭିଡ୍-୧୯)କୁ ନେଇ...
ବିନା ଭକ୍ତରେ ହେବ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା – ୪୮ଘଣ୍ଟା ପୂର୍ବରୁ ସେବାୟତଙ୍କର ହେବ ଆରଟିପିସିଆର ଟେଷ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ବର୍ଷ ବିନା ଭକ୍ତରେ ହେବ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏନେଇ ଆଜି ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ପୂର୍ବବର୍ଷ ରଥ ତିଆରି ସରିଥିଲେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା...
ସଲମାନ ଫିଟ୍ ତ ବିଗ୍ବସ୍ ହିଟ୍
ଓଡ଼ିଶାଲାଇଭ୍ ଏଣ୍ଟରେଟନମେଣ୍ଟ ବ୍ୟୁରୋ
‘ବିଗ୍ ବସ’ର ମୁଖ୍ୟ ଆକର୍ଷଣ ହେଲେ ସଲମାନ୍ ଖାନ୍। ସଲ୍ଲୁ ଭାଇ ଉପସ୍ଥାପକ ଭାବେ ନଜର ଆସିବା ପରେ ହିଁ ଲୋକପ୍ରିୟ ହୋଇଥିଲା ଏହି ରିଆଲିଟି ସୋ’।
ଭାରତୀୟ ଟେଲିଭିଜନରେ ଏଯାବତ୍...
ଗର୍ଭଧାରଣ ପୂର୍ବରୁ କେମିତି କରିବେ ଯୋଜନା?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=iwjXWh1Nm9U] ଗୋଟିଏ ସୁନ୍ଦର ଘର ତିଆରି କରିବାକୁ ହେଲେ ତା’ର ସୁଚିନ୍ତିତ ନକ୍ସାଟିଏ ଆଗରୁ ପ୍ରସ୍ତୁତ କରିବାକୁ ପଡ଼ିଥାଏ। ଯଦି ଘରଟି ତରବରିଆ ଭାବରେ ହୋଇଥାଏ, ତାହାର ସୌନ୍ଦର୍ଯ୍ୟ ମନକୁ...
ଆଜି ଜୟପୁରରେ ଯୁବ ସମାବେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ବିଜୁ ଯୁବବାହିନୀ ପକ୍ଷରୁ ଜୟପୁରରେ ଅନୁଷ୍ଠିତ ହେବ ବିଜୁ ଯୁବ ସମାବେଶ। ଜୟପୁର ଏକମ୍ବା ପଡ଼ିଆରେ ଅପରାହ୍ଣ ୩ଟା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବ ସମାବେଶରେ ସାମିଲ ହୋଇ...
ସୋସିଆଲ ମିଡିଆରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ ନବୀନ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଆସନ୍ତାକାଲି ପାଟକୁରାରେ ହେବ ଭୋଟ୍। ପାଟକୁରରେ ବିଜୟ ବାନା ଉଡ଼ାଇବା ପାଇଁ ବିଜେଡି ପୂରା ଦମ୍ରେ ଲାଗିଛି। ଗତ ଦୁଇ ଦିନ ଧରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା...
ଲକ୍ଡାଉନ୍ ଆହୁରି ମାସେ ବଢ଼ାଯାଉ – ନବ ଦାସ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ପରେ ପ୍ରତିକ୍ରିୟା ରଖିଲେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ।
"ସମସ୍ତ ରାଜ୍ୟର ସ୍ଵାସ୍ଥ୍ୟ ମନ୍ତ୍ରୀମାନେ ଲକ୍ଡାଉନ୍ ବଢ଼ାଇବା ପାଇଁ ଦାବି କରିଛନ୍ତି।...


















